ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ
ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା କରିଥାଉ। ସେଗୁଡ଼ିକୁ ସାଧାରଣ ବୋଲି ଭାବିଥାଉ। ପ୍ରାୟତଃ ବଜାରରୁ କିଣୁଥିବା ସାମଗ୍ରୀର ପ୍ୟାକେଜିଂ ପ୍ରତି…
୫ କ୍ରିକେଟରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା କୌଣସି ରାଜପ୍ରାସାଦରୁ ବି କମ୍ ନୁହେଁ, ଧୋନୀଙ୍କଠାରୁ ଆରମ୍ଭ କରି…
କ୍ରିକେଟରମାନେ ପଡ଼ିଆରେ ଯେତିକି ଚର୍ଚ୍ଚାରେ ଥାନ୍ତି, ପଡ଼ିଆ ବାହାରେ ବି ସେମାନଙ୍କ ବିଷୟରେ ଅଧିକ ଚର୍ଚ୍ଚା ହୁଏ। ଯେମିତିକି ସେମାନଙ୍କର ବିଳାସପୂର୍ଣ୍ଣ ବଙ୍ଗଳା, କାର୍ ଏବଂ ଘଣ୍ଟା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଅନ୍ତର୍ଜାତୀୟ କ୍ରିକେଟରେ ଅନେକ କ୍ରିକେଟର ଅଛନ୍ତି,…
ଏମିତି ଏକ ଅଜବ ଗାଁ: ଯେଉଁଠି ଜନ୍ମ ହେବାକୁ ଅନୁମତି ଅଛି ନା ମରିବାକୁ…
ବିଶ୍ୱରେ ୧୯୫ଟି ଦେଶ ଅଛି, ଏବଂ ପ୍ରତ୍ୟେକ ସ୍ଥାନର ନିଜସ୍ବ ସ୍ବତନ୍ତ୍ର ପରିଚୟ ଅଛି। ଏଗୁଡ଼ିକ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ନା କୌଣସି ଶିଶୁକୁ ଜନ୍ମ ନେବାକୁ ଅନୁମତି ଦିଆଯାଇଛି ନା କୌଣସି ବ୍ୟକ୍ତିକୁ ମରିବାକୁ ଅନୁମତି…
ଶୀତରୁ ରକ୍ଷା ପାଇବା ପାଇଁ ଯୁବକ ଆପଣାଇଲେ ଏମିତି ଉପାୟ, ଭିଡିଓ ଦେଖିଲେ…
ଭାରତର ଏକ ଅନନ୍ୟ ଦିଗ ହେଉଛି ଯେ, ଲୋକମାନେ ସର୍ବଦା ଯେକୌଣସି ସମସ୍ୟାର ଘରୋଇ ସମାଧାନ ଖୋଜନ୍ତି। ବିଦ୍ୟୁତ୍ ଅଭାବ ହେଉ, ପାଣି ଅଭାବ ହେଉ, କିମ୍ବା ପ୍ରବଳ ଥଣ୍ଡା ହେଉ, ଲୋକମାନେ ନିଜ ଆବଶ୍ୟକତା ଅନୁଯାୟୀ ନିଜକୁ ଖାପ ଖୁଆଇବାର…
ଏଠାରେ ପବନରେ ଝୁଲି ରହିଛି ଶିବଲିଙ୍ଗ, ଜାଣନ୍ତୁ ଏହାର ରହସ୍ୟ…
ଅନେକ ଶିବଲିଙ୍ଗ ଦେଖିଥିବେ। ମାତ୍ର ଆମ ଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଶିବଲିଙ୍ଗ ଝୁଲି କି ରହିଛି। ଏପରି ଚମତ୍କାରିତା ଗୁଜରାଟରେ ଦେଖିବାକୁ ପାଇବେ। ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ୧୦୨୬ରେ ଗଜନବୀର ମହମ୍ମଦଙ୍କ ଦ୍ୱାରା ଆକ୍ରମଣ ଏବଂ…
ଭୟ ନାହିଁ କି ସଂଘର୍ଷ ନାହିଁ, ହରିଣ ପିଠିରେ ଆରାମରେ ବସି ଯାଉଛି ମାଙ୍କଡ଼, ଭିଡିଓ ଦେଖିଲେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ ଯାହା ବିଶ୍ୱାସ କରିବା କଷ୍ଟକର। ଆଇଆଇଟି ଚେନ୍ନାଇ ସହିତ ଜଡ଼ିତ ଏପରି ଏକ ଭିଡିଓ ଖୁବ୍ ତୀବ୍ର ବେଗରେ ଭାଇରାଲ ହେଉଛି। ଆମେ ସାଧାରଣତଃ ଜଙ୍ଗଲରେ ପ୍ରାଣୀମାନଙ୍କ ମଧ୍ୟରେ ଭୟ,…
କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ପରେ ମୁଣ୍ଡିଆ ମାରିଲା ମେଣ୍ଢା, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଆଉ କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ଦେଖିଲେ ଲୋମ ବି ଟାଙ୍କୁରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ…
୨୯ କୋଟି ଟଙ୍କାର ମାଛ କିଣିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାପାନର ଟୋକିଓରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂତନ ବର୍ଷର ପ୍ରଥମ ନିଲାମରେ, ଏକ ମାଛ ଏତେ ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି ଯେ, ସେହି ମୂଲ୍ୟରେ ଭାରତରେ ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ସହଜରେ କିଣିହୋଇଯିବ। ବ୍ଲୁଫିନ ଟୁନା ନାମକ…
ଫ୍ଲାଟ୍ ବାଲକୋନିରେ ଫସି ରହିଥିଲେ ଦୁଇ ସାଙ୍ଗ, ମୁକୁଳିବା ପାଇଁ ବ୍ଲିଙ୍କିଟ୍ରେ ଅର୍ଡର କଲେ ଜିନିଷ, ଆଉ ତା’ ପରେ…
ସାଧାରଣତଃ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ପୋଲିସ କିମ୍ବା ଅଗ୍ନିଶମ ବାହିନୀକୁ ପ୍ରଥମେ କଲ୍ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଅସୁବିଧାରେ ପଡ଼ି କେହି କେବେ ଅନ୍ଲାଇନ୍ରେ କିଛି ଜିନିଷ ଅର୍ଡର କରିବାର। କିନ୍ତୁ ଏପରି ଏକ ଘଟଣା ଘଟିଛି ପୁଣେରେ।…
ଏମିତି ଗାଁ, ଯେଉଁଠି ସମସ୍ତେ ବାମନ, ଉଚ୍ଚତା ଜାଣିଲେ…
ଦୁନିଆରେ ଏପରି ଅନେକ ରହସ୍ୟ ଅଛି ଯାହା ଜାଣିବାକୁ ଏବଂ ଶୁଣିବାକୁ ଆଶ୍ଚର୍ଯ୍ୟଜନକ। ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଏହି ରହସ୍ୟଗୁଡ଼ିକର ସମାଧାନ କରିପାରି ନାହାନ୍ତି। ଏହି ରହସ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚାଇନାର ଏକ ଗାଁ। ଦଶନ୍ଧି ଧରି ଏହି ଗାଁରେ…
‘ଶାନ୍ତି ପାଇଁ କୁକୁର’ର ୩,୭୦୦ କିମି ପଦଯାତ୍ରା
ନୂଆଦିଲ୍ଲୀ,୮।୧: ଜଣେ ଭାରତୀୟ ବୁଲା କୁକୁର ‘ଆଲୋକ’ ଏବେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛି। ଆମେରିକାରେ ‘ଶାନ୍ତି ପାଇଁ ପଦଯାତ୍ରା’ କରୁଥିବା ବୌଦ୍ଧ ଭିକ୍ଷୁମାନଙ୍କ ସହ ଆଲୋକ ୩,୭୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି। ଏହି କୁକୁରର ନିଷ୍ଠା ଓ ଶାନ୍ତିପୂର୍ଣ୍ଣ…
Archives


