ଫୁରସତ

ବିନା ପାର୍ସପୋର୍ଟ, ଭିସାରେ ଋଷିଆରୁ ଆମେରିକା ଯାତ୍ରା କଲେ ବ୍ୟକ୍ତି

ଲସ ଏଞ୍ଜେଲେସ,୧୨।୧୨: ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯିବାକୁ ହେଲେ ପାର୍ସପୋର୍ଟ ଓ ଭିସା ସହ ଟିକେଟର ଆବଶ୍ୟକ ହୋଇଥାଏ। କିନ୍ତୁ, ଆମେରିକାର ଲସ ଏଞ୍ଜେଲେସରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷୀୟ ବ୍ୟକ୍ତି…

ବିନା ପାଇଲଟରେ ଉଡିଲା ବିମାନ, ବିଶ୍ୱରେ ପ୍ରଥମ…

କାଲିଫର୍ଣ୍ଣିଆ,୧୨।୧୨: ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍‌ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି…

ପେଟ୍ରୋଲ ହେଲା ମହଙ୍ଗା: ମଇଁଷି ଉପରେ ରାଜରାସ୍ତାରେ ଯୁବକ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବାଇକ ଚଳାଉଥିବା ଜଣେ ଯୁବକ ପିକାଚୁ ଥିମ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ। ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ କରିଥିଲା।…

୨୦୨୩ରେ ସର୍ବାଧିକ ଥର ଦେଖାଯାଇଛି ଏହି ଯୁବତୀଙ୍କ ଭିଡିଓ; କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍‌ଅପ୍‌ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍‌ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର ଦେଖାଯିବାର…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ କଣ୍ଡକ୍ଟର…

ସାବୁନ ଦ୍ୱାରା ଘୁଞ୍ଚିଲା ୩ମହଲା ବିଲ୍ଡିଂ, ଭିଡିଓ ଭାଇରାଲ

ଅଟାଓ୍ବା,୧୨।୧୨: ନୂଆ ଘର ତୋଳିବାକୁ ହେଲେ ପ୍ରଥମେ ପୁରୁଣା ଘରକୁ ଭାଙ୍ଗିବାକୁ ପଡିଥାଏ। ପରେ ସେଠାରେ ନୂଆଘରର କାମ ଆରମ୍ଭ ହୋଇଥାଏ। ଯଦି ନିକଟରେ ହୋଇଥିବା ଘଟଣାନୁସାରେ ଆପଣଙ୍କୁ କହିବୁ ପୁରୁଣା ଘରକୁ ନ ଭାଙ୍ଗି ୭୦୦ଖଣ୍ଡ ସାବୁନ ଦ୍ୱାରା ଏହାକୁ…

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ)…

ମାଗଣାରେ ଫ୍ଲୋରିଡା ଯାତ୍ରା

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି। ହେଲେ ସେଥିରେ ବାଧା ସାଜିଥାଏ ଟଙ୍କା। ହେଲେ ନିକଟରେ ଇଗନାଇଟ୍‌ ଡେଟିଂ ନାମକ ଏକ କମ୍ପାନୀ ମାଗଣାରେ ଫ୍ଲୋରିଡାରେ ଛୁଟି କାଟିବାକୁ ଅଫର ଦେଇଛି। ଏହି ଟ୍ରିପ୍‌ରେ ଆରାମଦାୟକ ହୋଟେଲରେ ରହିବାକୁ…

ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ‘ଭିହାନ’

ବେଙ୍ଗାଲୁରୁ : ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଭାବେ ବେଙ୍ଗାଲୁରୁର ପ୍ରତିଭାଶାଳୀ ଭିହାନ ତଲ୍ୟା ବିକାଶ ୧୦ ବର୍ଷ ଏବଂ ତା’ଠୁ କମ୍‌ ଶ୍ରେଣୀ ବର୍ଗରେ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଏକ ପ୍ରକାରର ଓସ୍କାର ଆୱାର୍ଡ ସହିତ ସମାନ।…

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ ଆସିଛି ଯାହା ବିଷୟରେ ଅଧିକ ଜାଣିବା ପାଇଁ ଲୋକମାନେ ଗୁଗୁଲରେ ସର୍ଚ୍ଚ କରିଥିଲେ। ଏହି…

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକର ଲାଭ ଜାଣିଲେ  ଛାଡ଼ିଦେବେ ଚାକିରି, ଭିଡିଓ ଦେଖିଲେ… 

ଗୁପ୍‌ଚୁପ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଯେ କେହି ଏହାକୁ ସପ୍ତାହରେ ଥରେ କିମ୍ବା ୨ ଥର ଖାଉଥିବେ। । ମାତ୍ର ଏହା କ’ଣ ଚିନ୍ତା  କରିଛନ୍ତି  ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକୁ  ଲାଭ କେତେ। ତେବେ ଭିଡିଓ ଦେଖିବା ପରେ…

ଗୁପ୍‌ଚୁପ୍‌ ବିକାଳି କହିଲେ ନିଜର ଗୋଟିଏ ଦିନର ରୋଜଗାର, ଚାକିରିଆଙ୍କୁ ବି ପକାଇଲେ ପଛରେ

ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଦେଖିଥିବେ ନିଶ୍ଚିତ। ଏକ ଠେଲାରେ କିଛି ଗୁପ୍‌ଚୁପ୍‌ ଧରି ସେମାନେ ଗରାଖଙ୍କ ବାଟକୁ ଚାହିଁ ରହିଥାନ୍ତି। କେବେ ଭାବିଛନ୍ତି ଏହି ଗୁପ୍‌ଚୁପ୍‌ ବିକୁଥିବା ବ୍ୟକ୍ତିଙ୍କ ଦିନକର ରୋଜଗାର କେତେ? ଜଣେ ଚାକରିଆଙ୍କଠାରୁ ବି ଅଧିକ। ଏହା ଶୁଣିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri