ଫୁରସତ

ପୂର୍ବ ପାକିସ୍ତାନ ହୋଇଥିଲା ବାଂଲାଦେଶ

୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଦେଶକୁ ରକ୍ଷା କରି ବଳିଦାନ ଦେଇଥିବା ସମସ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।…

କୀଟନାଶକ ସ୍ପ୍ରେରେ ଜଳିଗଲେ ବୃଦ୍ଧ

ଟୋକିଓ,୧୫।୧୨: ଘରେ କୌଣସି କୀଟପତଙ୍ଗ ଦେଖିଲେ ଆପଣ ଇନସେକ୍ଟସାଇଡ ବା କୀଟନାଶକ ବ୍ୟବହାର କରୁଥିବେ। ତେବେ କୀଟନାଶକ ବ୍ୟବହାର କରି କୀଟପତଙ୍ଗ ମରିବା ବଦଳରେ ମଣିଷ ପୋଡିଯିବା କଥା କହିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏପରି ଘଟଣା ଘଟିଛି ଜାପାନରେ। ଜାପାନରେ ଜଣେ…

ଉଡୁଥିବା ସମୟରେ ହଠାତ୍‌ ମଝି ଆକାଶରେ ଅଟିକଗଲା ପ୍ଲେନ୍‌….

ଯଦି ଆକାଶରେ ଉଡୁଥିବା ବିମାନଟି ହଠାତ୍‌ ବନ୍ଦ ହୋଇଯାଏ, ତେବେ ଯେକେହି ନର୍ଭସ ହେବା ସ୍ବଭାବିକ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାନ ଫ୍ରାନ୍ସିସ୍କୋର ଏହି ଭିଡିଓ ପ୍ରାୟ…

ମୁମ୍ବାଇ ଲୋକାଲ ଟ୍ରେନର ଭାଇରାଲ ହେଲା ଭିଡିଓ, ଟ୍ରେନର ଗେଟ୍‌ ପାଖରେ ମୋବାଇଲ ଝୁଲାଇ ଶୁଣିଲେ ଗୀତ…

ମୁମ୍ବାଇ ଲୋକାଲ ଟ୍ରେନକୁ ଦେଶର ଆର୍ଥିକ ଟ୍ରେନ ଭାବରେ ମଧ୍ୟ ବୁଝାଯାଏ। ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ହୋଇଯାଏ। ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ। ଠିକ୍‌ ସମୟରେ ଟ୍ରେନରେ ଆସି ନ ପହଞ୍ଚିଲେ ଟ୍ରେନ ଛାଡିଦେବାର ସମ୍ଭାବନା ମଧ୍ୟ…

ଆଖିପିଛୁଳାକେ ପଲଟିଗଲା ବାଜି, ଶିକାର କରିବାକୁ ଆସି ପଡିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ବନ୍ୟପ୍ରାଣୀଙ୍କ ଭିଡିଓ ଅନ୍ୟତମ। ଜଙ୍ଗଲରେ ସବୁ ସମୟରେ ସତର୍କ ରହିବାକୁ ପଡ଼ିଥାଏ କାରଣ ଏଠାରେ ପାଦେପାଦେ ବିପଦ ଥାଏ। ଦକ୍ଷିଣ ଆଫ୍ରିକାର ଏକ ଜାତୀୟ ଉଦ୍ୟାନର ଏକ…

ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର

ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର ଭାଇରାଲ…

ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ

ବାଗଦାଦ,୧୫।୧୨: ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ସଦ୍ଦାମ ହୁସେନ ତାଙ୍କର ମହଙ୍ଗା ଜୀବନଶୈଳୀ ପାଇଁ ବେଶ ଜଣାଶୁଣା ଥିଲେ। ସେ ବିଳାସପୂର୍ଣ୍ଣ କାର, ବିମାନ, ବନ୍ଧୁକ ଏବଂ ଅଳଙ୍କାରକୁ ବହୁତ ଭଲ ପାଉଥିଲେ। ସେ ଏକ ପ୍ରାସାଦ ନିର୍ମାଣ କରିଥିଲେ,…

ହଜାର ବର୍ଷ ପରେ ପୁଣି ଆସିବ ‘ମହା ସୁନାମି’, ଯିବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଏହି ଦେଶ ଉପରେ ରହିଛି ବଡ ବିପଦ

ବର୍ଷ ୨୦୨୩ ଶେଷ ହେବାକୁ ଯାଉଛି। ଏହି ବର୍ଷ କରୋନା ଦ୍ୱାରା ହୋଇଥିବା କ୍ଷତି ପୂରଣ କରିବାକୁ ଚେଷ୍ଟା କଲା। କିନ୍ତୁ ଲାଗୁଛି ୨୦୨୪ ବହୁତ ଭଲ ହେବ ନାହିଁ। ଆସନ୍ତା ବର୍ଷ ସୋସିଆଲ ମିଡିଆରେ ପ୍ରାକୃତିକ ବିପର୍ଯ୍ୟୟର ଖବର ସମସ୍ତଙ୍କୁ…

ପ୍ରେମିକା ହେବାକୁ ଚାକିରି, ବାର୍ଷିକ ଦରମା ଜାଣିଲେ ମୁଣ୍ଡରେ ଦେବେ ହାତ

ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ସ୍ଥିତି ବହୁତ ବଦଳିଛି। ଝିଅମାନେ ଆଉ ପୂର୍ବପରି ନାହାନ୍ତି। ସେମାନେ ପୁଅମାନଙ୍କ ପରି ସମାନ ଭାବରେ ଅଧ୍ୟୟନ କରୁଛନ୍ତି, ବୁଲୁଛନ୍ତି, ଚାକିରି କରୁଛନ୍ତି। ଅଧିକାଂଶ ମହିଳା ମଧ୍ୟ ଆର୍ଥିକ…

୨୦୨୪ରେ ଏହି ୪ ରାଶି ପାଇଁ ଖୁସି ଖବର, ମିଳିବ ନୂଆ ନିଯୁକ୍ତି ସୁଯୋଗ

ଗ୍ରହ ଏବଂ ନକ୍ଷତ୍ରମାନଙ୍କ ସ୍ଥାନରେ ପରିବର୍ତ୍ତନ ହେତୁ ଅନେକ ଶୁଭ ଏବଂ ଅଶୁଭ ଯୋଗ ବା ରାଜଯୋଗ ସୃଷ୍ଟି ହୁଏ। ଏହା ସମସ୍ତ ରାଶିର ଲୋକଙ୍କ ଉପରେ ଏହାର ଏକ ବଡ ପ୍ରଭାବ ପଡିଥାଏ। ୨୦୨୪ରେ ଶନି ଏବଂ କେତୁ ଏକତ୍ର…

ମୋ ବାପାଙ୍କର ଅଛନ୍ତି ୬ ସ୍ତ୍ରୀ,୪୫ ସନ୍ତାନ: ରହସ୍ୟ ଉନ୍ମୋଚନ କଲେ ଝିଅ

ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ବନ୍ଧନ ବିଷୟରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଶ୍ୱାସ ପ୍ରଚଳିତ। ଅନେକ ଲୋକ କେବଳ ଗୋଟିଏ ବିବାହରେ ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ବିବାହ…

ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀ କଲେ ଏମିତି କାମ: ଲୋକେ କରୁଛନ୍ତି ବାଃ ବାଃ

ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍‌ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ ପ୍ରେମ ସମ୍ପର୍କ ଟାଇମ୍‌ପାସ୍‌ ଭଳି ହୋଇଯାଇଛି। ଅନେକ ସମୟରେ ଏପରି ହୋଇଥାଏ, ଯଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri