ଫୁରସତ

ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ

ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍‌ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ…

ସାଇକେଲ୍‌ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍‌: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା…

୫ ବର୍ଷ ହେବ କୋମାରେ ଥିଲେ ଝିଅ, ମା’ଙ୍କଠାରୁ ଗୋଟିଏ ଜୋକ୍‌ ଶୁଣି ସବୁକିଛି ବଦଳିଗଲା

ମଣିଷ ଯେତେବେଳେ କୋମାକୁ ଯାଏ, ସେମାନଙ୍କ ପ୍ରିୟଜନମାନେ ସେତେବେଳେ ବଞ୍ଚିବା ଆଶା ଛାଡିଦେଇଥାନ୍ତି। ବଞ୍ଚିବାର କୌଣସି ଭରସା ନ ଥିଲେ ମଧ୍ୟ ପରିବାର ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଆନ୍ତି। ନିକଟରେ ସେମିତି ଏକ ଘଟଣା ଆମେରିକାରେ ଘଟିଛି। ଆମେରିକା ମିଚିଗାନର ବାସିନ୍ଦା…

ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ

କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…

ସେଲ୍‌, ସେଲ୍‌, ସେଲ୍‌: ଅନଲାଇନରେ ବନ୍ଧୁକ-ପିସ୍ତଲ ବିକ୍ରି ଭିଡ଼ିଓ ଭାଇରାଲ…

ଆଜିକାଲି ଅନଲାଇନ ଶପିଂ ପାଇଁ ଲୋକଙ୍କ ମଧ୍ୟାରେ କ୍ରେଜ ଅଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ ଅନଲାଇନ ଶପିଂର ଧାରା ଦେଖାଯାଉଛି । ଅନ୍ତର୍ବସ୍ତ୍ର ଠାରୁ ଆରମ୍ଭ କରି ଚୁଡ଼ି, ବିନ୍ଦି-ଲିପଷ୍ଟିକ ଠାରୁ ହେୟାର ରବର, ପିଲାମାନଙ୍କର ଖେଳନା, ପୁସ୍ତକ, ଷ୍ଟେସନାରୀ ସାମଗ୍ରୀ,…

ଅଫିସ ପରେ କଲ୍‌ ଉଠାଇବା ନୁହେଁ ଜରୁରୀ, କେହି କଲ୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍‌

କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍‌ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି…

ସାବଧାନ! ଫୁଟାଉଛନ୍ତି କି ଆଙ୍ଗୁଳି? ହୋଇପାରେ ଏସବୁ ସମସ୍ୟା…

ସାଧାରଣତଃ ସମସ୍ତେ ନିଜ ନିଜର ଆଙ୍ଗୁଳି ଫୁଟାଇଥାନ୍ତି। ଅନେକ ଥର, ଏହି ଅଭ୍ୟାସରେ ଲୋକେ ଏତେ ଅଭ୍ୟସ୍ତ ଯେ, ବିନା କାରଣରେ ବାରମ୍ବାର ଆଙ୍ଗୁଳି ଫୁଟାଇଥାନ୍ତି। ବେଳେବେଳେ ଲୋକେ ନିଜ ବେକକୁ ମୋଡ଼ିଥାନ୍ତି। ଏପରି କାର୍ଯ୍ୟ କରିବା କେବଳ ବୈଜ୍ଞାନିକ ନୁହେଁ…

ପ୍ରପୋଜ ଡେ’ରେ ସାଥୀଙ୍କୁ କେମିତି କହିବେ ମନର କଥା ଜାଣନ୍ତୁ…

ବର୍ତ୍ତମାନ ଭାଲେଣ୍ଟାଇନ ଓ୍ବିକ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ ଡେ’…

ସନ୍ତାନ ଜନ୍ମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଛି ଏହି କମ୍ପାନୀ: ଏହା ପଛର କାରଣ ରହିଛି….

ଦୁନିଆର କିଛି ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ କିଛି ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଉଭୟ ପ୍ରକାରର ଦେଶ ନିଜ ନିଜ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏହିପରି ଗୋଟିଏ ଦେଶ…

ବୈଦିକ ଯୁଗରେ ମଧ୍ୟ ଥିଲା ଗୋଲାପର ପ୍ରଚଳନ, ରାଜକୁମାରଙ୍କୁ ଏମିତି ପ୍ରେମ ନିବେଦନ କରୁଥିଲେ ରାଜକୁମାରୀ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଛି। ପ୍ରଥମ ଦିନ ହେଉଛି ରୋଜ ଡେ’। ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ସପ୍ତାହ ଭାବରେ ବିବେଚନା କରାଯାଏ। ତେବେ ପ୍ରତିବର୍ଷ ଏଠାରେ ଭାଲେଣ୍ଟାଇନ ସଂସ୍କୃତିକୁ ବିରୋଧ କରାଯାଏ। ଅନେକ ସଂସ୍ଥା ବିରୋଧ କରନ୍ତି…

ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର

ଓ୍ବାଶିଂଟନ୍‌,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍‌ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର…

ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri