ଫୁରସତ

ଏହି ଦେଶରେ ଅଛି ବିଶ୍ୱର ସର୍ବବୃହତ ସାର୍ବଜନୀନ ଶୌଚାଳୟ: ଏକାସାଙ୍ଗେ ୧,୦୦୦ ଲୋକ…

ପରିମଳ ଏବଂ ସାର୍ବଜନୀନ ଶୌଚାଳୟ କେବଳ ଦୈନନ୍ଦିନ ଆବଶ୍ୟକତା ନୁହେଁ, ବରଂ ସ୍ବାସ୍ଥ୍ୟ ଏବଂ ସମାଜ ପାଇଁ ମୌଳିକ ଆବଶ୍ୟକତା। ଦୁନିଆରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ଏକ ସମୟରେ ୧,୦୦୦ ଲୋକ ଶୌଚାଳୟ ବ୍ୟବହାର କରିପାରିବେ। ଏହା କୌଣସି…

Baba Vanga: ଆଗାମୀ ଦିନରେ ସୁନା ଦର ବଢ଼ିବ ନା କମିବ? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ…

ଭାରତରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଭବିଷ୍ୟତରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସୁନା ମୂଲ୍ୟ ଉପରେ କ’ଣ ପ୍ରଭାବ ପକାଇବ? ୨୦୨୬ରେ ସୁନା ଶସ୍ତା ହେବ ନା ମହଙ୍ଗା ହେବ? ଲୋକମାନେ ପୂର୍ବରୁ ଅନୁମାନ କରିବା ଆରମ୍ଭ କରିସାରିଛନ୍ତି।…

ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ମା-ବାପାଙ୍କ ଉପସ୍ଥିତିରେ ଏକ ଆନୁଷ୍ଠାନିକ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର…

ଏହି ଦେଶରେ ନାହାନ୍ତି କୌଣସି ସେନା ବାହିନୀ, ତଥାପି ଦେଶ ରହିଛି ସୁରକ୍ଷିତ, ଜାଣନ୍ତୁ କେମିତି…

ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶ ନିଜର ସାମରିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଦେଶ ଅଛନ୍ତି, ଯେଉଁମାନଙ୍କର କୌଣସି ସାମରିକ ଶକ୍ତି ନାହିଁ? ଏହି ଦେଶ ନିକଟରେ କୌଣସି…

୪୦ ଲକ୍ଷରୁ ଅଧିକ ସୋସିଆଲ ମିଡିଆ ଉପରେ ଲାଗିଲା ବ୍ୟାନ୍‌, ଏହି ଦେଶର କମ୍ପାନୀ କରୁଛି…

କାନବେରା,୧୬ା୧୧: ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଉଛି ଯେଉଁଠାରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ବୟସ ସୀମା ବର୍ତ୍ତମାନ ଏହି ପିଲାମାନଙ୍କୁ Instagram ଏବଂ Facebook ସମେତ ଅନ୍ୟାନ୍ୟ ସୋସିଆଲ…

ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ ଓ ଜନମତ ଗଠନ ହେଉଛି ଏହାର ମୂଳ ଲକ୍ଷ୍ୟ। ଆଜିର ଯୁଗ ହେଉଛି ତଥ୍ୟ…

କାହିଁକି ତିଦ୍ଦତ ଉପରେ ଉଡ଼ି ନ ଥାଏ ବିମାନ, ରୁଟ୍‌ ପରିବର୍ତ୍ତନ କରନ୍ତି ପାଇଲଟ୍‌, ଜାଣନ୍ତୁ କାରଣ…

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରନ୍ତି। ଲୋକଙ୍କ କମ୍‌ ସମୟ ଏବଂ ବିନା ଥକ୍କାରେ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ବିମାନ ହିଁ ଉତ୍କୃଷ୍ଟ ମାଧ୍ୟମ। ଠିକ୍‌ ରାସ୍ତାରେ ଯେପରି ଟ୍ରାଫିକ୍‌ ଥାଏ ଆକାଶରେ ମଧ୍ୟ…

ଅଫିସ୍‌ ରୋମାନ୍ସରେ ଭାରତ ଦ୍ୱିତୀୟ: ପୁରୁଷମାନେ ମହିଳା ସହକର୍ମୀଙ୍କ ସହ…

ନୂଆଦିଲ୍ଲୀ,୧୪ା୧୧: ଭାରତରେ ଅଫିସ୍‌ ରୋମାନ୍ସ ବା କାର୍ଯ୍ୟସ୍ଥଳୀରେ ପ୍ରେମ କରିବା ଦେଖାଯାଇଥାଏ। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ସ୍ବୀକାରୋକ୍ତିରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ ଦ୍ୱିତୀୟ…

ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ

ବ୍ରୁସ୍‌ଲେସ୍‌,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍‌ଲାଣ୍ଟିକ୍‌ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା ଏବେ…

ଡିଜିଟାଲ ପେମେଣ୍ଟରେ ବିଶ୍ୱରେ ଇତିହାସ ସୃଷ୍ଟି କରିଛି ଏହି ଦେଶ

ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ଯୁଗରେ ଅନ୍‌ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି। ରିପୋର୍ଟ…

ପେନ୍‌ସିଲ୍‌ରେ କଣା ହୋଇଗଲା ୧.୫ କୋଟିର ଫ୍ଲାଟ

ନୂଆଦିଲ୍ଲୀ:ନଏଡ଼ାସ୍ଥିତ ଏକ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୧.୫ କୋଟି ଟଙ୍କା ମୂଲ୍ୟର ଫ୍ଲାଟ କାନ୍ଥରେ ଏକ କାଠ ପେନ୍‌ସିଲରେ ଗାତ କରୁଥିବା ଦେଖାଯାଉଛି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ,…

ନାଗ ସାପକୁ KISS କରୁଥିଲେ ଏହି ବ୍ୟକ୍ତି, ତା’ପରେ ଯାହା ଘଟିଲା ସହଜେ କରିବେନି ବିଶ୍ୱାସ: ଦେଖନ୍ତୁ VIDEO

ସାପମାନଙ୍କ ମଧ୍ୟରେ ନାଗ ନାମ ଶୁଣିଲେ ଅଧିକାଂଶ ଲୋକଙ୍କ ଶରୀର ଥରହର ହୋଇଯାଏ। ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ସାପ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri