ଫୁରସତ

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ ଗଛ ପ୍ରସ୍ତୁତ କରି ଏବେ ଆସିଛନ୍ତି ଚର୍ଚ୍ଚାକୁ। ଆଉ ଏହାର ନାଁ ରଖିଛନ୍ତି ‘ଟ୍ରି…

ଯେଉଁଠି ମହିଳାଙ୍କଠାରୁ ମାଡ଼ ଖାଇବା ଲାଗି ପୁରୁଷ ଦିଅନ୍ତି ଟଙ୍କା…

ମାଡ଼ ଖାଇବା ଲାଗି ଟଙ୍କା ଦେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଲଣ୍ଡନରେ ରହିଛି ଏକ ଜିମ୍‌। ଏଠାରେ ମହିଳା ପହିଲ୍‌ମାନ୍‌ଙ୍କଠାରୁ ମାଡ଼ ଖାଇବା ପାଇଁ ପୁରୁଷମାନେ ଆସିଥାନ୍ତି। ଏଠାରେ ପୁରୁଷମାନେ କେଉଁ ସୁନ୍ଦରୀ ମହିଳା ପହିଲ୍‌ମାନ୍‌ଙ୍କ ମାଡ଼…

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ ବୋଲି କୁହାଯାଉଛି। ଏକ ପର୍ବତୀୟ କ୍ଷେତ୍ରରେ ଥିବା ଆପୁରିମାକ୍‌ ନଦୀଠୁ…

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ ନକାରାତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ…

କେରଳର ସମସ୍ତ ପ୍ରାଥମିକ ସ୍କୁଲ ହାଇଟେକ୍‌ : ୪୫ ହଜାର ସ୍ମାର୍ଟକ୍ଲାସ

କେରଳରେ ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯାଇଛି। ଯାହା ଦେଶରେ ପ୍ରଥମ। ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫ ହଜାର କ୍ଲାସରୁମ୍‌ରେ ପ୍ରୋଜେକ୍ଟର, ସ୍କ୍ରିନ୍‌, ଲାପ୍‌ଟପ୍‌ ଏବଂ ଇଣ୍ଟରନେଟ୍‌ ସୁବିଧା ରହିଛି। ଖାସ୍‌ ଏଥିପାଇଁ ୪୦ ହଜାରରୁ ଅଧିକ ଛାତ୍ରୀଛାତ୍ର…

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଥଣ୍ଡା କ୍ଷୀର…

ଶରୀରର ଓଜନ କମ୍‌ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍‌ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି। ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବୋଗାତିରିଓ୍ବ ନିଜ ଶରୀରର ଓଜନ କମ୍‌ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ…

ଏମିତି ଗାଁ ଯେଉଁଠି ଖେଳନା ନୁହେଁ ସାପ ସହିତ ଖେଳନ୍ତି ଛୋଟପିଲା….

ସାଧାରଣତଃ ସାପକୁ ସଭିଏଁ ଭୟ କରିଥାନ୍ତି। ତେବେ ଛୋଟପିଲା ଖେଳନାରେ ନ ଖେଳି ସାପ ସହିତ ଖେଳିବା ଶୁଣିଲେ ଯେ କେହି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଉତ୍ତରପ୍ରଦେଶ କାନପୁର ଅଞ୍ଚଳରେ ରହିଛି ଏକ ଗାଁ। ଏଠାରେ ସାପୁଆ କେଳା ସମ୍ପ୍ରଦାୟ ବାସ…

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି କିଛି ଉପାୟ ଆପଣାନ୍ତୁ ଯାହାଦ୍ୱାରା ଧନର ଅଭାବ ରହିବ ନାହିଁ। ସୂର୍ଯ୍ୟଦେବତାଙ୍କୁ ଯଶ ଏବଂ…

ଖୋଲିଲା ଦେଶର ପ୍ରଥମ ଡାଏନୋସର ପାର୍କ

ଗୁଜରାଟର ଖେଡ଼ା ଜିଲାରେ ପ୍ରଥମଥର ପାଇଁ ଖୋଲାଯାଇଛି ଦେଶର ପ୍ରଥମ ତଥା ବିଶ୍ୱର ତୃତୀୟ ଡାଏନୋସର ପାର୍କ। ରୟାଲି ଗାଁରେ ଥିବା ଏହି ପାର୍କଟି ୧୨୮ ଏକର ପରିମିତ ଜାଗାରେ ତିଆରି କରାଯାଇଛି। ଏହି ପାର୍କ ଶନିବାର ଖୋଲାଯାଇଛି। ଏଠାରେ ଡାଏନୋସରର…

ଅପରାଧୀଙ୍କୁ ଧରିବ ଡ୍ରଗ୍‌ସ ପରୁଫ୍ୟୁମ୍‌

ଡ୍ରଗ୍‌ସ କାରବାର ରୋକିବା ପାଇଁ ନେଦରଲାଣ୍ଡ ପୋଲିସ ଏକ ଭିନ୍ନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ପୋଲିସ ସ୍ଥାନୀୟ ଲୋକଙ୍କୁ ଡ୍ରଗ୍‌ସ ପରଫ୍ୟୁମ୍‌ ଦେବ। ଏମଡିଏମ୍‌ ଅର୍ଥାତ୍‌ ଏହି ଡ୍ରଗ୍‌ସର ନାମ ‘ଏକ୍ସଟେସୀ’ ରଖାଯାଇଛି। ପୋଲିସ କହିବା ଅନୁଯାୟୀ, ଯେଉଁ…

ନଛିପୁର: ଜାବୁଡି ଧରି ରଖିଛି ଓଡ଼ିଶାର ସଂସ୍କୃତି, ପରମ୍ପରାକୁ; ଗାଁର ବଡ଼ ପର୍ବ ରଜ

ରଜ ଆଗରୁ ଆସୁଥିଲା, ଏବେବି ଆସୁଛି। ହେଲେ ଆଗଭଳି ଆଉ ସେଥିରେ ନାହିଁ ମଉଜ। କାହା ଘରୁ ଆସୁନି ପୋଡ଼ ପିଠାର ମହକ କି ଗାଁ ଦାଣ୍ଡ ଆଉ ଦୁଲୁକୁନି ପୁଚି, କବାଡ଼ି ଖେଳରେ । କାରଣ ଆଧୁନିକତାର ଛାପରେ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri