ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…
ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି…
ବିବାହ ସମୟରେ କନ୍ୟା ମୁଣ୍ଡରେ କାହିଁକି ସିନ୍ଦୁର ଲଗାଇଥାଏ ବର ଜାଣନ୍ତୁ
ହିନ୍ଦୁଧର୍ମରେ ବିବାହ ସମୟରେ କନ୍ୟା ମଥାରେ ବର ସିନ୍ଦୁର ଲଗାଇଥାଏ। କାରଣ ସିନ୍ଦୁରକୁ ବିବାହିତା ମହିଳାଙ୍କ ସୁହାଗର ପ୍ରତୀକ ବୋଲି କୁହାଯାଇଥାଏ। ବିବାହ ବେଦିରେ ସିନ୍ଦୁରଦାନ ବିଧିର ଏକ ଖାସ୍ ମହତ୍ତ୍ବ ରହିଛି, ଏହା ପରେ ହିଁ ବିବାହକୁ ପୂର୍ଣ୍ଣ ବୋଲି…
ଯେଉଁଠି ଟାର୍ଗେଟ୍ ପୂରଣ ନ କଲେ କର୍ମଚାରୀଙ୍କୁ ଲଣ୍ଡା ହୋଇ ବୁଲିବାକୁ ପଡ଼ିଥାଏ
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଏଭଳି ଏକ କମ୍ପାନୀ ବିଷୟରେ ଏବେ ଶୁଣିବାକୁ ମିଳୁଛି, ଯେଉଁଠାରେ କର୍ମଚାରୀଙ୍କୁ କାମ ବିଳମ୍ବ ହେଲେ, ଟାର୍ଗେଟ୍ ପୂରା କରି ନ ପାରିଲେ ପରିସ୍ରା ପିଇବାକୁ ପଡିଥାଏ। କେବଳ ସେତିକି…
ଯେଉଁଠି ଘରକୁ ଫେରେ ଅଧାଜଳା ମୃତ ଶରୀର
ସାଧାରଣ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପୂର୍ବଜମାନେ ତିଆରି କରି…
ଏବେ ଅନ୍ତିମ ସଂସ୍କାର ସାମଗ୍ରୀ ପାଇଁ ବୁକିଂ ଅନ୍ଲାଇନ୍ରେ …
ଦେଶରେ ଡିଜିଟାଲ କାରବାର ବୃଦ୍ଧି ହେବା ସହିତ ଏବେ ସବୁ କାର୍ଯ୍ୟ ଅନ୍ଲାଇନ୍ରେ ହେବାରେ ଲାଗିଛି। ସମ୍ପ୍ରତି ଇ-ସଂସ୍କାର ନାମକ ଏକ ଓ୍ବେବ୍ସାଇଟ୍ ଖୋଲା ଯାଇଛି। ଏଥିରେ ଅନ୍ତିମ ସଂସ୍କାର ସାମଗ୍ରୀ ପାଇଁ ବୁକିଂ କରିହେବ। ବୁକିଂ ପରେ ଏହି ଓ୍ବେବ୍ସାଇଟ୍ର…
ନିଜ ଗାଁକୁ ଖୋଲା ଶୌଚମୁକ୍ତ କଲେ ଦୃଷ୍ଟିହୀନ ସାଧୁ ମାଝି
ବିହାରର ଫତେହପୁର ଗାଁ ଏବେ ସମ୍ପୂର୍ଣ୍ଣ ଭାବେ ଖୋଲା ଶୌଚମୁକ୍ତ। ଏହାର ସମସ୍ତ ଶ୍ରେୟ ଯାଉଛି ୪୫ ବର୍ଷୀୟ ଦୃଷ୍ଟିହୀନ ସାଧୁ ମାଝିଙ୍କୁ। ଯିଏକି ନିଜ ଘରେ ଶୌଚାଳୟ ତିଆରି କରିବା ସାଙ୍ଗକୁ ପୂରା ଗାଁକୁ ଖୋଲା ଶୌଚମୁକ୍ତ କରିବାର ସଚେତନତା…
ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ
ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ ପରିଚିତ। ୟୁନେସ୍କୋ ଏହାକୁ ବିଶ୍ୱ ଆଶ୍ଚର୍ଯ୍ୟରେ ସ୍ଥାନ ଦେଇଛି। ଏଠାରେ ଆସୁଥିବା ଜୁଆର ଭଟ୍ଟା…
ଏହି ହୀରା ଖଣି ଉପର ଦେଇ ଉଡ଼ିପାରେନା ବିମାନ…
ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫ ଜୁନ୍ ୧୩ରେ ଆରମ୍ଭ ହୋଇଥିଲା। ୧୯୫୭ଠାରୁ ଏହାର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରୁ…
ଯେଉଁ ମନ୍ଦିରରେ ପରସ୍ପର କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି
ମନ୍ଦିରରେ ମୂର୍ତ୍ତି ତ ଅନେକ ଦେଖିଥିବେ। କିନ୍ତୁ କେବେ କଥାକୁହା ମୂର୍ତ୍ତି ବିଷୟରେ ଶୁଣିଛନ୍ତି। ବିଷୟଟି ଆଶ୍ଚର୍ଯ୍ୟ କରୁଥିବ; ମାତ୍ର ଏହା ସତ। ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ବିହାରର ୪୦୦ ବର୍ଷ ପୁରୁଣା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ…
ମାଗଣା ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି କରିମ୍
ପଶ୍ଚିମବଙ୍ଗର ଜଲପାଈଗୁଡ଼ି ଜିଲା ଅନ୍ତର୍ଗତ ଢାଲାବାରୀ ଗାଁ ନିବାସୀ କରିମ୍ ଉଲ୍-ହକ୍ ଏବେ ଆମ୍ବୁଲାନ୍ସ ଦାଦା ନାଁରେ ବେଶ୍ ପରିଚିତ। କରିମ୍ ଏକ ଚା’ ବଗିଚାରେ କାମ କରନ୍ତି। କିନ୍ତୁ ରୋଗୀ, ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଜ ବାଇକ୍ରେ ବସାଇ…
ଖାପ୍ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍
ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ ନାଁରେ ଜାତିକୁ ଦର୍ଶାଉଥିବା ଶଦ୍ଦକୁ ବ୍ୟବହାର କରିପାରିବେନି। ଭୂଷାଲା ଗାଁରେ ହୋଇଥିବା ଖାପ୍ ପଞ୍ଚାୟତ…
ଏଠାରେ ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସି ରୁହନ୍ତି ଦମ୍ପତି
ଦାମ୍ପତ୍ୟ ଜୀବନରେ ଚୁମ୍ବନର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ମେକ୍ସିକୋର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦମ୍ପତି ଚୁମ୍ବନ ଦେବା ଲାଗି ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇ ଥାଆନ୍ତି। ସେଣ୍ଟ୍ରାଲ ମେକ୍ସିକୋର ଗୁଆନଜୁଆତୋ। ଏଠାରେ ଦମ୍ପତି…
Archives


