ଏହି ଅଙ୍ଗୁର ପେନ୍ଥାର ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍ ଏବେ ଚର୍ଚ୍ଚାରେ। ଏହି ଅଙ୍ଗୁର ପେନ୍ଥାର ଦାମ୍ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଦାମ୍…
୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର
ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି…
ବିଶ୍ୱର ସବୁଠୁ ବଡ଼ ସମାଧିସ୍ଥଳ
ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି। ଏକସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍ ହୋଇଛି ଏଠାରୁ। ବିଶ୍ୱର ଏହା ପ୍ରଥମ ଏଭଳି ସମାଧିସ୍ଥଳ ଯେଉଁଠାରେ ଏତେ ମାତ୍ରାରେ କଙ୍କାଳ ମିଳିଛି।…
ଡ୍ୟାନ୍ସର ହେବା ପାଇଁ ଗୋଡ଼ କାଟିଦେଲେ ଯୁବତୀ, ଜାଣନ୍ତୁ ତା’ ପରେ କ’ଣ ହେଲା…
ବ୍ରିଟେନ୍ରେ ରହୁଥିବା ଜଣେ ମଡେଲ ସୁନ୍ଦରୀ , ଡ୍ୟାନ୍ସର ତଥା ଭିକ୍ଟୋରିଆ ସିଙ୍ଗର ମଡେଷ୍ଟା ଆଜି ଚର୍ଚ୍ଚାରେ। ଚର୍ଚ୍ଚା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି। ଭିକ୍ଟୋରିଆଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଜଣେ ଭଲ ଡ୍ୟାନ୍ସର ହେବେ। କିନ୍ତୁ…
କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର
ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଞ୍ଚେଷ୍ଟରରେ। ଆଇସିସି ବିଶ୍ୱକପର ଭାରତ ଏବଂ…
ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ
ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩ ଲକ୍ଷ ଟଙ୍କା ପାଇଁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବିହାରରେ। ଘଟଣାର ପର୍ଦ୍ଦାଫାଶ ହେବା…
ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ
ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ ମହିଳାଙ୍କ ସ୍ବଭାବ ବିଷୟରେ। ଓଠ ହେଉଛି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ। ଓଠରେ ଛିଦ୍ର ନ…
ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ
ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା ଦେଖିବାକୁ ବଡ଼ ବିଚିତ୍ର। କିଏ ଦେଖିବାକୁ ମାଙ୍କଡ଼ ଭଳି ତ ଆଉ କିଏ ଏଲିଅନ୍…
ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ
ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ ଜାଣିପାରୁ ନାହାନ୍ତି। ଏଭଳି ଏକ ଶିବଲିଙ୍ଗ ରାଜସ୍ଥାନର ଢୋଲ୍ପୁରରେ ରହିଛି। ନଁା ହେଉଛି ଅଚଳେଶ୍ୱର…
ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ହୁଏ ବୃଦ୍ଧି…
ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏହାର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର ଜିଲାରେ ଥିବା ଭୀମକୁଣ୍ଡ। ସ୍ଥାନୀୟ ବାଜନା ଗାଁରେ ଗଦା ଆକୃତିର ଏହି କୁଣ୍ଡ ରହିଛି।…
ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର
ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ ସଂଘ ଖେଳାଳିଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ସ୍ବତନ୍ତ୍ର ଶାଢି ଉପହାର ଦିଆଯିବ ବୋଲି ଘୋଷଣା…
ଅଧରାତିରେ ସୂର୍ଯ୍ୟ ଉଦୟ ଦେଖି ହତବାକ୍ ହୋଇଯାଇଥିଲେ ଏହି ପରିବାର
ଲଣ୍ଡନ ଲଡସ୍ରେ ଜୁଲାଇ ୧୪ରେ ହେବାକୁ ଥିବା ଓ୍ବାଲର୍ଡ କପ୍ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଗୋଟିଏ ପରିବାରର ୬ଜଣ ସଦସ୍ୟ ସଡ଼କ ପଥ ଦେଇ ସିଙ୍ଗାପୁରରୁ ଲଣ୍ଡନରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆ ଫାଇନାଲକୁ ଯିବ ବୋଲି ଏହି ଭାରତୀୟ ପରିବାର…
Archives


