ଫୁରସତ

ଆପୋଲୋ-୧୧ ମିଶନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ

ଓ୍ବାଶିଂଟନ୍‌: ଆପୋଲୋ-୧୧ ଚନ୍ଦ୍ରପୃଷ୍ଠକୁ ଜୁଲାଇ ୧୬,୧୯୬୯ ମସିହାରେ ତିନି ଜଣ ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଓ୍ବିନ୍‌ ଆଲ୍‌ଡ୍ରିନ୍‌ ଓ ମାଇକେଲ୍‌ କୋଲିନ୍‌ଙ୍କୁ ନେଇ ଯାଇଥିଲା। ଏହା ଜୁଲାଇ ୨୦ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ମିଶନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ…

ରାଜକୁମାରୀ ଡାଏନାଙ୍କ ଜିମ୍‌ ସ୍ବେଟ୍‌ଶାର୍ଟ ୩୭ ଲକ୍ଷ ଟଙ୍କାରେ ନିଲାମ

ରାଜକୁମାରୀ ଡାଏନା ଜିମ୍‌କୁ ପିନ୍ଧି ଯାଉଥିବା ସ୍ବେଟ୍‌ଶାର୍ଟକୁ ନିଲାମ କରାଯାଇ ୩୭ ଲକ୍ଷ ଟଙ୍କା( ୫୩, ୫୩୨ ଡଲାର )ରେ ବିକ୍ରି କରାଯାଇଛିି। ଶର୍ଟସ ସହ ଭିର୍ଜିନ ଆଣ୍ଟ୍‌ଲାଟିକ୍‌ର ଏହି ସ୍ବେଟ୍‌ଶାର୍ଟ ପିନ୍ଧି ସେ ନିୟମିତ ଜିମ୍‌ରୁ ବାହାରିବା ଲକ୍ଷ୍ୟ କରାଯାଉଥିଲା।…

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି। ଚମୋଲୀର ଉର୍ଗମ ଘାଟିରେ ହଜାରେ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ଅଞ୍ଚଳକୁ କେତେକ…

ବୃଦ୍ଧାବସ୍ଥାରେ ଏମିତି ଦେଖାଯିବେ ସ୍ମୃତି ଇରାନୀ

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସ୍ମୃତି…

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ ଓ ସୁନ୍ଦର ଗଢ଼ଣ ଥିବା ଝିଅ ପସନ୍ଦ ଆସିଥାଏ। କିନ୍ତୁ ୧୯ ଶତାଦ୍ଦୀରେ ଏଭଳି…

ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର

ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା ନଦୀରେ ରୁହନ୍ତି ଅନେକ ସଂଖ୍ୟକ କୁମ୍ଭୀର। ଯେବେବେଳେ ନଦୀ ଅଶାନ୍ତ ହୁଏ, ସେତେବେଳେ କୁମ୍ଭୀର…

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସ୍ଥାନୀୟ ଧରହରା ଗାଁରେ ଝିଅଙ୍କୁ ଲକ୍ଷ୍ମୀ ଭାବରେ ଲୋକେ ଗ୍ରହଣ କରିଥାନ୍ତି। ପରିବାରରେ କନ୍ୟା…

୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍‌ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍‌ ଏଥେନ୍ସ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ମାନବ ବିଜ୍ଞାନୀମାନେ ଏହି ଖପୁରିର ସନ୍ଧାନ କରିଥିଲେ। ଦୀର୍ଘବର୍ଷର ଗବେଷଣା ପରେ…

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ ଚିପ୍‌ ବିକାଶ କରିଛିି। ଏହାକୁ ଏକ ଟିନି ବ୍ରେନ୍‌ ବି କୁହାଯାଉଛି। ଏହା ଦୀର୍ଘସ୍ଥାୟୀ…

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ନିକଟରେ ଅଭିନେତ୍ରୀ ସୋନମ କପୁର, ମଲାଇକା ଆରୋରା ଏବଂ…

‘ସ୍ମାଇଲ୍‌’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ

ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର ତଥା ଇମୋଜିର ପ୍ରୟୋଗକୁ ଦୃଷ୍ଟିରେ ରଖି ଏହି ଦିବସ ପାଳିତ ହେଉଛି। ତେବେ ବିଭିନ୍ନ…

ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ

ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ। ବର୍ତ୍ତମାନ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ଗତିରେ ଇମୋଜିର ପ୍ରଚଳନ ହେଉଛି। ବିଶେଷକରି ଚାଟିଙ୍ଗ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri