ଫୁରସତ

ପ୍ରଦୂଷଣ ଦୂର କରିବ ଜୈବ ପରଦା

ଲଣ୍ଡନ: ଲଣ୍ଡନର ଇକୋ-ଲୋଜିକ ଷ୍ଟୁଡିଓ ନାମକ ଏକ ଫାର୍ମ ଜୈବ ପରଦା ବିକାଶ କରିଛନ୍ତି, ଯାହା ଦିନକୁ ଏକ କେଜି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରିବ। ଏହି ପରଦାର ନାମ ରଖାଯାଇଛି ଫଟୋସିନ୍ଥେଟିକା। ୨୦ଟି ଗଛ ଯେତିକି କାର୍ବନଡାଇଅକ୍ସାଇଡ ଅବଶୋଷଣ କରିପାରେ ଗୋଟିଏ…

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ। ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ । ଇଟାଲୀର…

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା।…

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ ରାକ୍ଷୀ, ମିଠା, ଚକୋଲେଟ ସହ ଗିଫ୍ଟ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। କାରଣ…

ସାପର ଦାମ ୩ କୋଟି…

ସାପର ଦାମ୍‌ ପୁଣି ୩ କୋଟି ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଇଣ୍ଡୋନେସିଆର ଘନ ଜଙ୍ଗଲରେ ଦେଖାଯାଉଥିବା ଗ୍ରୀନ୍‌ ଟ୍ରି ପାଇଥନ୍‌ ସାପ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଏହି ବିରଳ ସାପ ସାଧାରଣତଃ…

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର ନିଶା ମୁଣ୍ଡରୁ ଖସି ନ ଥିଲା। ଖାସ୍‌ ଏଥିପାଇଁ ଯୁବତୀ ଜଣକ ନିଜର ଇଚ୍ଛାକୁ…

ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଏୟାରପୋର୍ଟ ରହିଛି ସ୍କଟ୍‌ଲାଣ୍ଡର ‘ବାରା’ ଦ୍ୱୀପରେ। ଏହି ଏୟାରପୋର୍ଟର କିଛି ବିଶେଷତ୍ୱ ରହିଛି। ଉତ୍ତର…

ଶଗଡ଼ରୁ ଚନ୍ଦ୍ର: ଭାରତର ମହାକାଶ ଗବେଷଣାର ଏକ ଲମ୍ବା ଅଭିଯାନ

ନୂଆଦିଲ୍ଲୀ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରୟାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଜିଏସ୍‌ଏଲଭି ମାର୍କ-୩ ରକେଟ ଦ୍ୱାରା ମହାକାଶକୁ ଉତ୍‌କ୍ଷେପଣ କରିଛି। ଭାରତର ଏହା ଦ୍ୱିତୀୟ ମୁନ୍‌ ମିଶନ୍‌। ଏହା ପୂର୍ବରୁ ଚନ୍ଦ୍ରୟାନ-୧ ପଠାଯାଇଛି।…

୧୩୦ ଫୁଟ୍‌ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍‌ ଉଚ୍ଚ କତ୍‌ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେଲେ ଏହି ଖମ୍ବରେ ଦୀର୍ଘ ୨୬ ବର୍ଷ ଧରି ଜଣେ…

ଏହି ଦୁର୍ଗରେ ରାତିରେ ରୁହନ୍ତିନି କେହି…

ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍‌ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ ପେଶୱାମାନେ ବ୍ରିଟିଶ୍‌ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଦୁର୍ଗ ପେଶୱାମାନଙ୍କ ଉନ୍ନତଶୈଳୀର କଳାକୃତି ପାଇଁ…

ବିଲେଇ ବି ସ୍ବପ୍ନ ଦେଖେ

ଅନ୍ୟ ପାଳିତ ଜୀବଙ୍କ ଅପେକ୍ଷା ବିଲେଇ ମଣିଷର ବେଶି ନିକଟତର ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଟୋକିଓ ୟୁନିର୍ଭସିଟିର ଏକ ଗବେଷଣା ବିଲେଇଙ୍କ ଉପରେ କିଛି ରୋଚକ ତଥ୍ୟ ପ୍ରଦାନ କରିଛି। ଏହି ଗବେଷଣାରେ ଉଲ୍ଲେଖ କରାଯାଇଛି କି…

ଏମିତି ଏକ ସ୍ମୁଲ, ଯେଉଁଠି ପାଠପଢା ସହ କରାଯାଏ ବିବାହ

ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍‌, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ। ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲ୍‌ର ନାମ ହେଉଛି ‘ଅନ୍ଧ କନ୍ୟା ପ୍ରକାଶ ଗୃହ’। ପ୍ରଥମେ ମାତ୍ର ଚାରିଜଣ ପିଲାଙ୍କୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri