ଫୁରସତ

ଯେଉଁ ପୋଷା ଜୀବଙ୍କୁ ପିନ୍ଧାଯାଉଛି ଡାଏପର୍‌

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ନ୍ୟୁୟର୍କ, ଡେନେଭର୍‌ ଏବଂ ଲସ୍‌ଏଞ୍ଜେଲ୍ସ ଆଦି ସ୍ଥାନରେ ଏବେ ଛୋଟ ପିଲାଙ୍କ ଭଳି ପୋଷା ଜୀବଙ୍କୁ ଡାଏପର୍‌ ପିନ୍ଧାଯାଉଛି। ବିଶେଷକରି ଏଠାରେ ଚିକେନ୍‌ ଡାଏପର୍‌ର ଚାହିଦା ଅଧିକ ରହିଛି। ନ୍ୟୁହାମ୍ପସାୟାର୍‌ ନିବାସୀ…

ପିତାଙ୍କ ସ୍ମୃତିରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ପୁଅ

ଆସାମ ଦିବ୍ରୁଗଡ଼ର ଏକ ସଡ଼କରେ ଚାଲିଲେ, ଆପଣଙ୍କୁ ବିଦେଶରେ ଭ୍ରମଣ କରିବାର ଅନୁଭୂତି ପ୍ରାପ୍ତ ହେବ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ସଡ଼କର ନିର୍ମାଣ ସ୍ଥାନୀୟ ଅଞ୍ଚଳର ଗୌତମ ବାରଦାଲୋଇ କରିଛନ୍ତି। ପିତାଙ୍କ ନାମାନୁସାରେ ସଡ଼କର ନାମକରଣ କରିଛନ୍ତି…

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ଆଗ୍ନେୟଗିରିରୁ ଉଦ୍‌ଗିରଣ ହୋଇଥିବା ଲାଭା ଦ୍ୱାରା ଏହା…

ଏଆର୍‌ ଗ୍ଲାସ୍‌ରେ ଏଥର ଭଲ ଭାବେ ଦେଖିହେବ

ନ୍ୟୁୟର୍କ: ପରିବେଶର ବାସ୍ତବ ଚିତ୍ରକୁ ପ୍ରଦର୍ଶିତ କରିପାରୁଥିବା ଏଆର୍‌ ( ଆଗୁମେଣ୍ଟେଡ ରିୟଲିଟି)ଗ୍ଲାସ୍‌ ଦୃଷ୍ଟିଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଗବେଷକମାନେ କହିଛନ୍ତି। ସାଉଥ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କେକ୍‌ ସ୍କୁଲ ଅଫ ମେଡିସିନର…

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ ଅନେକ ଦିନ ହେବ ଜାଣିବାକୁ ଗବେଷକମାନେ ଅନୁଧ୍ୟାନ କରୁଥିଲେ । ଏବେ ଆମେରିକାର ଗବେଷକମାନେ…

ମହାକାଶକୁ ଭାରତ କାର୍ଟୋସାଟ-୩ ପଠାଇବ

ଚେନ୍ନାଇ:ଭାରତ ଅତ୍ୟାଧୁନିକ କାର୍ଟୋଗ୍ରାଫି ସାଟେଲାଇଟ୍‌,କାର୍ଟୋସାଟ-୩ ମହାକାଶକୁ ପଠାଇବାର ଯୋଜନା କରିଛି। ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହାକୁ ପଠାଯିବ ବୋଲି ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର( ଇସ୍ରୋ)ର ମୁଖ୍ୟ କେ. ଶିବନ କହିଛନ୍ତି। ଏହି ସାଟେଲାଇଟ୍‌କୁ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌…

ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା। ପପୁମ୍‌ ପାରେ ଜିଲାର ବନ୍ଦରଦଓ୍ବୋ ବନାଞ୍ଚଳ ଡିଭିଜନରେ କାକୋଇ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି।…

ନୂଆରୋଗ ଏବେ ବୃଦ୍ଧିପାଉଛି

ଡୁଣ୍ଡେ ବିଶ୍ୱବିଦ୍ୟାଳୟ,ସ୍କଟ୍‌ଲ୍ୟାଣ୍ଡର ଗବେଷକମାନେ କହିଛନ୍ତି ଯେ, ବିଶ୍ୱରେ ଯେଉଁମାନେ ଯକ୍ଷ୍ମାରୁ ଆରୋଗ୍ୟ ଲାଭ କରୁଛନ୍ତି ସେମାନେ ଦୀର୍ଘଦିନ ଧରି ଫୁସ୍‌ଫୁସ୍‌ ସମସ୍ୟା ଭୋଗୁଛନ୍ତି। ଡୁଣ୍ଡେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଭାରତର ରେସିପିରେଟୋରୀ ରିସର୍ଚ୍ଚ ନେଟ୍‌ଓ୍ବର୍କ ସହଭାଗିତାରେ ଭାରତରେ ଏକ ଅନୁଧ୍ୟାନ କରିଥିଲେ। ଏଥିରେ…

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା ଶୀଘ୍ର ଓ ଠିକ୍‌ ଭାବେ ହୃଦ୍‌ରୋଗ ନିରୂପଣ କରିପାରୁଛି। ଏହି ସେନ୍‌ସର ସମ୍ବନ୍ଧରେ ଜର୍ନାଲ…

କ୍ଷୀରରୁ ତିଆରି ହେଉଛି ଭୋଡ୍‌କା

ଗହମ, ଅଙ୍ଗୁର ଓ କିସ୍‌ମିସ୍‌ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଦୁଇଟି ପଦାର୍ଥ ସମ୍ପୂର୍ଣ୍ଣ ଭିନ୍ନ। କାହାର କାହା ସହିତ କୌଣସି ସମ୍ପର୍କ ନାହିଁ।…

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ

ଇରାନରେ ଆମ୍ବୁଲାନ୍ସକୁ ବାଟ ଛାଡୁ ନାହାନ୍ତି ଲୋକେ ତେହରାନ,୨୬।୮: ଗୋଟିଏ ଦେଶର ଏଭଳି ଏକ ସହର ରହିଛି ଯେଉଁଠାରେ ଆମ୍ବୁଲାନ୍ସକୁ ଲୋକେ ବାଟ ଛାଡୁ ନାହାନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କଥାଟି ସତ। ଏହା ପଛରେ ଏକ ବଡ଼ କାରଣ…

ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍‌

ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍‌ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଉଛନ୍ତି। ଏବେ ସେ ଏକ ସ୍ମାର୍ଟ ଡଷ୍ଟ୍‌ବିନ ନିର୍ମାଣ କରିଛନ୍ତି ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri