ଫୁରସତ

ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..

ଭାଇର ତ୍ୟାଗ ଥାଇଲାଣ୍ଡର ଚନିତା ଗରିବ ପରିବାରର ଝିଅ। ଭାଇ ଓ ମା’କୁ ନେଇ ରୁହନ୍ତି। ମା’ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳାଇବା ସହ ଦୁଇ ପୁଅ ଝିଅଙ୍କୁ ପଢାନ୍ତି। ବହୁ କଷ୍ଟରେ ଦୁଇ ପିଲାଙ୍କର…

ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା

ସୁନ୍ଦର ହାତଲେଖା ସମସ୍ତଙ୍କ ମନ ଜିଣିଥାଏ। ହେଲେ ବହୁତ ଚେଷ୍ଟା କଲାପରେ ବି ଅନେକଙ୍କର ହାତ ଲେଖା ସୁନ୍ଦର ହୋଇପାରି ନ ଥାଏ। କିନ୍ତୁ ୫୬ ବର୍ଷୀୟ ରୁ’ ଆଣ୍ଟିଂଙ୍କର ଅଛି ଏକ ଖାସ୍‌ ଟ୍ୟାଲେଣ୍ଟ। ଯେଉଁଠି ହାତରେ ଲେଖି ଲୋକଙ୍କ…

ବିନା ଦରମାରେ ବର୍ଷେ କାମ କରି ପାଇଥିଲି ୧୫୦ ଟଙ୍କା

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନରେ ମୋ ଜନ୍ମ। ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ, ଗୋଦାବରୀଶ ମହାବିଦ୍ୟାଳୟରୁ ଆଇ.ଏ., ବି.ଏ. ପାସ୍‌ କରିବା ପରେ ବାଣୀବିହାରରେ ଇତିହାସରେ ଏମ୍‌.ଏ. କଲି। ସେହି ସମୟରେ ଜଟଣୀ ବ୍ଲକ୍‌ ଅନ୍ତର୍ଗତ ଛତାବରଠାରେ ନୂଆ…

ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

କୁଲ୍‌ କମ୍ଫଟେବଲ୍‌ ଲୁକ୍‌ ଦିଏ ଟି-ଶାର୍ଟ। ଯେ କୌଣସି ଅକେଜନ୍‌ ହେଉନା କାହିଁକି ଜିନ୍ସ ଟି-ଶାର୍ଟ ପିନ୍ଧି ଖୁବ୍‌ କମ୍‌ ସମୟରେ ନିଜକୁ ପ୍ରସ୍ତୁତ କରିହୁଏ। ସେଥିପାଇଁ ଉଭୟ ଯୁବତୀଯୁବକଙ୍କର ଏହା ଭାରି ପ୍ରିୟ। ଖାସ୍‌ ଏହାକୁ ହିଁ ଲକ୍ଷ୍ୟ କରି…

ରାଖୀ ବାନ୍ଧିବା ପୂର୍ବରୁ ଭୁଲୁ ନାହାନ୍ତି ତ ଏସବୁ , ନିହାତି ଜାଣନ୍ତୁ

ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବା ପୂର୍ବରୁ ଠାକୁରଙ୍କୁ ରାଖୀ ସମର୍ପଣ କରିବାର ବିଧି ରହିଛି। ବିଶ୍ୱାସ ରହିଛି, ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆଶୀର୍ବାଦ ମିଳିବା ସହ ମନସ୍କାମନା ପୂରଣ ହୁଏ। ତେବେ ରାଖୀ ପୂର୍ଣ୍ଣିମାରେ କେଉଁ ଦେବତାଙ୍କଠାରେ…

ରାଶି ଅନୁଯାୟୀ ରାଖୀର ରଙ୍ଗ: ଜାଣନ୍ତୁ କେଉଁ ରଙ୍ଗର ରାଖୀ ଆପଣଙ୍କ ଭାଇ ପାଇଁ ହେବ ଶୁଭ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ପ୍ରତି ରାଶିର ଶୁଭ ରଙ୍ଗ ରହିଥାଏ। ତେଣୁ ରାଖୀ ପୂର୍ଣ୍ଣିମାରେ ନିଜ ଭାଇର ରାଶି ଅନୁଯାୟୀ ଶୁଭ ରଙ୍ଗର ରାଖୀ ବାନ୍ଧନ୍ତୁ … *ମେଷ: ଏହି ରାଶି ପାଇଁ ନାଲି ରଙ୍ଗ ଶୁଭ। ମେଷ ରାଶି ଥିବା ଭାଇ…

ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଓ୍ବାଶିଂଟନ, ୧୮।୮: ଅନେକ ସମୟରେ ମହାକାଶଚାରୀମାନେ ମହାକାଶରୁ ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟଜନକ ଚମତ୍କାର ଦୃଶ୍ୟର ଚିତ୍ର ଉତ୍ତୋଳନକରି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ମହାକାଶରୁ ଏହିସବୁ ବିରଳ ଚିତ୍ରକୁ ଦେଖି ମନ ଆକର୍ଷିତ ହୋଇଥାଏ।…

ହିମାଳୟର ୧୮ ହଜାର ଫୁଟ୍‌ ଉଚ୍ଚରୁ ଡେଇଁ ବିଶ୍ୱ ରେକର୍ଡ

କାଠମାଣ୍ଡୁ: ବିଶ୍ବରେ ଏପରି ବହୁ ସାହସୀ ଲୋକ ଅଛନ୍ତି ଯେଉଁମାନେ ନିଜ ନାମକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ଆଶ୍ଚର୍ଯ୍ୟଜନକ କାରନାମା କରି ଦେଖାଇଥାନ୍ତି। ଏହି କ୍ରମରେ ବ୍ରିଟେନର ଜୋଶୁଆ ବ୍ରେଗ୍‌ମେନ୍‌(୩୪) ନାମକ ଜଣେ ବ୍ୟକ୍ତି ନେପାଳସ୍ଥିତ ହିମାଳୟ ପର୍ବତର ୫,୭୧୭…

ଗ୍ରହମାନଙ୍କ ନିକ୍‌ ନେମ୍‌

ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍‌ ନେମ୍‌ ବା ଡାକନାମ ରଖାଯାଇଛି। ଜାଣିବା କେତେକ ଗ୍ରହ ମାନଙ୍କ ନିକ୍‌ ନେମ୍‌ ସମ୍ପର୍କରେ… ବ୍ଲୁ ପ୍ଲାନେଟ୍‌: ପୃଥିବୀପୃଷ୍ଠରେ ୭୦%ରୁ…

ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…

ସ୍ବାଧୀନତା ଦିବସର ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ୭୮ତମ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ଏକ ପକ୍ଷୀ ପତାକା ଉତ୍ତୋଳନ କରୁଥିବା ଭିଡ଼ିଓ ଦେଖିବାକୁ ମିଳୁଛି। ଏହି ଭିଡିଓ କେରଳରୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି…

ଗାଡ଼ି ଚଳାଇବା ସମୟରେ ନିଦ ଆସିଲେ ସିଟ୍‌ ହେବ ଭାଇବ୍ରେସନ, ବାଜିବ ସାଇରନ୍‌, ଜାଣନ୍ତୁ ଆହୁରି କ’ଣ ରହିଛି ସୁବିଧା…

ଭୋପାଳ,୧୭ା୮: ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ୨୦୨୨ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ସାଢ଼େ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ…

ସଂସଦକୁ ବଳଦଗାଡିରେ ଯାଉଥିଲେ ବାଜପେୟୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୬।୮: ଆଜି, ଯଦିଓ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ରାଜନୈତିକ ଦଳ ପାଇଁ ଆଉ ଏକ ବଡ଼ ପ୍ରସଙ୍ଗ ନୁହେଁ, ଏକ ସମୟ ଥିଲା ଯେତେବେଳେ ସରକାରଙ୍କୁ ଏହି ପ୍ରସଙ୍ଗରେ ଦୃଢ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri