ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍! ଜବତ ହେଲା କୋଟି କୋଟି ଟଙ୍କା
ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା...
‘ଲାହୋର ୧୯୪୭’ର ଶୁଟିଂ ଶେଷ
ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ୍ଙ୍କ ନିର୍ମିତ, ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଲାହୋର ୧୯୪୭’ ଫିଲ୍ମର ଶୁଟିଂ ସୋମବାର ଶେଷ ହୋଇଛି। ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଏହା ଜଣାପଡ଼ିଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର...
ନତାଶାଙ୍କୁ ଧୋକା ଦେଇଛନ୍ତି ହାର୍ଦ୍ଦିକ! ଅଭିନେତ୍ରୀ ଦେଲେ ଏଭଳି ଇସାରା, ଯାହାକୁ ନେଇ ହେଉଛି ଚର୍ଚ୍ଚା
ମୁମ୍ବାଇ: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ସେମାନେ ଅଲଗା ହେବା ଘୋଷଣା କରିଥିଲେ। ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ସୋସିଆଲ ମିଡିଆରେ ନିରନ୍ତର ସକ୍ରିୟ ଅଛନ୍ତି। ସେ...
ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା ଏସବୁ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ରେକର୍ଡ
ମୁମ୍ବାଇ: ଅଗଷ୍ଟ ୧୫ ସମଗ୍ର ଦେଶ ପାଇଁ ଏକ ସ୍ବତନ୍ତ୍ର ତଥା ବିଶେଷ ଦିନ। ଏହିଦିନ ଲୋକମାନେ ସ୍ବାଧୀନତାକୁ ମହାନ ପର୍ବ ବୋଲି ପାଳନ କରିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ସ୍ବାଧୀନତା ଦିବସ ମନାଇଥାନ୍ତି। ସେହିପରି ମନୋରଞ୍ଜନ ଦୁନିଆକୁ...
ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ
ଅଭିଷେକ ବଚ୍ଚନ ଏବଂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ସବୁକିଛି ଠିକ୍ ନ ଥିବା ଚର୍ଚ୍ଚା ହେଉଛି। ଏପରିକି ଉଭୟ ଅଲଗା ରହୁଛନ୍ତି ଏବଂ ଖୁବ୍ଶୀଘ୍ର ଛାଡପତ୍ର ନେବେ ବୋଲି କୁହାଯାଉଛି। ନିକଟରେ ଅଭିଷେକଙ୍କ ଏକ ନକଲି ଭିଡିଓ ମଧ୍ୟ ଭାଇରାଲ...
ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ
ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ଦିନ ପାଳନ କରିଥିଲେ।...
‘ଦି ବ୍ଲଫ୍’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା
କାନ୍ବେରା:ବଲିଉଡ୍ରୁ ହଲିଉଡ୍ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ...
ଶାହରୁଖ୍ଙ୍କୁ ‘ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ’
ଲୋକାର୍ନୋ, ୧୨।୮:ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ଙ୍କ ନାମରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ତାଙ୍କୁ ପାର୍ଡୋ ଅଲା କାରିଏରା (ଲାଇଫ୍ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ)ରେ ସମ୍ମାନିତ କରାଯାଇଛି। ଶାହରୁଖ୍ ଏହି ପୁରସ୍କାରରେ ସମ୍ମାନିତ...
ପ୍ରଥମ ରିଲିଜରେ ଫ୍ଲଫ୍, ଦ୍ୱିତୀୟ ରିଲିଜରେ ସୁପରହିଟ୍
ମୁମ୍ବାଇ: ୨୦୧୮ ରେ ରିଲିଜ ହୋଇଥିବା ହିନ୍ଦୀ ସିନେମା ‘ଲୈଲା ମଜନୁ’ ଭୟଙ୍କର ଫ୍ଲଫ୍ ହୋଇଥିଲେ ମଧ୍ୟ ଦୀର୍ଘ ୬ ବର୍ଷ ପରେ ପୁଣିଥରେ ରିଲିଜ ହୋଇ ସୁପରହିଟ୍ ହେବାକୁ ଯାଉଛି। ସିନେମା ଘରେ ଫିଲ୍ମଟି ଫ୍ଲଫ୍ ହୋଇଥିଲେ ମଧ୍ୟ...
ଦୟାବେନ୍ଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ଲୋକପ୍ରିୟ ଟିଭି ସିରିଏଲ ‘ତାରକ ମେହେତା କା ଓଲଟା ଚଷ୍ମା’ ଦେଖିବାକୁ ଦର୍ଶକ ପସନ୍ଦ କରନ୍ତି। ଏହି ଶୋ’ର ପ୍ରତ୍ୟେକ ଚରିତ୍ର ପ୍ରତ୍ୟେକ ଘରେ ଘରେ ପ୍ରସିଦ୍ଧ। ‘ତାରକ ମେହେତାା କା ଓଲଟା ଚଷ୍ମା’ ୧୫ ବର୍ଷ ଧରି ନିଜର...
ମୁସଲମାନ ପ୍ରେମିକଙ୍କ ସହ ସମ୍ପର୍କ କାଟିଲେ ଏହି ଅଭିନେତ୍ରୀ!
ମୁମ୍ବାଇ: ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନିଙ୍କ କେମିଷ୍ଟ୍ରି ‘ବିଗ୍ ବସ୍ ୧୪’ରେ ଦେଖିବାକୁ ମିଳିଥିଲା। ଦୁହେଁ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହୁଥିଲେ। ମାତ୍ର ପରେ ସେମାନେ ନିଜେ ଅନୁଭବ କରିଥିଲେ ଯେ, ସେମାନଙ୍କ ମଧ୍ୟରେ...
ମୁଁ ସିଙ୍ଗଲ୍ ଅଛି
ଓଲିଉଡ୍ର ଚାନ୍ଦ ପରି ସୁନ୍ଦରୀ ନାୟିକା ସିଏ। ହେଲେ ତାଙ୍କ ଦେହରେ ଲାଗିନି କେବେ କଣ୍ଟ୍ରୋଭର୍ସିର କିଛି ବି ଦାଗ। ସେ ହେଉଛନ୍ତି ଅଭିନେତ୍ରୀ ପୁନମ୍ ମିଶ୍ର। ଏଥର ସେଲିବ୍ରିଟି ସିକ୍ରେଟ୍ରେ ଜାଣିବା ତାଙ୍କ ସିକ୍ରେଟ୍… ବାକି କରି ଚକୋଲେଟ୍...
Archives


