ମନୋରଞ୍ଜନ

ଜନ୍ମଦିନ ପୂର୍ବରୁ ପ୍ରଭାସଙ୍କ ସିଡିପି ଭାଇରାଲ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ଦମଦାର ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସଙ୍କ ସିଡିପି(କମନ ଡିସପ୍ଲେ ପିକଚର) ଏବେ ଭାଇରାଲ ହେବାରେ ଲାଗିଛି । ୨୩ ଅକ୍ଟୋବରରେ ସେ ତାଙ୍କର ଜନ୍ମଦିନ ପାଳନ…

ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ଏହି ଅଭିନେତା, ସରିଲା ନିର୍ବନ୍ଧ-ମେହେନ୍ଦି

ବମ୍ବେ: ହାତକୁ ଦୁଇହାତ ହେବେ ‘ୟେ ହେ ମୋହବତେ’ ଫ୍ରେମ୍‌ ଅଭିନେତା ଅଭିଷେକ ମଲିକ। ପ୍ରେମିକା ସୁହାନୀ ଚୌଧୁରୀଙ୍କୁ ବିବାହ କରିବେ ସେ। ଉତ୍ସବକୁ ନେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ନିର୍ବନ୍ଧ ଶେଷ ହୋଇଥିବା ବେଳେ ମେହେନ୍ଦି ମଧ୍ୟ ସରିଛି।…

୪୦ ବର୍ଷରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ‘ମିଟି ଅଲି’ ନାମକ ଏକ ଶୋ’ରୁ ସେ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ଅଭିନେତ୍ରୀ ଏତେ କମ୍‌ ବୟସରେ ଚାଲିଯିବା ସିନେପ୍ରେମୀଙ୍କୁ ମର୍ମାହତ କରିଛି। କିଛି ଦିନ…

ବିରାଟଙ୍କ ସହ ଭାମିକାଙ୍କ ଫଟୋ ଶେୟାର କରି ଏଭଳି ଲେଖିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା – ବିରାଟ କୋହଲି ଏକ କନ୍ୟା ସନ୍ତାନର ପିତା-ମାତା ହେବା ପରେ ବେଶ୍‌ ଖୁସିରେ ଅଛନ୍ତି। ନିକଟରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି। ଅନୁଷ୍କା…

ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଶ୍ରୀଲଙ୍କା ଗାୟିକା ୟୋହାନି

ମୁମ୍ବାଇ: ‘ମାନିକେ ମାଗେ ହିତେ’ ଗାଇ ଚର୍ଚ୍ଚାରେ ଥିବା ଶ୍ରୀଲଙ୍କା ଗାୟିକା ୟୋହାନି ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୋସିଆଲ ମିଡ଼ିିଆରେ ତାଙ୍କ ଗୀତ ଭାଇରାଲ ହେଉଛି। ସମସ୍ତେ ତାଙ୍କ ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ସେ ସେନସେସନ…

ଆର୍ୟନଙ୍କୁ ଜାମିନ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ପୁଅକୁ ଜାମିନ ନ ମିଳିବା ଯାଏ ମା’ ଗୌରୀ ଖାନ୍‌ ମିଠା ଖାଇବେ ନାହିଁ ବୋଲି ମାନସିକ ରଖିଛନ୍ତି। ଏପରିକି ସେ କୌଣସି ମିଠା ଜାତୀୟ ଖାଦ୍ୟ ବି…

ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ ତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଦେଇଥାନ୍ତି। ସେଭଳି ଏକ ଘଟଣାକ୍ରମ କୌନ ବନେଗା…

ପିଲାଙ୍କ ମା’ବାପା ଉଭୟ ଏବେ ମୁଁ, ତାଙ୍କ ପାଇଁ ବଞ୍ଚିଛି: ମନ୍ଦିରା

ବମ୍ବେ: ସ୍ବାମୀ ରାଜ୍‌ କୌଶଲଙ୍କୁ ହରାଇ ଏକାକୀ ହୋଇଯାଇଛନ୍ତି ମନ୍ଦିରା ବେଦୀ। ଜୁନ୍‌ ୩୦ରେ ହୃଦ୍‌ଘାତରେ ରାଜ୍‌ଙ୍କ ମୃତ୍ୟୁ ଘଟିଥିଲା। ପଛରେ ରହିଯାଇଥିଲେ ମନ୍ଦିରାଙ୍କ ସହ ୨ ସନ୍ତାନ। ଏବେ ସେମାନଙ୍କୁ ଚାହିଁ ଦିନ କାଟୁଛନ୍ତି ସେ। ଏପରିକି ପିଲାଙ୍କର ବାପାମା’…

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ଅଭିନେତା, ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ କାର…

ବମ୍ବେ: ହିନ୍ଦି ସିନେମାର ଅନେକ ଅଭିନେତା ଦର୍ଶକଙ୍କ ମନରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସନି ଦେଓଲ ଜଣେ। ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ହେଲେ ହେଁ ତାଙ୍କ ଅଭିୟୟ ସବୁଠାରୁ ଭିନ୍ନ। ଏବେ ଫିଲ୍ମରେ ବେଶି ନଜର ଆସୁ…

ଦର୍ଶକଙ୍କ ହୃଦୟ ଜିଣୁଛି କାଟ୍ରିନାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରୁହନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ବିଭିନ୍ନ ସମୟରେ ଫଟୋ ଏବଂ ଭିଡିଓ ଶେୟାର…

ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦିଅନ୍ତି। କିନ୍ତୁ ଏସବୁଠାରୁ…

ଗିରଫ ହେଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଯୁବିକା ଚୌଧୁରୀଙ୍କୁ ହରିୟାଣା ପୋଲିସ ଏକ ଅପମାନଜନକ ମନ୍ତବ୍ୟ ମାମଲାରେ ଗିରଫ କରିଛି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର ହୋଇଥିବା ଏହି ଭିଡିଓ ଯୋଗୁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri