ଜୟାପ୍ରଦାଙ୍କୁ ୬ ମାସ ଜେଲ, ୫୦୦୦ଟଙ୍କା ଜରିମାନା
ମୁମ୍ବାଇ,୧୨।୮: ବଲିଉଡର ୮୦ ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ଜୟା ପ୍ରଦା ଚେନ୍ନାଇର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ଅଭିଯୋଗ ଅନୁଯାୟୀ…
ପ୍ରଥମ ଦିନରେ ୪୦ କୋଟି ଆୟ କଲା ‘ଗଦର-୨’ , ଫିଲ୍ମକୁ ନେଇ ପ୍ରଶଂସା କଲେ ସଲମାନ
ମୁମ୍ବାଇ: ଅଭିନେତା ସନି ଦେଓଲଙ୍କ ‘ଗଦର-୨’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯାହାକୁ ନେଇ ସବୁଆଡେ ଆଲୋଚନା ହୋଇଛି। ‘ଗଦର’ର ପ୍ରଶଂସକମାନେ ଏହାର ସିକ୍ୱେଲକୁ ନେଇ ବହୁତ ଉତ୍ସାହିତ ଥିଲେ। ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ୍ ହେବା ପରେ ଏହା…
ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପିପୁଲ୍ସ ଚଏସ ଆୱାର୍ଡରେ ସମ୍ମାନିତ ହେଲା ‘ପଠାନ’
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ର କଲେକ୍ସନ ରେକର୍ଡ ଛୁଇଁଛି। କେବଳ ଦେଶରେ ନୁହେଁ, ‘ପଠାନ’ର ଯାଦୁ ସାରା ବିଶ୍ୱରେ ଛାଇ ଯାଇଛି। ମେଲବର୍ନର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପଠାନର ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା।…
କେବିସିର ପ୍ରତି ଏପିସୋଡ ଶୁଟିଂ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଅମିତାଭ
ମୁମ୍ବାଇ: ଟେଲିଭିଜନ ରିୟଲିଟି ସୋ ‘କୌନ ବେନଗା କରୋଡ ପତି’ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। କେବିସି ହେଉଛି ଦେଶର ଦୀର୍ଘତମ ଚାଲୁଥିବା ରିଆଲିଟି ସୋ ମଧ୍ୟରୁ ଅନ୍ୟତମ। ଏହା ୨୦୦୦ମସିହାରେ ଆରମ୍ଭ ହୋଇଥିଲା ଏବଂ…
କେବିସି ୧୫: ବଦଳିବ ଲାଇଫ ଲାଇନ, ବଦଳିବ ଅମିତାଭଙ୍କ ଲୁକ
ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଗଷ୍ଟ ୧୪ରେ କୌନ ବନେଗା କରୋଡପତି ୧୫ସହ ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି। ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି। ସେଟ ଡିଜାଇନଠାରୁ ଅମିତାଭଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ…
ପରଦାରେ ଅକ୍ଷୟ-ସନ୍ନି ଲଢ଼େଇ
ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍ଜି-୨’। ଅଭିନେତା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ‘ମାଷ୍ଟରପିସ୍’ ବୋଲି କହୁଛନ୍ତି। ଓଏମ୍ଜି-୨ ସହ ଗଦର-୨…
ନିର୍ମାତାଙ୍କୁ ବଡ ଝଟକା: ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍ଲାଇନରେ ଲିକ୍
ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଆଜି ସିନେମା ଘରେ ରିଲିଜ୍ ହୋଇଛି। ଓପନିଙ୍ଗ୍ ଡେ’ରେ ‘ଗଦର-୨’କୁ ନେଇ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ଆସିଛି। ତେବେ ‘ଗଦର-୨’ ବକ୍ସ ଅଫିସରେ ସପ୍ତାହକ ସୁଦ୍ଧା ୧୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି…
ଓଡ଼ିଆରେ ଦେଖିପାରିବେ ‘ଜେଙ୍ଗାବୁରୁ କର୍ସ’
ଭୁବନେଶ୍ୱର,୧୧।୮(ଶର୍ମିଷ୍ଠା ପାଣିଗ୍ରାହୀ) : ୱେବ୍ସିରିଜ୍ ‘ଜେଙ୍ଗାବୁରୁ କର୍ସ’ ବୁଧବାର ସୋନି ଲାଇଭ୍ରେ ପ୍ରସାରିତ ହୋଇଛି। ଏହା ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କାହାଣୀର ନିର୍ଦ୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ଏହା ହେଉଛି ଭାରତର ପ୍ରଥମ କ୍ଲାଏ-ଫାଇ ଥ୍ରୀଲର ସିରିଜ। ଓଡ଼ିଶାର ଖଣି, ପ୍ରାକୃତିକ…
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ସିନେମା ଘରେ ରିଲିଜ୍ ହୋଇଛି। ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ଦେଖିବାକୁ ଦର୍ଶକ ବହୁ ଦିନ ଧରି ଅପେକ୍ଷା କରିଥିଲେ। ତାହା ଆଜି ଅନ୍ତ ହୋଇଛି। ଅନିଲ…
ମୋଦିଙ୍କ ଭାଷଣକୁ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀଙ୍କ ସମର୍ଥନ
ନୂଆଦିଲ୍ଲୀ,୧୧।୮: ମଣିପୁର ପ୍ରସଙ୍ଗରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିବୃତି ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ସେ ମଣିପୁର ସ୍ଥିତି ଉପରେ କହିଥିଲେ, ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ…
‘ଜି ଲେ ଜରା’ରୁ ବାହାର ହୋଇନାହାନ୍ତି ପିସି, ଆସନ୍ତା ବର୍ଷ ହେବ ଶୁଟିଂ
ବମ୍ବେ: ଘୋଷଣା ପରଠାରୁ ଚର୍ଚ୍ଚାରେ ଫିଲ୍ମ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଲଗାତାର ଭାବେ ଏହାର ଷ୍ଟାରକାଷ୍ଟରେ ପରିବର୍ତ୍ତନ କରାଯାଉଥିବା ବେଳେ ଏବେ ନୂଆ ଅପ୍ଡେଟ୍ ସାମ୍ନାକୁ…
ସ୍ବାମୀଙ୍କୁ ଡନ୍ ଭୂମିକାରେ ଦେଖି ଏମିତି କହିଲେ ଦୀପିକା
ଫିଲ୍ମ ‘ଡନ୍-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍ ଥିଲେ।…
Archives


