ମନୋରଞ୍ଜନ

ମୋଦିଙ୍କୁ ପଛରେ ପକାଇଲେ ସନ୍ନି ଲିଓନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍‌, ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ଗୁଗୁଲ ଆନାଲିଟିକାଲ୍‌ ସର୍ଭେ ଅନୁଯାୟୀ, ଭିଡିଓ ଏବଂ ବାୟୋପିକ୍‌ ସିରିଜ୍‌…

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ ଦର୍ଶକଙ୍କ ପାଇଁ ଅପାସୋରା ହୋଇରହିଛନ୍ତି। ଏହି ତାମିଲ କଳାକାର ମାତ୍ର ୧୩ ବର୍ଷ ବୟସରେ…

ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ତାମିଲ ହୋଇଥିବା ବେଳେ ମା’ ତେଲଗୁ ଥିଲେ। ଶ୍ରୀଙ୍କ…

ଶ୍ରୀଦେବୀଙ୍କ ଜନ୍ମଦିନରେ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ ନାୟିକା ଶ୍ରୀଦେବୀଙ୍କର ଅସମୟରେ ପରଲୋକକୁ ଆଜି ପର୍ଯ୍ୟନ୍ତ ବି ଗ୍ରହଣ କରିପାରୁ ନାହାଁନ୍ତି ପରିବାର ସଦସ୍ୟ। ମଙ୍ଗଳବାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ବଡ ଝିଅ ଜାହ୍ନବୀ ଏକ ଭାବପୂର୍ଣ୍ଣ ମେସେଜ୍‌ ଶେୟାର୍‌ କରିଛନ୍ତି। ସେ ତାଙ୍କ ଛୋଟ…

‘ଡ୍ରିମ୍‌ ଗର୍ଲ’ର ଟ୍ରେଲର ଲଞ୍ଚ୍‌

ମୁମ୍ବାଇ: ଏକ୍‌ତା କପୁରଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ‘ଡ୍ରିମ୍‌ ଗର୍ଲ’ରେ ଅଭିନୟ କରୁଛନ୍ତି ଆୟୁଷ୍ମାନ ଖୁରାନା। ସେ ଜଣେ ଜାତୀୟ ପୁରସ୍କାର ବିଜୟୀ କଳାକାର ହୋଇଥିବାରୁ ତାଙ୍କୁ ପ୍ରଶଂସା କରିବାରେ ଏକ୍‌ତା ଶତମୁଖ। ଉକ୍ତ ଫିଲ୍ମର ଟ୍ରେଲର ଲଞ୍ଚ୍‌…

ବଲିଉଡ୍‌ରେ ଦେଶାତ୍ମବୋଧକ ଫିଲ୍ମ

ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍‌ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ ସ୍ମରଣୀୟ। ଭାରତୀୟ ସିନେମାରେ ବିଭିନ୍ନ ବିଷୟକୁ ନେଇ ବହୁ ଫିଲ୍ମ ତିଆରି କରାଯାଇଥାଏ। କିନ୍ତୁ…

ଅମିତାଭ ବଚ୍ଚନଙ୍କ ବର୍ଷା ଟିପ୍ସ: ଏହି ମନ୍ତ୍ର ଜପନ୍ତୁ, ମିଳିବ ଭଲ ଭଲ ଖାଦ୍ୟ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜା ମଜା କଥା କହି ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି। ନିକଟରେ ସେ ଏକ ମଜାକିଆ ମନ୍ତ୍ର ନିଜ ଟୁଇଟରରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏବେ…

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ ରିଲେସନଶିପକୁ ନେଇ ମୁହଁ ଖୋଲିଛନ୍ତି। ନିକଟରେ ତାଙ୍କର ବ୍ରେକ୍‌ ଅପ୍‌ ହୋଇ ଯାଇଥିବା ବେଳେ…

ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଛନ୍ତି। ପ୍ରିୟଙ୍କା ପାକିସ୍ତାନ ବିପକ୍ଷରେ ଅଣୁଯୁଦ୍ଧକୁ ପ୍ରୋତ୍ସାହନ କରୁଥିବା ପାକିସ୍ତାନ ମହିଳା ପ୍ରଶଂସକ ଅଭିଯୋଗ…

‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ସେ କିଛିଦିନ…

ରିଲିଜ୍‌ ପୂର୍ବରୁ ସୁପରହିଟ୍‌ ହେଲା ଫିଲ୍ମ ‘ସାହୋ: ୨୪ ଘଣ୍ଟାରେ ୧ କୋଟିରୁ ଉର୍ଦ୍ଧ୍ୱ ଦର୍ଶକ ଦେଖିଲେଣି ଟ୍ରେଲର

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ’ସାହୋ’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟିଜର୍‌ ଏବଂ ଗୀତ ଭଳି ଟ୍ରେଲରକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଟ୍ରେଲର ରିଲିଜର ଗୋଟିଏ ଦିନ…

୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର। ଏଭଳି ଖୁସି ଖବର କଶ୍ମୀରରେ ରହୁଥିବା ଏହି ଶିଶୁ କଳାକାର ଜଣଙ୍କ ପ୍ରଥମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri