ବଲିଉଡ୍ ଗୀତରେ ନାଚିଲେ ଟ୍ରମ୍ପ: ଭିଡିଓ ଭାଇରାଲ
ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଲିଉଡ୍ ଗୀତରେ ଧୁମ୍ ନାଚିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓଟିକୁ ହ୍ବାଇଟ୍ ହାଉସର ଜଣେ ଅଧିକାରୀ ସୋସିଆଲ ଭିଡିଆରେ ଶେୟାର କରିବା ପରେ...
ଆଉ ଜଣେ ନୂଆ ନିର୍ଦ୍ଦେଶକ
ଓଡ଼ିଆ ଯାତ୍ରା ଜଗତକୁ ଆଉ ଜଣେ ନୂଆ ନିର୍ଦ୍ଦେଶକଙ୍କ ପ୍ରବେଶ ଘଟିଛି। ସେ ହେଉଛନ୍ତି ଶିଶିର ମହାନ୍ତି। ‘ଧଉଳି ଗଣନାଟ୍ୟ’ ଦ୍ୱାରା ପ୍ରସ୍ତୁତ ତଥା ନୀହାର ମହାନ୍ତିଙ୍କ ରଚିତ ୨୦୧୯-୨୦ବର୍ଷର ନୂଆ ନାଟକ ‘କାଳିଦାସଙ୍କର ନୂଆ କାହାଣୀ’ରେ ନିର୍ଦ୍ଦେଶନା ଦେଇ...
କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ
‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’ ଦେଖିଥିବା ଦର୍ଶକମାନେ ନିଶ୍ଚୟ ମନେପକେଇ ପାରିବେ ପିଙ୍କିଙ୍କୁ। ଦୁଇଟି ନାଟକରେ ତାଙ୍କର ଥିଲା...
ପ୍ରେମରେ ପଡ଼ିଛନ୍ତି ତମନ୍ନା
ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି ମଧ୍ୟ ତାଙ୍କୁ ଅନେକ ଅନୁପ୍ରାଣିତ କରିଛି। ହେଲେ ଏହି ପ୍ରେମ ଯାତ୍ରାରେ ତମନ୍ନା...
ସାରା ଯାହା ଚାହୁଁଥିଲେ
ସାରା ଅଲ୍ଲୀ ଖାନ ଯାହା ଚାହୁଁଥିଲେ ତାହା ଯେ ଏମିତି ହଠାତ୍ ପୂରଣ ହୋଇଯିବ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ୍ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କ ଆଶା ଥିଲା ଯେ ସେ କେମିତି ହ୍ରିତିକ ରୋଶନଙ୍କ ସହ ଅଭିନୟ...
କ୍ୟାପ୍ ପିନ୍ଧିବା ଅନ୍ତରାଳେ..
ଅର୍ଜୁନ କପୁର ଗତ କିଛିମାସ ହେବ ଏକ କ୍ୟାପ୍ ପିନ୍ଧୁଥିଲେ। କେହି ଯଦି କେବେ ସେହି କ୍ୟାପ୍କୁ କାଢ଼ିବାକୁ କହୁଥିଲେ ସେ ଆଦୌ କାଢ଼ୁ ନ ଥିଲେ। ହେଲେ ନିକଟରେ ଏହି କ୍ୟାପ୍ ପିନ୍ଧିବା ରହସ୍ୟ ଉପରୁ ନିଜେ ପରଦା...
ଡବଲ ମଜା
ଆଲିୟାଙ୍କ ମନ ଏବେ ଆକାଶରେ ଉଡୁଛି। କାରଣ କ’ଣ ଜାଣନ୍ତି ? ନିଜ ରିଲ୍ ଲାଇଫରେ ସେ ପ୍ରଥମ ଥର ପାଇଁ ତାଙ୍କର ବାପା ମହେଶ ଭଟ୍ଟଙ୍କ ସହ କାମ କରୁଛନ୍ତି। ଅର୍ଥାତ୍, ୧୯୯୧ର ସୁପରହିଟ୍ ଫିଲ୍ମ ତଥା ସଞ୍ଜୟ...
ଅନୁତାପ କରୁଛନ୍ତି ଜାହ୍ନବୀ
ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ କପୁର କେମିତି ଏକ ଅଫରକୁ ଏବେ ବି ମନେ ପକାଇ ଅନୁତାପ କରୁଛନ୍ତି।...
ରିଲିଜ୍କୁ ଅପେକ୍ଷା
ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢାଳିବା। ବ୍ଲକବଷ୍ଟର ‘ବାହୁବଲୀ’ପରେ ପ୍ରଭାସ ପୁଣି ଏବେ ଚର୍ଚ୍ଚାରେ। କାରଣ ଆଉ ଏକ ବିଗ୍ ବଜେଟ୍ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୩୦ରେ ରିଲିଜ ହେବାକୁ ଯାଉଛି, ଯାହାର...
ଘାରିଛି ହଲିଉଡ୍ ନିଶା
ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍ ଟୁ ସ୍ପାଏ’ରେ ଅଭିନୟ କରୁଛନ୍ତି। ଆଉ ଏହାକୁ ନେଇ ବେଶ୍ ଆଶା ବାନ୍ଧିଛନ୍ତି ସେ। ଏହି ଫିଲ୍ମ...
ଝିଅ ପାଇଁ ଦ୍ୱାର ବନ୍ଦ କରିଦେଲେ ସଞ୍ଜୟ!
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ କେବେ ବି ତାଙ୍କ ପର୍ସନାଲ ଲାଇଫକୁ ନେଇ କିଛି ଚର୍ଚ୍ଚା କରିବା ନଜର ଆସିନାହିଁ। ସେ ସବୁବେଳେ ଏହାଠାରୁ ଦୂରେଇ ରହିଥାଆନ୍ତି। ତେବେ ତାଙ୍କ ଝିଅ ତ୍ରିଶଳା ଜନ୍ମରୁ ହିଁ ଆଇଅଜାଙ୍କ ସହ...
ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍’ର ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ,୪।୮: ବଲିଉଡ୍ ଅଭିନେତା ଜନ୍ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହାର ସ୍ପେଶାଲ...
Archives


