କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର
ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍ ଫିଲ୍ମର ଗୀତ ଏକ ପ୍ୟାର କା ନଗମା ହୈ… ରେଳ ଷ୍ଟେଶନରେ ଗାଇ ପ୍ରସିଦ୍ଧି ସାଉଁଟିଛନ୍ତି। ତେବେ ଏହାକୁ ନେଇ ପ୍ରଥମ…
ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା
ମୁମ୍ବାଇ: ବଲିଉଡ୍ ଦୁନିଆର ରୋମାଣ୍ଟିକ୍ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର ଏକ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି।…
ଗଣେଶଙ୍କୁ ପୂଜା କରି ଟ୍ରୋଲ ହେଲେ ସାରା
ମୁମ୍ବାଇ: ସାରା ଦେଶରେ ଏବେ ଗଣପତିଙ୍କ ପୂଜାକୁ ନେଇ ଉତ୍ସବର ମାହୋଲ। ବଲିଉଡ କଳାକାରମାନେ ମଧ୍ୟ ଏହାକୁ ବେଶ ଧୁମ୍ଧାମରେ ପାଳନ କରୁଛନ୍ତି। ଏପରିସ୍ଥଳେ ଗଣେଷଙ୍କୁ ପୂଜି ଟ୍ରୋଲ୍ ହୋଇଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍। ନିଜର ଇନ୍ଷ୍ଟା ଆକାଉଣ୍ଟରେ…
କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ
ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା ବେଳେ ମଞ୍ଚରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳୁଛି। ଏହି…
ନିକ୍ଙ୍କ ବୟସ କମାଇ ଟ୍ରୋଲ୍ ହେଲେ ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସ୍ଙ୍କ ବୟସ କମ୍ ଲେଖି ଟ୍ରୋଲ୍ ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍ ଟକିଲା ବ୍ରାଣ୍ଡ୍ ଭିଲା ଲଞ୍ଚ୍ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା। ଫଟୋଟି ଶେୟାର କରି ୨୭…
‘ପଲ୍ ପଲ୍ ଦିଲ୍ କେ ପାସ୍’ରେ ପ୍ରଥମ ଅଭିନୟ
ମୁମ୍ବାଇ: ‘ପଲ୍ ପଲ୍ ଦିଲ୍ କେ ପାସ୍’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍ରେ ଥିବାବେଳେ ତାଙ୍କ ଜେଜେବାପା ତଥା ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଅଚାନକ ସେଠାରେ ପହଞ୍ଚତ୍ୟାଇଥିଲେ। ଜେଜେବାପାଙ୍କୁ ଅତର୍କିତ ଦେଖି…
ପୁଣି ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ: ନିର୍ବନ୍ଧ ଭାଙ୍ଗିବାର କିଛି ଦିନ ପରେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ନଜର ଆସିଲେ
ମୁମ୍ବାଇ: ବଲିଉଡ ତଥା ହଲିଉଡ୍ ଡିଭା ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ସୋମବାର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘରେ ରଖାଯାଇଥିବା ଗଣେଷ ପୂଜା ଆୟୋଜନରେ ଯୋଗ ଦେଇଥିଲେ ସିଦ୍ଧାର୍ଥ। ତେବେ ତାଙ୍କ ସାଙ୍ଗରେ…
ମଲାଇକାଙ୍କ ସହ ଛୁଟି କଟାଉଛନ୍ତି ଅର୍ଜୁନ, ଇନ୍ଷ୍ଟା ଷ୍ଟୋରୀରେ ଲେଖିଲେ ଏଭଳି କିଛି..
ମୁମ୍ବାଇ: ବଲିଉଡ୍ର ନୂଆ ଲର୍ଭବର୍ଡ କହିଲେ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କୁ ଅନେକେ ବୁଝନ୍ତି। କଥାଟି ଅନେକାଂଶରେ ସତ ମଧ୍ୟ। ଉଭୟଙ୍କୁ ବିଭିନ୍ନ ସମୟରେ ଏକାଠି ଦେଖିବାକୁ ମିଳେ। ଏପରିକି ବିଦେଶ ଭ୍ରମଣରେ ବି ସେମାନେ ଏକତ୍ର ଯାଇଥାନ୍ତି। ଠିକ୍…
ବନ୍ଦ ହେବ ପାକିସ୍ତାନୀଙ୍କ ପ୍ରିୟ ସିନେମା ହଲ
ମୁମ୍ବାଇ: ପଞ୍ଜାବର ବହୁ ପୁରାତନ ତଥା ପାକିସ୍ତାନୀଙ୍କର ପସନ୍ଦର ସିନେମା ହଲ୍ ରାଜା ଟକିଜ୍ ବନ୍ଦ ହେବାକୁ ଯାଉଛି। କାରଣ ଏବେ ଏହାର ମାଲିକ ଏହାକୁ ବିକ୍ରି କରିବାକୁ ଯାଉଛନ୍ତି। ରାଜା ଟକିଜ୍ ନାଁରେ ପରିଚିତ ପ୍ରସିଦ୍ଧ ଧନି ରାମ ଥିଏଟର…
ଭାରତ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ଉପହାର ଦେବେ ବୀଣା
ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲିକ ପ୍ରତିଥର କିଛି ନା କିଛି ଭାରତ ବିରୋଧୀ କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ। ବିଗ୍ ବସ୍ କଣ୍ଟେଷ୍ଟାଣ୍ଟ ଭାବେ ଭାରତରେ ସେ ବେଶ୍ ପରିଚିତ। ତେବେ ଏଥର ସେ ଉର୍ଦ୍ଦୁ ଭାଷାରେ ଏକ ଭାରତ…
ଦିନଥିଲା ସାଙ୍ଗଙ୍କଠାରୁ ଖାଦ୍ୟ ମାଗି ଖାଉଥିଲେ, ଏବେ ବଲିଉଡ୍ର ଜଣେ ଆଗଧାଡିର ଅଭିନେତା
ରାଜକୁମାର ରାଓ ବା ରାଜକୁମାର ଯାଦବ ହେଉଛନ୍ତି ବଲିଉଡ୍ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଫଳ କଳାକାର। ୨୦୧୦ରେ ‘ଲଭ ସେକ୍ସ ଔର ଧୋକା’ ଫିଲ୍ମ ଜରିଆରେ ସିନେ ଜଗତରେ ପାଦ ଦେଇଥିଲେ। ୨୦୧୩ ମସିହାର ‘କାଇ ପୋ ଚେ’ ଫିଲ୍ମ…
ଦୁଇ ଭଉଣୀଙ୍କ ପାଇଁ ଟାଟୁ କଲେ ହର୍ଷବର୍ଦ୍ଧନ
ବଲିଉଡ୍ ଅଭିନେତା ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ଦୁଇ ଭଉଣୀଙ୍କ ନାଁରେ ଟାଟୁ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର୍ କରି ଏହାର ଖୁଲାସା କରିଛନ୍ତି। ହର୍ଷବର୍ଦ୍ଧନ ଭଉଣୀ ସୋନମ ଏବଂ ରିଆ କପୁରଙ୍କ ନାଁରେ…
Archives


