‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀଙ୍କଠୁ ତାଙ୍କୁ ଅଲଗା କରିନାହିଁ’
ଡ୍ରିମ୍ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍ର ହିଟ୍ ଯୋଡି ମଧ୍ୟରୁ ଅନ୍ୟତମ। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍ ନିବିଡ। ଇତିମଧ୍ୟରେ ଦୁହିଁଙ୍କ ବିବାହକୁ ୩୯ ବର୍ଷ ବିତିଗଲାଣି। ସମସ୍ତେ ଜାଣିଛନ୍ତି ହେମା ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ…
ଜନ୍ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍
ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ ସମାନ ଭାବେ ପିନ୍ଧିବାର ନଜିର ରହିଅଛି। ହେଲେ ଏବେ ଜଣେ ଯୁବତୀ ଅଭିନେତା ଜନ୍…
ବାହୁବଳୀ ପରେ କୌଣସି ଫିଲ୍ମ ସାଇନ୍ କରି ନ ଥିଲେ ପ୍ରଭାସ
ମୁମ୍ବାଇ,୨୩।୧୦: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ବୁଧବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଅକ୍ଟୋବର ୨୩ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଭେଙ୍କଟ୍ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି। ତାଙ୍କ ପିତା…
୨୫ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍
ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ ନଭେମ୍ବର ୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର ଚିତ୍ତ’ର ପ୍ରସିଦ୍ଧ ବରା ଦୋକାନୀ ବିଷ୍ଣୁ ସାହୁ ଚରିତ୍ର ଉପରେ ଫିଲ୍ମଟି ଆଧାରିତ। ‘ଆମର…
ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରେ ଟିକସମୁକ୍ତ ହେଲା ‘ସାଣ୍ଢ କି ଆଖ୍’
ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିବ ତାପସୀ ପନ୍ନୁ- ଭୂମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଢ କି ଆଖ୍’। ମହିଳା ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମଟିକୁ ସମାଲୋଚକମାନେ ପ୍ରଶଂସା କରୁଛନ୍ତି। ପୂର୍ବରୁ ଫିଲ୍ମଟିକୁ ରାଜସ୍ଥାନରେ କରମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଥିବା ବେଳେ…
ବଲିଉଡ୍ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ
ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି ଭାବେ ପାଳନ କରାଯାଏ। ଏଥିପାଇଁ ଗଁ।ରୁ ସହର ସବୁ ଉତ୍ସବମୁଖର ହୋଇଉଠେ। ଘରେ ଘରେ…
ସାରାଙ୍କ ପରେ ଏବେ ଜାହ୍ନବୀଙ୍କ ନିକଟତର ହେଉଛନ୍ତି କାର୍ତ୍ତିକ
ସାରା ଅଲ୍ଲୀ ଖାନ୍ଙ୍କଠାରୁ ବ୍ରେକ୍ ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଏବେ ଜାହ୍ନବୀ କପୁରଙ୍କ ନିକଟତର ହେଉଛନ୍ତି। ଉଭୟ ଫିଲ୍ମ ଦୋସ୍ତାନା-୨ରେ ନଜର ଆସିବେ ବୋଲି ଜଣାପଡିଛି। କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଶୁଟିଂ ବେଳର ଏକ…
ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ
୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍ ଭର୍ସେଜ୍ ରିକି ବହଲ’ ମାଧ୍ୟମରେ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି ଚୋପ୍ରା । ମାତ୍ର ଫିଲ୍ମ ‘ଇସ୍କଜାଦେ’କୁ ନେଇ ତାଙ୍କୁ ସଫଳତା ମିଳିଥିଲା । ୨୨…
ବଲିଉଡ୍ ନାୟକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନିଷ୍କ
ମୁମ୍ବାଇ: ମିସ୍ ଇଣ୍ଡିଆ ଓ୍ବାର୍ଲଡ ଓ୍ବାଇଡ୍ ୨୦୧୯ର ମୁକୁଟ ପିନ୍ଧିଥିବା ତନିଷ୍କ ଶର୍ମା ଏବେ ଅଛନ୍ତି ଚର୍ଚ୍ଚାରେ। ଆଉ ଏବେ ଏହି ସୁନ୍ଦରୀ ବଲିଉଡ୍ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଦେଇଥିବା ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ସଲମାନ…
ଆଲିଆ-ରଣବୀର କପୁରଙ୍କ ଫେକ୍ ବିବାହ କାର୍ଡ ସୋସିଆଲ୍ ମିଡ଼ିଆରେ ଭାଇରାଲ
ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍ ବିବାହ କାର୍ଡ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦ ଜାନୁୟାରୀ ୨୨ରେ ହେଉଥିବା ଲେଖାଯାଇଛି। ବିବାହ ରାଜସ୍ଥାନର ଯୋଧପୁର ସ୍ଥିତ ଉମେଦ ଭବନ ପ୍ୟାଲେସ୍…
ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ,୨୨।୧୦: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା #BharatKiLaxmi ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିଛି।…
ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍ ହେଲେ ନେହା କକ୍କର
ମୁମ୍ବାଇ: ବଲିଉଡ୍ ସିଙ୍ଗର୍ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ର ସିଜନ ୧୧ ଅଡିଶନ୍ ଚାଲିଛି। ନେହା ଏହି ଶୋ’କୁ ହୋଷ୍ଟ କରୁଥିବାବେଳେ ଷ୍ଟେଜ…
Archives


