ଫଟୋ ଶୁଟ୍ କରି ଟ୍ରୋଲ ହେଲେ ଦୀପିକା
ମୁମ୍ବାଇ: ବଲିଉଡ୍ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍ କରିଥିବାରୁ ଟ୍ରୋଲ୍ ହୋଇଥିବା କୁହାଯାଉଛି। ବିବାହ ପରେ ଏହି ନାୟିକା ବୋଲ୍ଡ ସିନ୍ ଠାରୁ ଦୂରେଇ ରହୁଥିଲେ ବୋଲି…
ଏକଦା ଦିନକୁ ୩୫ ଟଙ୍କା ରୋଜଗାର କରୁଥିଲେ ରୋହିତ, ଏବେ ଗୋଟିଏ ଫିଲ୍ମ ନିର୍ଦ୍ଦେଶନା ଲାଗି ନେଉଛନ୍ତି ୧୫ କୋଟି
ବମ୍ବେ: ବଲିଉଡ୍ର ହିଟ୍ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋହିତ ସେଟ୍ଟୀ। ତାଙ୍କର ପ୍ରତିଟି ସିନେମାରେ ଥାଏ ଆକ୍ସନ, ରୋମାନ୍ସ, କମେଡିର ତଡକା। ଆଜି ହେଉଛି ଏହି ଅଲ୍ରାଉଣ୍ଡର ନିର୍ଦ୍ଦେଶକଙ୍କ ହାପି ଓ୍ବାଲା ବର୍ଥ ଡେ। ୧୯୭୬ ମସିହା ମାର୍ଚ୍ଚ ୧୪ରେ…
୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି
ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଉଥିବା ଦେଖାଯାଇଛି। ହେଲେ ଏମିତି ଜଣେ…
କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍ ଅପ୍
ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍ ଅପ୍ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା। ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍ ଅପ୍ ନେବାକୁ ପଡ଼ି…
୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍ ସେ କୟାମତ୍ ତକ୍ରେ ସେ ଡେବ୍ୟୁ କରିଥିଲେ। ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ…
ସାରା ବିଶ୍ୱରେ କରୋନା ପ୍ରକୋପ: ଭାଇରାଲ ହେଉଛି ଶର୍ଟ ଫିଲ୍ମ
ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଏଥିରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ଭାଇରସ୍ ଏତେ…
ଫୋନ୍ରେ ଶୁଣିବାକୁ ମିଳୁଥିବା କରୋନା ଟୋନ୍ ସହ ଯୋଡା ଗଲାଣି ବଲିଉଡ୍ ଫିଲ୍ମର କିଛି ଦୃଶ୍ୟ
ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏବେ କେତେକ ଟେଲିକମ କମ୍ପାନୀ ପକ୍ଷରୁ ଫୋନ୍ର ହ୍ୟାଲୋ ଟୋନ୍ରେ କରୋନା ଭାଇରସ…
‘ଗଜନି’ ଲୁକ୍ରେ ପୁଣି ଫେରିବେ ଆମିର!
‘ଗଜନି’ ଲୁକ୍ରେ ପୁଣି ଫେରିବେ ଆମିର! ମୁମ୍ବାଇ: ବଲିଉଡ୍ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ ‘ଗଜନି’ ଲୁକ୍ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ୨୦୦୮ରେ ଆସିଥିବା ଏହି ଫିଲ୍ମ…
ଅଫ୍ଏୟାର ହେବ ଶେହନାଜ-ପାରସଙ୍କ ଶୋ’ ‘ମୁଝସେ ଶାଦି କରୋଗେ’
ବମ୍ବେ: ଖୁବ୍ଶୀଘ୍ର ଅଫ୍ଏୟାର ହେବ ଶେହନାଜ୍ ଗିଲ-ପାରସ ଛାବଡାଙ୍କ ଶୋ’ ‘ମୁଝସେ ଶାଦି କରୋଗେ’। ଏହା ସ୍ଥାନ ନେବ ଧାରାବାହିକ ‘ଇସ୍କ ମେ ମରଜାଓ୍ବା-୨’। ଯାହା ସୂଚନା ରହିଛି, ମାର୍ଚ୍ଚ ୨୦ରେ ଶେହନାଜଙ୍କ ଶୋ’ର ଶେଷ ଏପିସୋଡ ପ୍ରସାରିତ ହେବ। ୨୩…
ଲଭ୍ ଲାଇଫ୍ କଥା କହିଲେ ଦୀପିକା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ ବ୍ୟତୀତ ଏକ ସୁଖୀ ଦାମ୍ପତ୍ୟ ଜୀବନଯାପନ କରୁଛନ୍ତି। ସେ ୨୦୧୭ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ରଣବୀର କପୁରଙ୍କ ସହ ଡେଟ୍ କରୁଥିଲେ। ସେହି ସମୟରେ ସେ ରଣବୀରଙ୍କ…
କବିତା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଅମିତାଭ
ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍ ପଡ଼ିନି ଭାରତ। ଏଠାରେ ୭୮ ଜଣ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ କର୍ନାଟକର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏନେଇ ବିଗ୍ ବି…
ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍ ନିଜେ ଡରନ୍ତି ଭୂତକୁ
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରେମ୍ କିନ୍ତୁ ୧୯୬୪ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦ…
Archives


