ମୋନାଲିସାଙ୍କୁ ଆଉ ହେଉନି ଚିହ୍ନି, ପରଦାରେ ରୋମାନ୍ସରେ ବଡ଼ ଅଭିନେତ୍ରୀଙ୍କୁ…
ମୁମ୍ବାଇ: ମହାକୁମ୍ଭ ମେଳାର ଭାଇରାଲ ଗର୍ଲ ‘ମୋନାଲିସା’କୁ କିଏ ବା ନ ଚିହ୍ନେ। ନିଜର ରୂପକୁ ନେଇ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏବେ ତାଙ୍କର ଏକ ପଞ୍ଜାବୀ ମ୍ୟୁଜିକ୍ ଭିଡିଓ ‘ଦିଲ ଜାନିୟା’ ରିଲିଜ ହୋଇଛି, ଯାହାକୁ ଲାଇସେଲ…
WPL 2026ରେ ଗ୍ଲାମରର ତଡ଼କା…, କ୍ରିକେଟ ମଇଦାନକୁ ଓହ୍ଲାଇବ ବଲିଉଡ଼! ଜାଣନ୍ତୁ କାହା ସହ ପରଫର୍ମ କରିବେ ହନି ସିଂହ
ନୂଆଦିଲ୍ଲୀ,୮।୧: ମହିଳା ପ୍ରିମିୟର ଲିଗ ୨୦୨୬ ଏକ ଭବ୍ୟ ଉଦଘାଟନ ପାଇଁ ପ୍ରସ୍ତୁତ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଉଭୟ ଦଳ ନଭି ମୁମ୍ବାଇର ଡିୱାଇ ପାଟିଲ କ୍ରିକେଟ…
ପୁଅ ଗୋଲାର କଥା ଶୁଣି କାହିଁକି କାନ୍ଦିଲେ ଭାରତୀ? କାରଣ ଜାଣିବା ପରେ ଆପଣବି….
ନୂଆଦିଲ୍ଲୀ,୮ା୧: ଭାରତୀ ସିଂ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି । କମେଡି କୁଇନ୍ ଏକ ନୂତନ ଭ୍ଲଗ୍ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅକୁ କୁଣ୍ଢାଇ କାନ୍ଦୁଥିବାର ଦେଖାଯାଉଛି । ସେ ତାଙ୍କ…
ପ୍ରଥମେ CBI, ପରେ ହାଇକୋର୍ଟ ଝଟକା; ଘୁଞ୍ଚିଲା ବିଜୟଙ୍କ ଶେଷ ଫିଲ୍ମ ରିଲିଜ୍
ଚେନ୍ନାଇ,୭।୧: ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜାନା ନାୟଗାନ୍’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର ମିଳିବାରେ ବିଳମ୍ବ ଯୋଗୁଁ ଏବଂ ମାଡ୍ରାସ ହାଇକୋର୍ଟରେ ଏହାର ରାୟ ସଂରକ୍ଷିତ ଥିବା ସମୟରେ…
ପିୟୁଷଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ବାରଣ
କଟକ,୭ା୧: ଚର୍ଚ୍ଚିତ ଖଳନାୟକ ତଥା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା…
IPL 2026 ପୂର୍ବରୁ ହାତକୁ ଦିହାତ ହେବେ ଅର୍ଜୁନ ତେନ୍ଦୁଲକର, ଏହି ଦିନ ପଡିବ ହାତଗଣ୍ଠି
ନୂଆଦିଲ୍ଲୀ,୭ା୧: ସଚିନ ତେନ୍ଦୁଲକର ପରିବାରରେ ବିବାହ ଉତ୍ସବ ହେବାକୁ ଯାଉଛି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଥିବା ଖବର ମିଳିଛି । ରିପୋର୍ଟ ଅନୁଯାୟୀ, ଅର୍ଜୁନ ଚଳିତ ବର୍ଷ ମାର୍ଚ୍ଚ…
ବିରାଟଙ୍କୁ କ’ଣ କହିଲେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ୟୁଟ୍ୟୁବର MrBeast? ଏବେ ଏହାକୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୬।୧: ସାରା ବିଶ୍ୱରେ MrBeast ନାମରେ ପରିଚିତ ଏହି YouTuber, ଯାହାଙ୍କ ପ୍ରକୃତ ନାମ ଜେମ୍ସ ଷ୍ଟିଫେନ ଡୋନାଲ୍ଡସନ, ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଏକ ଭିଡିଓ କୋଲାବୋରେଶନ ପାଇଁ ନିମନ୍ତ୍ରଣ କରିଛନ୍ତି। MrBeast ତାଙ୍କର ଭାଇରାଲ ଚ୍ୟାଲେଞ୍ଜ ଭିଡିଓ…
ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଦୀପିକା
ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋଣ ଅନ୍ୟତମ। ଦୀପିକି ନିଜ ଜନ୍ମଦିନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଜଣେ ଅଭିନେତ୍ରୀ, ପ୍ରଯୋଜକ, ଉଦ୍ୟୋଗୀ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରବକ୍ତା ଭାବରେ ଜଣାଶୁଣା ଦୀପିକା ତାଙ୍କ ଜନ୍ମଦିନରେ ଏକ…
ଟିଭି ଧାରାବାହିକ ‘Naagin’ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଭିତରେ ଦେବୀ ମାତା! ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୪।୧: ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେବୀ ଦୁର୍ଗା ପୂଜା ସମୟରେ ସେ ଏକ ଅଜବ ଆଚରଣ କରୁଥିବାର ଦେଖାଯାଉଛି, ଯାହା ଆଶ୍ଚର୍ଯ୍ୟଜନକ ହୋଇପାରେ। ସେ…
ବିବାହର ୧୪ବର୍ଷ ପରେ ଅଲଗା ହେଲେ ଜୟ ଭାନୁଶାଳୀ-ମାହି, ପୋଷ୍ଟ ଶେୟାର କରି କହିଲେ କାହାଣୀରେ ଭିଲେନ…
ମୁମ୍ୱାଇ: ପ୍ରସିଦ୍ଧ ଟିଭି ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ଭିଜ ଶେଷରେ ଛାଡପତ୍ର ନେଇଛନ୍ତି। ଜୟ ଭାନୁଶାଳୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରି ଛାଡପତ୍ରକୁ ନିଶ୍ଚିତ କରିଛନ୍ତି। ସେମାନଙ୍କ ଅଲଗା ହେବାର ଗୁଜବ ବହୁତ ଦିନ ଧରି…
ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…
ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଏହା ସାରା ବିଶ୍ୱରେ ୧୧୧୭ କୋଟିରୁ ଅଧିକ ଆୟ କରି ୨୦୨୫ରେ ଭାରତରେ…
୪ ବର୍ଷ ପରେ BTS ର ଧମାକାଦାର ପ୍ରତ୍ୟାବର୍ତ୍ତନ: ଏହିଦିନ ରିଲିଜ୍ ହେବ ନୂଆ ଆଲବମ୍
ନୂଆଦିଲ୍ଲୀ,୨।୧: ବିଶ୍ୱପ୍ରସିଦ୍ଧ କେ-ପପ୍ ବୟ ବ୍ୟାଣ୍ଡ BTS ର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଏହି ଲୋକପ୍ରିୟ ବ୍ୟାଣ୍ଡ ପୁଣିଥରେ ସଙ୍ଗୀତ ଦୁନିଆକୁ ଫେରୁଛି। ଆସନ୍ତା ୨୦ ମାର୍ଚ୍ଚ ୨୦୨୬ରେ ବ୍ୟାଣ୍ଡ୍ର…
Archives


