ଟୁଇଟର୍ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ
ବମ୍ବେ: ଟୁଇଟର୍ ଛାଡ଼ିଲେ ବଲିଉଡ୍ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ କରିଛନ୍ତି। ନିଜର ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏଥିପାଇଁ ନକରାତ୍ମକ ଚିନ୍ତାଧାରାରୁ ନିଜକୁ…
ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା
ସିରିଏଲ୍ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍। ଜୁନ୍ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସିନେ ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାଇ ପୋ ଚେ, ଏମ.ଏସ୍ଧୋନି,…
ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର
ପାଟଣା-ବଲିଉଡ ଅଭିନେତାଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇପଡ଼ିଛି। ଏଥିସହ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ସୁଶାନ୍ତଙ୍କ ଦେହାନ୍ତର ଏକ ସପ୍ତାହ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ…
ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ
ମୁମ୍ବାଇ : ଏକତା କପୁର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। ୧୦ମ ଇଣ୍ଡିଆନ୍ ଟେଲିଭିଜନ ପକ୍ଷରୁ ୧୦ମ ଏକାଡେମୀ ଆଓ୍ବାର୍ଡରେ ସୁଶାନ୍ତ ଏହି…
ଲକ୍ଡାଉନ୍ କୋହଳ ହେବା ପରେ ରକିଙ୍କୁ ଭେଟିଲେ ହିନା
ବମ୍ବେ: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏଥିରେ ଫସି ରହିଥିଲେ ସେଲିବ୍ରିଟିମାନେ। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ସୁରକ୍ଷିତ ମଣିଲେ। ଏହାକୁ ନେଇ ପ୍ରେମିକ ରକି ଜାୟସଓ୍ବାଲଙ୍କୁ ଦେଖି ପାରୁ ନ ଥିଲେ ଅଭିନେତ୍ରୀ…
ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ
ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ ଏକ ଉନ୍ନତ ଟେଲିସ୍କୋପ ରଖିଥିଲେ। ଅଧିକାଂଶ ସମୟରେ ସେ ତାରା ଦେଖିବାକୁ ଭଲ ପାଉଥିଲେ।…
ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଓଡ଼ିଆ ଆଲବମ୍ କୁଇନ୍ ତଥା ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁ ଅସୁସ୍ଥ। ତାଙ୍କୁ ଶନିବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଦୀପା ଓଡିଆ ଆଲବମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ। ୯୦…
ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ସେ ହେଲ ବିଶାଖାପାଟଣାର ୨୧ ବର୍ଷୀୟା ମହିଳା । ସୁଶାନ୍ତଙ୍କ ମୃତ୍ୟୁ ଖବରକୁ…
ବଡ ପରଦାକୁ ଫେରିବେ ଶାହାରୁଖ!
ମୁମ୍ବାଇ: ଦୀର୍ଘ ପ୍ରାୟ ୨ ବର୍ଷର ବ୍ରେକ୍ଅପ୍ ପରେ ପୁଣିଥରେ ଶାହାରୁଖ ଖାଁ ବଡ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ଏଥର କୁଆଡେ ସେ ରାଜକୁମାର ହିରାନିଙ୍କ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି କରୋନା…
ଗୋଡ଼ରେ ଅମିତାଭଙ୍କ ପେଣ୍ଟିଂ କଲେ ଦିବ୍ୟାଙ୍ଗ: ଇମୋଶନାଲ ହେଲେ ବିଗ୍ ବି
ମୁମ୍ବାଇ: ବଲିଉଡ୍ ଶେହନେସା ଅମିତାଭ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଅନେକ ସମୟରେ ଏଥିପାଇଁ ଆସି ଥାଆନ୍ତି ଚର୍ଚ୍ଚାକୁ। ଏଥର ଏକ ପେଣ୍ଟିଂକୁ ନେଇ ସେ ସମସ୍ତଙ୍କ…
ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍ପ୍ଲେଟ୍ରେ
ମୁମ୍ବାଇ, ୨୦।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅଙ୍କିତା ସୁଶାନ୍ତ ଏବଂ ଅନ୍ୟ…
ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ
ମୁମ୍ବାଇ, ୨୦।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍ ମିଡ଼ିଆରେ ଦେଉଥିବାର ଦେଖିବାକୁ ମିଳୁଛି। ସୁଶାନ୍ତଙ୍କୁ କେବଳ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ହିଁ ବଞ୍ଚାଇ ପାରିଥାନ୍ତେ…
Archives


