ମନୋରଞ୍ଜନ

ପ୍ରେମରେ ପଡ଼ିଛନ୍ତି ଦିଶା, ଏହି ବ୍ୟକ୍ତିଙ୍କୁ କରୁଛନ୍ତି ଡେଟ୍‌

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ଦିଶା ପଟାନି। ଟାଇଗର ଶ୍ରଫ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଦିଶାଙ୍କୁ ମିଳିଯାଇଛି ନୂଆ ଜୀବନ ସାଥୀ। ଉଦୟପୁରରେ କ୍ରିତି ସାନନଙ୍କ ଭଉଣୀ ନୁପୁର ସେନ ଏବଂ ଷ୍ଟେବିନ ବେନଙ୍କ ବିବାହରେ ଦିଶା ଏବଂ ପଞ୍ଜାବୀ ଗାୟକ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରୋହିତଙ୍କ ସ୍ତ୍ରୀ ରିତିକା, ମୂଲ୍ୟ ଜାଣିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ନୂତନ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିତିକା ମୁମ୍ବାଇରେ ଏକ ନୂତନ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ନୂତନ ଘରଟି ପ୍ରଭାଦେବୀର ଆହୁଜା ଟାୱାର୍ସରେ…

ଏମିତି ପୋଷ୍ଟ କଲେ ଅନୁଷ୍କା, ସମସ୍ତେ କରୁଛନ୍ତି ପ୍ରଶଂସା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ୭ ବର୍ଷ ଧରି ବଡ଼ ପରଦାରୁ ଦୂରରେ ଅଛନ୍ତି। ଚଳଚ୍ଚିତ୍ର ସହିତ ସେ ନିଜକୁ ଲାଇମଲାଇଟ୍‌ରୁ ମଧ୍ୟ ଦୂରରେ ରଖିଛନ୍ତି। ସେ ତାଙ୍କ ସ୍ବାମୀ ବିରାଟ କୋହଲି ଏବଂ ସେମାନଙ୍କ ପିଲାମାନଙ୍କ ସହିତ ଲଣ୍ଡନରେ…

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିତି ସାନନଙ୍କ ଭଉଣୀ ନୂପୁର, ଲୋକପ୍ରିୟ ଗାୟକ ଷ୍ଟେବିନ ବେନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଏବଂ ଲୋକପ୍ରିୟ ଗାୟକ ଷ୍ଟେବିନ ବିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର ଉଦୟପୁରରେ କ୍ରିସ୍ଟିଆନ୍ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ଏବଂ…

ପୁନମଙ୍କ ସେଲ୍ଫି ନେବା ବେଳେ ଫ୍ୟାନ୍ସ କଲେ ଘୃଣ୍ୟ କାମ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧ା୧: ବଲିଉଡ୍ ନାୟିକାମାନଙ୍କ ସହିତ ଫଟୋ ଉଠାଇବା ପାଇଁ ପ୍ରଶଂସକମାନେ ସର୍ବଦା ପାଗଳ ହୋଇଥାନ୍ତି । ନିକଟରେ ଜଣେ ପ୍ରଶଂସକ ଜଣେ ବୋଲ୍ଡ ବଲିଉଡ୍ ଅଭିନେତ୍ରୀଙ୍କ ସହିତ ସେଲଫି ନେଉଥିବା ସମୟରେ ଏକ ଘୃଣ୍ୟ କାର୍ଯ୍ୟ କରିଥିଲେ, ଯାହାକୁ ବ୍ୟାପକ ନିନ୍ଦା…

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ, ୪୩ ବର୍ଷ ବୟସରେ…

ନୂଆଦିଲ୍ଲୀ,୧୧ା୧: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ ହୋଇଛି । ପ୍ରଶାନ୍ତ ତମାଙ୍ଗ ୨୦୦୭ ରେ ତାଙ୍କ ସୁରରେ…

ହନୁମାନ ଚାଳିଶା ପଢୁଛନ୍ତି ପରିଣୀତି: କାରଣ ଜାଣିଲେ…

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିକଟରେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସେ ଏବେ ତାଙ୍କ ପ୍ରସବ ପରେ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ପ୍ରସବର ଦୁଇ ମାସ ପରେ ସେ ଧୀରେ ଧୀରେ ସାଧାରଣ ଜୀବନକୁ ଫେରୁଛନ୍ତି। ପ୍ରସବ ପରେ…

ଓସ୍କାର ଦୌଡ଼ରେ କାନ୍ତାରା, ତନ୍ବି ଦି ଗ୍ରେଟ୍‌

ଲସ୍‌ ଏଞ୍ଜେଲ୍ସ,୧୦ା୧: ଚଳିତ ବର୍ଷର ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ୨୦୧ଟି ଫିଚର ଫିଲ୍ମ ମଧ୍ୟରେ କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା: ଏ ଲିଜେଣ୍ଡ- ଚାପ୍ଟର ୧’ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ତନ୍ବି…

ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ ତେରା, ମେ ତେରି ତୁ ମେରି’ ରିଲିଜ ହୋଇଥିଲା। ଫିଲ୍ମର ବିଫଳତାକୁ ନେଇ ଚର୍ଚ୍ଚା…

ବିଜୟଙ୍କୁ ମିଳିଲା ଆଶ୍ବସ୍ତି: ସେନ୍ସର ବୋର୍ଡ ମନା କଲା ହାଇକୋର୍ଟ ଦେଲେ ସାର୍ଟିଫିକେଟ୍

ଚେନ୍ନାଇ,୯।୧: ଅଭିନେତା ବିଜୟଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି। ବିଜୟଙ୍କ ବହୁ ପ୍ରତୀକ୍ଷିତ ଏବଂ ତାଙ୍କ ରାଜନୈତିକ ପ୍ରବେଶ ପୂର୍ବରୁ ଶେଷ ଚଳଚ୍ଚିତ୍ର ‘ଜନ ନାୟକନ୍’ର ସେନ୍ସର ସାର୍ଟିଫିକେଟ୍କୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି। ମାଡ୍ରାସ୍ ହାଇକୋର୍ଟ ଶୁକ୍ରବାର ଦିନ ସେନ୍ସର…

ମୁହଁ ଖୋଲିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ, କହିଲେ କୋର୍ଟଙ୍କ ନିଷ୍ପତ୍ତିକୁ…

କଟକ,୯ା୧: ଚର୍ଚ୍ଚିତ ଖଳନାୟକ ତଥା ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଶେଷରେ ମୁହଁ ଖୋଲିଛନ୍ତି। ଯାତ୍ରା ମଞ୍ଚ ଚଢ଼ିବା ମନା ପ୍ରସଙ୍ଗକୁ ନେଇ ସେ କହିଛନ୍ତି, କୋର୍ଟଙ୍କ ନୋଟିସ୍‌ ମିଳିନି, ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିବି। ଆଇନକୁ ସମ୍ମାନ ଦେଉଛି,…

ଏପି ଢିଲୋନ୍ ଇମ୍ପାକ୍ଟ: ତାରା ସୁତାରିଆ, ବୀର ପାହାରିଆ ବ୍ରେକଅପ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆ ଏବଂ ବୀର ପାହାରିଆ କିଛି ମାସର ଡେଟିଂ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କ ‘ଏପି ଢିଲୋନ୍ କନ୍‌ସର୍ଟ ବିବାଦ’ ପରେ ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାରା ଓ ବୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri