ଆଗୁଆ ଅଛନ୍ତି ଉଷା ଦେବୀ
ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀର ଭୋଟ ଗଣତିକୁ ନେଇ ଉତ୍କଣ୍ଠା ବଢୁଛି। ବିଜେଡିର ଉଷା ଦେବୀ ଏବଂ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଉଷା ଦେବୀ ୧୪ହଜାର…
ତାଳଚେରରେ ବ୍ରଜକିଶୋର ୬୧୫୧ ଭୋଟରେ ଆଗୁଆ
ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୬୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍ ୧୯୦୪୦ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର କାଳନ୍ଦୀ ସାମଲ ୧୨୮୮୯ ଖଣ୍ଡ ଭୋଟ ପାଇଛନ୍ତି।
ବଡ଼ଚଣାରେ ବିଜେଡି ଆଗୁଆ
ଯାଜପୁର ଅଫିସ,୨୩ା୫: ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବଡ଼ଚଣା ବିଧାନସଭା ଆସନ ଭୋଟ୍ ଗଣତିରେ ପ୍ରଥମ ୨୪ଟି ରାଉଣ୍ଡରେ ଭାଜପାର ଅମର ନାୟକ ଆଗୁଆ ରହିଥିବାବେଳେ ୨୫ତମ ରାଉଣ୍ଡରେ ବିଜେଡିର ଅମର ପ୍ରସାଦ ଶତପଥୀ ୮୨୪ଖଣ୍ଡ ଭୋଟରେ ଆଗରେ ରହିଛନ୍ତି। ଆଉ…
ଚାନ୍ଦବାଲିରେ ବିଜେଡି ଆଗରେ
ଚାନ୍ଦବାଲି, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ୧୧,୯୦୩ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ମନମୋହନ ସାମଲ ୧୧,୮୮୧ ଓ କଂଗ୍ରେସ…
ବହୁ ଆଗରେ ସୂର୍ଯ୍ୟ ପାତ୍ର
ବ୍ରହ୍ମପୁର ଅଫିସ,୨୩।୫- ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମିଳିଛି ୧୧ହଜାର ୫୭୪ ଖଣ୍ଡ ଭୋଟ। ଦ୍ୱିତୀୟ ସ୍ଥାନରେ କଂଗ୍ରେସର ପ୍ରଫୁଲ ପଣ୍ଡା ରହିଛନ୍ତି। ତାଙ୍କୁ…
ମହେଶ ସାହୁ ୧୦୩୦୩ ଭୋଟରେ ଆଗୁଆ
ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୦ମ ରାଉଣ୍ଡ ଭୋଟ ଗଣତି ଫଳାଫଳ ସ୍ପଷ୍ଟ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୫୧ ହଜାର ୪୩୫ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୨ଲକ୍ଷ ୫…
ଆଠମଲ୍ଲିକରେ ରମେଶ ସାଏ ୧୪୫୫୧ ଭୋଟରେ ଆଗରେ
ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୫ ରାଉଣ୍ଡ ଶେଷସୁଦ୍ଧା ୧୪୫୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍ ୩୩୫୦୧ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୧୮୯୫୦…
୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ
ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିକ୍ରମଙ୍କୁ ୧୭ହଜାର ୧୭୫ଖଣ୍ଡ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାଜପାର କାହ୍ନୁ ଚରଣ…
ଛେଣ୍ଡିପଦାରେ ଅଗସ୍ତି ବେହେରା ଆଗରେ
ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)– ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅଗସ୍ତି ବେହେରା ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ସୁଶାନ୍ତ କୁମାର ବେହେରାଙ୍କଠାରୁ ୯୩୬ ଭୋଟରେ ଆଗରେ ଅଛନ୍ତି। ସୁଶାନ୍ତ ମୋଟ୍ ୯୯୯୮ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଅଗସ୍ତି ବେହେରା…
ରାଜନଗରରେ ଧ୍ରୁବ ଆଗରେ
ରାଜନଗର, ୨୩।୫ (ଡି.ଏନ୍.ଏ.)-ରାଜନଗର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଧ୍ରୁବ ଚରଣ ସହୁ ଆଗରେ ଅଛନ୍ତି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୧,୬୮୧ ଭୋଟ ପାଇଥିବା ବେଳେ ଧ୍ରୁବ ୧୭, ୬୨୪ ଭୋଟ ପାଇଛନ୍ତି।
ପରଜଙ୍ଗରେ ବିଭୂତି ପ୍ରଧାନ ୧୩୨୦ ଭୋଟରେ ଆଗୁଆ
କାମାକ୍ଷାନଗର, ୨୩ା୫(ଡି.ଏନ୍.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୮ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୨,୯୭୦ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୪୧,୬୫୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ…
ଆଠମଲ୍ଲିକରେ ରମେଶ ସାଏ ୧୩୪୦୪ ଭୋଟରେ ଆଗରେ
ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୪ ରାଉଣ୍ଡ ଶେଷସୁଦ୍ଧା ୧୩୪୦୪ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍ ୩୧୧୧୪ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୧୭୭୪୦ଖଣ୍ଡ ଭୋଟ…
Archives


