ମୋଦିଙ୍କର ଅର୍ଥନୀତିରେ ଜ୍ଞାନ ନାହିଁ: ରାହୁଲ
ହରିୟାଣା,୧୮।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ସୋନିପଥରେ ବିରୋଧୀ କଂଗ୍ରେସ ଉପରେ ଖୁବ୍ ବର୍ଷିଥିଲେ। ସେଠାରେ ସେ ଏକ ରାଲିରେ ସମ୍ବୋଧନ ଦେବା ଅବସରରେ କଂଗ୍ରେସ...
ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି
ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ହରିୟାଣାବାସୀ କଂଗ୍ରେସର ଅହଂକାରକୁ...
ହରିୟାଣାକୁ ନେଇ ଗର୍ବ କରେ: ମୋଦି
ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ ଗର୍ବ କରନ୍ତି। କାରଣ ନିକଟରେ ଭାରତ ଗସ୍ତ ସମୟରେ ଚାଇନା ରାଷ୍ଟ୍ରପତି ସି...
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର
ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ୩୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣା ପତ୍ରର ନାଁ...
ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର
ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ...
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା
ହରିୟାଣା,୫।୧୦: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସକୁ କିନ୍ତୁ ଲାଗିଛି ଧକ୍କା। କାରଣ କଂଗ୍ରେସ ନେତା ଅଶୋକ ତନଓ୍ବର ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଏହା ପରେ...
ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ
ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପାର...
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ତାଲିକା ପ୍ରକାଶ କଲା ଜେଜେପି: କରନାଲରୁ ତେଜ ବାହାଦୁର
ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ହରିୟାଣା ଆସନ ପାଇଁ ଜନନାୟକ ଜନତା ପାର୍ଟି (ଜେଜେପି)ଗୁରୁବାର ଆଶାୟୀ ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଜାରି କରିଛି। ନିଲମ୍ବିତ ବିଏସ୍ଏଫ ଯବାନ ତେଜ ବାହାଦୁରଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି।...
ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ
ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ ନିର୍ବାଚନ ପ୍ରଚାର କରନ୍ତୁ ବୋଲି ଚାହୁଁ ନାହାନ୍ତି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...
ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୩ା୧୦(ଆଇଏଏନ୍ଏସ୍): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ ୧୪ ଜଣଙ୍କ ନାଁ ଘୋଷଣା ହୋଇଥିବାବେଳେ ମହାରାଷ୍ଟ୍ର ପାଇଁ ୧୨ ପ୍ରାର୍ଥୀଙ୍କ ନାଁ...
ହରିୟାଣା ନିର୍ବାଚନ: କରନାଲରେ ପ୍ରାର୍ଥିପତ୍ର ଦାଖଲ କଲେ ଖଟ୍ଟର
ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ ସଚିବାଳୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଭାଜପାର ବହୁ ନେତାମାନେ ସାମିଲ...
ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ
ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କୁ ପୁଣି ଥରେ କର୍ନଲରୁ ପ୍ରାର୍ଥୀ କରାଯାଇଥିଲାବେଳେ ଏକାଧିକ କ୍ରୀଡାବିତ୍ଙ୍କୁ...