ହରିୟାଣା ନିର୍ବାଚନ

ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ଭାଜପାକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ...

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର ଜେଲ୍‌ରେ ଥିବା ଦୁଷ୍ୟନ୍ତଙ୍କ ପିତା ଅଜୟ ଚୌତାଲାଙ୍କୁ ଛୁଟି ମିଳିଥିବା ନେଇ ତିହାର...

ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଖଟ୍ଟର, ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ ୨ଟା ୧୫ରେ ସେ ଶପଥ ଗ୍ରହଣ କରିବେ। ଶନିବାର ରାଜ୍ୟପାଳଙ୍କୁ ଭେଟି ସେ...

ଭାଜପାରେ ପାଦ ଦେଉ ଦେଉ ବଢିଲା ଦୁଷ୍ୟନ୍ତଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଜନନାୟକ ଜନତା ପାର୍ଟି(ଜେଜେପି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି। କାରଣ ହରିୟାଣାର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତାଠାରୁ ୬ ଆସନ ପଛରେ ଥିବା ବେଳେ ଏବେ...

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା ହେଲା ଏଥର ଭୁପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ହରିୟାଣାରେ ଭଲ ପ୍ରଦର୍ଶନ...

ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା

ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ସକାଳ ୧୧ଟାରେ ଚଣ୍ଡିଗଡରେ...

ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା

ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ଏହାର ଏକ ବଡ କାରଣ ହେଉଛି କାଣ୍ଡାଙ୍କ...

ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି...

ଦିଲ୍ଲୀରେ ବସିବ ଜେଜେପିର ବୈଠକ

ନୂଆଦିଲ୍ଲୀ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଏବେ କିଏ ସରକାର ଗଢିବ ତା’ ଉପରେ ସମସ୍ତଙ୍କ ନଜର। କାରଣ ଏଠି କାହାକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବାରୁ ଏବେ କେନ୍ଦ୍ର ଶାସିତ ଭାଜପା ଓ ବିରୋଧୀ କଂଗ୍ରେସର...

ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ ମହାରାଷ୍ଟ୍ରରେ ଥିବା ଭାଜପା କାର୍ଯ୍ୟାଳୟ ହୋଇ ଉଠିଥିଲା ଉତ୍ସବ ମୁଖର। ଏଠାରେ ଉପସ୍ଥିତ...

ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଆଲୋଚନା ହେଉଛି କି ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରେ...

ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର ଫଳାଫଳ ମଧ୍ୟରୁ ଭାଜପା ୩୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri