ଶିକ୍ଷା ଓ ନିଯୁକ୍ତି

ଦଶମ ପାସ କରିଥିଲେ ଭାରତୀୟ ରେଳୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେଉଁଠି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୧୧: ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋରଖପୁର ବିଭିନ୍ନ ଆକ୍ଟ ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇରେ ଚାକିରି କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ner.indianrailways.gov.in ରେ ଯାଇ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ଏବଂ ଫି…

ରାଜ୍ୟର ପ୍ରଥମ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

ଭୁବନେଶ୍ୱର, ୨୫।୧୧: ରାଜ୍ୟର ପ୍ରଥମ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ନ୍ୟାସନାଲ ଆସ୍ସେସମେଣ୍ଟ ଆଣ୍ଡ ଆକ୍ରୀଡେସନ କାଉନ୍ସିଲ (ନାକ ଟିମ) ପରିଦର୍ଶନ ପରେ ରାଙ୍କ୍‌ରେ ଏହି ମାନ୍ୟତା ମିଳିଛି। ନଭେମ୍ବର ୨୦ ତାରିଖରେ ରେଭେନ୍ସା…

SSC GD Constable 2023: ପ୍ରକାଶ ପାଇଲା ବିଜ୍ଞପ୍ତି, ୭୫,୭୬୮ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଏସଏସସି ଜେନେରାଲ ଡ୍ୟୁଟି ପାଇଁ ଆସିଛି ବମ୍ପର ନିଯୁକ୍ତି ସୁଯୋଗ। ୭୫,୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୪ ନଭେମ୍ବରରୁ ଏସଏସସି ଜିଡି କନଷ୍ଟେବଲ୍ ନିଯୁକ୍ତି ୨୦୨୩ ପାଇଁ ଅନଲାଇନ୍ ଆବେଦନ…

ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୪।୧୧: ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ। ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଦକ୍ଷତା…

ଯୁକ୍ତ ୨ରେ ବାୟୋଲୋଜି ରଖି ନ ଥିଲେ ମଧ୍ୟ ପଢିପାରିବେ ଡାକ୍ତରୀ, NMC ଆଣିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,…

UGC NET 2023: ବଦଳିବ ସବୁ ବିଷୟର ସିଲାବସ, ବୈଠକରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୧।୧୧ : ୟୁଜିସି ନେଟ ପାଇଁ ପ୍ରସ୍ତୁତ ଛାତ୍ରୀଛାତ୍ରମାନଙ୍କ ପାଇଁ ସିଲାବସ ସମ୍ବନ୍ଧୀୟ ଏକ ଖବର ବାହାରିଛି। ୟୁଜିସି ନେଟର ସମସ୍ତ ୮୩ ବିଷୟର ସିଲାବସ ପରିବର୍ତ୍ତନ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏହି ନିଷ୍ପତ୍ତି ନେଇଛି। ୬ ବର୍ଷ…

SBI Clerk Recruitment 2023: ୮୨୮୩ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ,୧୭ା୧୧: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୮୨୮୩ ପଦବୀରେ କ୍ଲର୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ କ୍ୟାଡରରେ ଜୁନିଅର୍ ଆସୋସିଏଟ୍ (ଗ୍ରାହକ ସମର୍ଥନ ଏବଂ ବିକ୍ରୟ) ର ୮୨୮୩ ଟି ପଦବୀ ପୂରଣ କରିବ।…

୧୯୦୦ପଦବୀରେ ନିଯୁକ୍ତି ଦେବ ଭାରତୀୟ ଡାକ ବିଭାଗ, ଅନଲାଇନରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୯।୧୧: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ଏହିସବୁ ପଦବୀଗୁଡିକ ହେଲା ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍‌)। ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ଆବେଦନ କରିପାରିବେ।…

ଜେଇଇ ମେନ୍ ୨୦୨୪ ପାଇଁ ଏନଟିଏ ପ୍ରକାଶ କଲା ଯୋଗ୍ୟତା ମାନଦଣ୍ଡ, ଯୁକ୍ତ ଦୁଇରେ ଏତିକି ପ୍ରତିଶତ ମାର୍କ ରଖିବା ଜରୁରୀ

ନୂଆଦିଲ୍ଲୀ, ୮।୧୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ୍ ୨୦୨୪ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଇଞ୍ଜିନିଅରିଂ ପାଠ ପଢିବାକୁ ଚାହୁଁଥିବା ଆଶାୟୀ ବିଦ୍ୟାର୍ଥିମାନେ ଅଫିସିଆଲ ୱେବସାଇଟ jeemain.nta.ac.in ରେ ଯାଇ ଆବେଦନ କରିପାରିବେ। ନଭେମ୍ବର ୩୦ ପର୍ଯ୍ୟନ୍ତ…

ବିନା ପରୀକ୍ଷାରେ ଅଫିସର ହେବାର ସୁଯୋଗ, ଦରମା ମାସକୁ ୭୫ ହଜାର…

ନୂଆଦିଲ୍ଲୀ,୮।୧୧ : ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଚାକିରି ପାଇବାକୁ ଯୋଜନା କରୁଥିବା ଯୁବବର୍ଗମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଆପଣ ତୁରନ୍ତ ସିଆରପିଏଫରେ ଆବେଦନ…

ଅଧିକ ଦରମାରେ ଚାକିରି କରିବାକୁ ଚାହୁଁଛନ୍ତି କି? ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ) ବିଭିନ୍ନ ବର୍ଗର ବ୍ୟକ୍ତି ପାଇଁ ନିଯୁକ୍ତି ଘୋଷଣା କରିଛି। ଯଦି ଭଲ ବେତନ ସହିତ ଚାକିରି କରିବାକୁ ଚାହୁଁଛନ୍ତି ତେବେ ହାଲରେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏଥିପାଇଁ ପଞ୍ଜୀକରଣ ଚାଲିଛି ଏବଂ ଆବେଦନ କରିବାର…

ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୬ା୧୧: ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ୨୦ ନଭେମ୍ବର ଶେଷ ହେବ। ରାଜ୍ୟର ୩୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ୫ଟି ଓଡିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?