୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ
ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ। ଆଞ୍ଚଳିକ…
ବୃଦ୍ଧି ପାଇଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି
ଭୁବନେଶ୍ୱର,୧୫।୧: ରାଜ୍ୟରେ ଉଚ୍ଚଶିକ୍ଷା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଛାତ୍ରବୃତ୍ତି ଯୋଜନା ଆବେଦନ ଅବଧି ବୃଦ୍ଧି ପାଇଛି । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…
ରାଜ୍ୟର ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦବୀ ପୁରାଣ ନିମନ୍ତେ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ
ନୂଆଦିଲ୍ଲୀ,୮ା୧: ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଫେବୃଆରୀ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଚାଲିବ। ଆଶାୟୀ ପ୍ରାର୍ଥୀମାନେ ଏସଏସବିର…
ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ମିଳିବ ଏବେ ସାପ୍ତାହିକ ଛୁଟି, NMC ଜାରି କଲା ନୂଆ ନିୟମ
ନୂଆଦିଲ୍ଲୀ,୬।୧: ଡାକ୍ତରୀ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ନ୍ୟାଶନାଲ ମେଡିକାଲ କମିଶନ(NMC) ଛାତ୍ରୀଛାତ୍ରଙ୍କ ଛୁଟି ପାଇଁ ନୂଆ ନିୟମ ଲାଗୁ କରିଛି। ଏନଏମସି ମେଡିକାଲ ଛାତ୍ରୀଛାତ୍ରଙ୍କୁ ଅଧିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ଏବେ ସାପ୍ତାହିକ ଛୁଟି ବ୍ୟତୀତ କାଜୁଆଲ…
RPF Recruitment 2024: ୨୨୫୦ ସବ ଇନ୍ସପେକ୍ଟର ଏବଂ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମ୍ପୁର୍ଣ ସୂଚନା
ନୂଆଦିଲ୍ଲୀ,୫।୧: ରେଲୱେ ସୁରକ୍ଷା ଫୋର୍ସ (ଆରପିଏଫ୍) ଏବଂ ରେଲୱେ ପ୍ରୋଟେକ୍ସନ୍ ସ୍ପେଶାଲ୍ ଫୋର୍ସ (ଆରପିଏସ୍ଏଫ୍)ରେ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି)। ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଆରପିଏଫ’ର ଅଫିସିଆଲ ୱେବସାଇଟ rpf.indianrailways.gov.in…
Board Exams 2024: ଆଡମିଟ୍ କାର୍ଡରେ ଚେକ୍ କରିନିଅନ୍ତୁ ଏହି ଡିଟେଲ୍ସ, ନଚେତ୍ ହୋଇପାରେ ସମସ୍ୟା…
ନୂଆଦିଲ୍ଲୀ,୪।୧: ସିବିଏସଇ ବୋର୍ଡ ପରୀକ୍ଷା କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ତେବେ ଆଡମିଟ୍ କାର୍ଡ ଆସିବା ପରେ ଏଥିରେ ଦିଆଯାଇଥିବା ବିବରଣୀକୁ ସଠିକ ଭାବରେ ଯାଞ୍ଚ କରିବା ଆବଶ୍ୟକ। ଯଦି କୌଣସି ଅଭାବ ଥାଏ, ତେବେ ଏହାକୁ ଠିକ ସମୟରେ…
ଓପିଏସସି ନିଯୁକ୍ତି ୨୦୨୪: ୧୨୭୫ ପିଜିଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ଅଧିକ ସୂଚନା
ଭୁବନେଶ୍ୱର,୧।୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଏବଂ ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨ ମାର୍ଚ୍ଚ ୨୦୨୪ ରହିଛି। ଇଛୁକ ଅଶାୟୀମାନେ ଓପିଏସସିର ଅଫିସିଆଲ ୱେବସାଇଟ…
ଓଡ଼ିଶାରେ ୨୦୬୪ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆସିଲା ବିଜ୍ଞପ୍ତି, ଏହି ତାରିଖରୁ ଆରମ୍ଭ ହେବ ଆବେଦନ
ଭୁବନେଶ୍ୱର,୧।୧: ରାଜ୍ୟ ଚୟନ ବୋର୍ଡ ଓଡିଶା ଆନୁଷ୍ଠାନିକ ଭାବରେ ସରକାରୀ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ଜାନୁୟାରୀ ୦୮ ରୁ ଆବେଦନ ଆରମ୍ଭ ହୋଇ ଫେବୃଆରୀ ୦୭, ୨୦୨୪ ପର୍ଯ୍ୟନ୍ତ ଚାଲିବ।…
ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓଏସଏସସି
ଭୁବନେଶ୍ୱର, ୩୦।୧୨: ବିଭିନ୍ନ ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବୈଷୟିକ ପଦବୀଗୁଡ଼ିକ ଓଡିଶାର ଇଏସଆଇ ସ୍କିମ୍ ନିର୍ଦ୍ଦେଶାଳୟ ଅଧୀନରେ ପୂରଣ ହେବ। ଖାଲି ଥିବା ପଦବୀ…
ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି ନିଷ୍ପତ୍ତି
ଭୁବନେଶ୍ୱର,୩୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବର୍ଷର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା…
ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ୨୦୨୧ ସଂଶୋଧନ, ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀ ଦେବେ ଶାରୀରିକ ପରୀକ୍ଷା
ନୂଆଦିଲ୍ଲୀ,୩୦।୧୨: ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ପାଇଁ ନିୟମାବଳୀ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିପତ୍ତିକାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ଜରୁରିକାଳୀନ ସେବା ଉତ୍ସର୍ଗୀକୃତ ଓ ତତ୍ପର ସେବା ପ୍ରଦାନ କରିଥାଏ । ଏହି ସେବା ପ୍ରଦାନ ନିମନ୍ତେ…
ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଡିସେମ୍ବର ୩୦ରୁ ଆବେଦନ ଆରମ୍ଭ
ଭୁବନେଶ୍ୱର,୨୯ା୧୨: ଓଡ଼ିଶା ସବ ଅର୍ଡିନେଟ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ, ଆଇସିଡିଏସ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ୨୦୨୩ ଡିସେମ୍ବର ୩୦ ତାରିଖରୁ ଆବେଦନ ଆରମ୍ଭ ହେଉଥିଲା…
Archives


