ଇଡବ୍ଲ୍ୟୁଏସ୍ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର, ୧।୨(ଅସମାପିକା ସାହୁ): ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲ୍ୟୁଏସ୍) ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥ ବାଧକ ହେବନାହିଁ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଦୁଇ ଲକ୍ଷରୁ କମ୍ ବାର୍ଷିକ…
NIACL Recruitment 2024: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ (NIACL) ସହକାରୀ, ପ୍ରଶାସନିକ ଅଧିକାରୀ (ଏଓ) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ଘୋଷଣା କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୦୧ ଫେବୃଆରୀ ୨୦୨୪ରୁ ଅଫିସିଆଲ ୱେବସାଇଟ www.newindia.co ଭିଜିଟ୍ କରି ଅନଲାଇନରେ…
ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା, ଦଶ ବର୍ଷ ଜେଲ୍: ବିଲ୍ ଆଣିବେ ସରକାର
ନୂଆଦିଲ୍ଲୀ,୩୧।୧: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାର ଠକାମୀ ରୋକିବାକୁ ସଂସଦର ବଜେଟ୍ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଅନେକ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରତିକୂଳ…
ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୨୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୩୧।୧: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ,…
IIMCକୁ ମିଳିଲା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ମାନ୍ୟତା, ଏବେ ଦେଇପାରିବ ଡିଗ୍ରୀ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି'(ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ) ମାନ୍ୟତା ପ୍ରଦାନ କରିଛି। ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହି ନୂତନ ସ୍ଥିତି…
ଦୁଇଟି ଏମ୍ଫିଲ୍ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍ଫିଲ୍ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍ଫିଲ୍ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ…
ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ: କାରପେଣ୍ଟର-ମିସ୍ତ୍ରୀ ଚାକିରରେ ମାସକୁ ଦରମା ୧.୪୦ ଲକ୍ଷ…
ନୂଆଦିଲ୍ଲୀ,୩୧।୧ : ଭାରତର କେତେକ ରାଜ୍ୟ ସେମାନଙ୍କ ଶ୍ରମିକମାନଙ୍କୁ ଇସ୍ରାଏଲକୁ ପଠାଇବା ପାଇଁ ନିଯୁକ୍ତି ଡ୍ରାଇଭ ଚଳାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭ ହରିୟାଣା ଏବଂ ୟୁପିରେ ଚାଲିଛି, କିନ୍ତୁ ବର୍ତ୍ତମାନ ଆଉ ୫ଟି ରାଜ୍ୟ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହି ପାଞ୍ଚଟି…
Pariksha Pe Charcha 2024: ପିଲାଙ୍କ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ.ନ କରନ୍ତୁ, କହିଲେ ମୋଦି…
ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଗୁରୁମନ୍ତ୍ରା ପ୍ରଦାନ କରିଛନ୍ତି। ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ପ୍ରଦର୍ଶନ ଏବଂ ରିପୋର୍ଟ…
ଜେନେରାଲ ପ୍ରାର୍ଥୀଙ୍କୁ ଦିଆ ଯିବନି SC, ST, OBC ସିଟ: UGC ଦେଲା ସ୍ପଷ୍ଟୀକରଣ…
ପ୍ରୟାଗରାଜ,୨୯।୧ : ସଂରକ୍ଷଣ ସମ୍ବନ୍ଧରେ ଜାରି ବିବାଦୀୟ ନିର୍ଦ୍ଦେଶାବଳୀ ଉପରେ ୟୁଜିସି ସ୍ପଷ୍ଟୀକରଣ ଦେଇଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରଦ୍ଦକୁ ବିରୋଧ କରାଯିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ୟୁଜିସି କହିଛି କୌଣସି ସଂରକ୍ଷିତ ବର୍ଗ (ଏସସି,…
ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲା ରେଲୱେ, ଟେକ୍ନିକାଲ୍, ନନ୍-ଟେକ୍ନିକାଲ୍ ସମେତ ଗ୍ରୁପ-ଡି ପଦବୀରେ ସୁଯୋଗ: ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର, ୨୮।୧: ଅଧିକରୁ ଅଧିକ ଲୋକ ନିଯୁକ୍ତି ପାଇଁ ଭାରତୀୟ ରେଲୱେ ବାର୍ଷିକ ନିଯୁକ୍ତି ପ୍ରକ୍ରିୟା କରିବାକୁ ଯୋଜନା କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ…
ୟୁପିଏସ୍ସିର ନୂଆ ନିଯୁକ୍ତି: ୧୦ମ ପାସ୍ କରିଥିଲେ କରିପାରିବେ ଆବେଦନ, ମାସକୁ ମିଳିବ ୬୦ହଜାର
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି ) ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ୟୁପିଏସ୍ସିର ଏହି ବିଜ୍ଞପ୍ତିରେ ଡ୍ରାଇଭର ପଦ ପାଇଁ ରହିଛି। ଷ୍ଟାଫ କାର୍ ଡ୍ରାଇଭର (ଅଡିନାରୀ ଗ୍ରେଡ) ଜେନେରାଲ ସେଣ୍ଟ୍ରାଲ ସର୍ଭିସ, ଗ୍ରୁପ-ବି, ଅଣ-ଗେଜେଟେଡ,…
ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୧୫ ଯାଏ ରେଜିଷ୍ଟ୍ରେଶନ
ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅନୁଯାୟୀ ୨୫ ଜାନୁଆରୀ ଠାରୁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇ ମାର୍ଚ୍ଚ ୧୫ ଯାଏ ଚାଲିବ। ଚଳିତ…
Archives


