ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି: +୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ, ଆବେଦନ କରିବାର ଶେଷ ସମୟସୀମା ରହିଛି…
ଭୁବନେଶ୍ୱର,୨୬।୯: ଓଡ଼ିଶା ପୋଲିସ ତରଫରୁ ଡିପିଓ କ୍ୟାଡର ପୋଷ୍ଟ ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭୭ ଟି ପଦବୀ ପୂରଣ ଏହି ନିଯୁକ୍ତି ବାହାରିଛି। ଅନଲାଇନ ମୋଡରେ ଇଚ୍ଛୁକ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୩ ସେପ୍ଟେମ୍ବରରୁ…
ସାମ୍ବାଦିକତା ପାଠ ପଢିଥିଲେ ବଡ଼ ନିଯୁକ୍ତି ସୁଯୋଗ: ଓପିଏସସି ପ୍ରକାଶ କଲା ବିଜ୍ଞପ୍ତି
ଭୁବନେଶ୍ୱର,୨୪।୯: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ SDIPRO ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୩୦ ରେ…
ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…
ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ odishapolice.gov.in ରେ ୧୩୬୦ ଓଡ଼ିଶା ପୋଲିସ କନଷ୍ଟେବଳ…
ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ବାହାରିଲା ନିଯୁକ୍ତି, ଲକ୍ଷେ ଯାଏଁ ରହିଛି ଦରମା…
ଭୁବନେଶ୍ୱର,୧୯।୯: ଓଡ଼ିଶା ସବଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଓଡ଼ିଶା ପାଇଁ ୨୬୨୯ ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ ଅଗଷ୍ଟ ୩୧ରେ ଘୋଷଣା କରାଯାଇଥିଲା। ତେବେ ଏହାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଥିବା ଏହି…
RI, ICDS, ARI, AMIN, SFS ପରୀକ୍ଷା ପାଇଁ ଆସିଲା ଆଡମିଟ୍ କାର୍ଡ
ଭୁବନେଶ୍ୱର,୧୪।୯: ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେସ୍କନ କମିଶନ ପକ୍ଷରୁ RI, ICDS, ARI, AMIN, SFS ପଦବୀ ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀମାନେ ସବିଶେଷ ତଥ୍ୟ…
ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା ତାରିଖ: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
କଟକ,୧୨।୯: ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା ନେଇ ଓଡିଶା ଜନସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ପରୀକ୍ଷାର ବିସ୍ତୃତ କାର୍ଯ୍ୟକ୍ରମ ବିଷୟରେ ସୂଚନା…
ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ଆଇନ୍, ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ ପଦବୀ
ଭୁବନେଶ୍ୱର,୧୧।୯: ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…
ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ
ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି। ରାଜ୍ୟରେ ପ୍ରାୟ ୧…
ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…
ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶୀଘ୍ର ଆବେଦନ କରିନିଅନ୍ତୁ। ଆବେଦନ କରିବା ପୂର୍ବରୁ ଆପଣଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ…
ଓଡ଼ିଶା ଜିଲା ପରିଷଦର ୧୪୮୭ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କିପରି କରିବେ ଆବେଦନ
ଭୁବନେଶ୍ବର,୧।୯: ଏମଜିଏନଆରଇଜିଏ ଯୋଜନା ଅନ୍ତର୍ଗତ ଚୁକ୍ତି ଭିତ୍ତିରେ ଗ୍ରାମ ରୋଜଗର ସେବକ (GRS) ନିଯୁକ୍ତି ପାଇଁ ଓଡିଶା ଜିଲା ପରିଷଦ ଘୋଷଣା କରିଛି। ବାଲେଶ୍ୱର, ନୁଆପଡା, ନୟାଗଡ଼, ମାଲକାନଗିରି, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ଏବଂ ବୌଦ୍ଧ ସମେତ ବିଭିନ୍ନ ଜିଲାର ଖାଲି…
ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି
ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ କ୍ଷେତ୍ରକୁ ପଠାଯାଇଥିବା ଏକ ସର୍କୁଲାରରେ ବୋର୍ଡ କହିଛି ଯେ, ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ପୁନଃ…
ଖାଲିପଡ଼ିଥିବା ଆର୍.ଆଇ, ଏ.ଆର୍.ଆଇ ଏବଂ ଅମିନ ପଦବୀ କେବେ ପୂରଣ ହେବ ? ବିଧାନସଭାରେ କହିଲେ ମନ୍ତ୍ରୀ
ଭୁବନେଶ୍ୱର,୨୯ା୮: ରାଜ୍ୟରେ ଖାଲି ପଡ଼ିଥିବା ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଧାନସଭାରେ ଆଜି ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ…
Archives


