ସମ୍ପାଦକୀୟ

ପାରିବେଶିକ ଅସନ୍ତୁଳନ

ସବ୍ୟସାଚୀ ଅମିତାଭ ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେକାର ଫନୀ ମହାବାତ୍ୟା ହେଉ ଅବା ୧୯୯୯ ସୁପର ସାଇକ୍ଲୋନ୍‌ କିମ୍ବା ଅତୀତର…

ଏଇ ଭାରତରେ

ମାଲିକଙ୍କ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଲଢ଼ିଲା ପୋଷା କୁକୁର। ମଧ୍ୟପ୍ରଦେଶର ସେଓନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପରଷ୍ପନି ଗଁାର ପଞ୍ଚମ ନାମକ ଯୁବକ ଶୌଚ ହେବା ପାଇଁ ଯାଇଥିଲେ।…

ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ ଜଳର ଉପଲବ୍ଧି ରହିଛି ସେଠାକୁ ବାସସ୍ଥାନ ବାଛିଲେଣି। ଅର୍ଥାତ୍‌ ଜୀବନଯାକର ଅର୍ଥ ସଞ୍ଚି ସୁନ୍ଦର…

କ୍ରୂର ପ୍ରବଞ୍ଚନା

ବୈକୁଣ୍ଠନାଥ ମିଶ୍ର ବର୍ତ୍ତମାନ ସମାଜ ଭଦ୍ରମୁଖାପିନ୍ଧା ରାକ୍ଷସମାନଙ୍କର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି। ପରର ସର୍ବସ୍ବ ଲୁଣ୍ଠନ, ପରକୁ ବିପଦମୁହଁକୁ ଠେଲି ତା’ ଅସହାୟତାର ଫାଇଦା ନେବା, ସତ୍ୟକୁ ଉପେକ୍ଷା କରି ମିଥ୍ୟାର ପକ୍ଷ ଗ୍ରହଣ କରିବା, କୋମଳମତି ବାଳିକାଙ୍କୁ ଯୌନ ଉତ୍ପୀଡ଼ନ…

ଜୀବନ ଅନ୍ୟର ଦାନ

ଡ. ବାସୁଦେବ ମିଶ୍ର ମଣିଷ ଜୀବନ ଯେ ଅନ୍ୟର ଦାନ ଏ କଥାକୁ ବୁଝିବା ହେଉଛି ସଂସାରରେ ଜୀବନ ବଞ୍ଚତ୍ବାର ସର୍ବୋତ୍କୃଷ୍ଟ କଳା। ଏହି କଳା ବାସ୍ତବରେ ଖୁବ୍‌ କମ୍‌ ଲୋକଙ୍କୁ ଜଣାଥାଏ। ସମସ୍ତେ କେବଳ ନିଜ ସହିତ ଛଳନା କରିବାକୁ…

ଏଇ ଭାରତରେ

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ। ସୋସିଆଲ୍‌ ମିଡିଆରେ ଏହି ବିଷୟ ଭାଇରାଲ ହେବାରେ ଲାଗିଛି। ମଣିଷ ଏବଂ ସର୍ପ ମଧ୍ୟରେ ସମ୍ପର୍କ ନିଆରା। ବିଷାକ୍ତ ସାପକୁ ଦେଖିଲେ କେହି ଭୟ କରିଥାନ୍ତି ଅଥବା ବାଡେଇ…

ହିନ୍ଦୀକୁ ବିରୋଧ

ଭାରତର ବିବିଧତା ଉପରେ ପୁନର୍ବାର ଆକ୍ରମଣ ହୋଇଗଲା। ବିବିଧତାରେ ଯେଉଁ ସୌନ୍ଦର୍ଯ୍ୟ ରହିଛି, ତା’ର ମୂଳ ସ୍ରୋତ ଭିନ୍ନ ଭାଷା, ଖାଦ୍ୟ ଓ ବେଶପୋଷାକର ରୁଚିରୁ ଜଣାପଡ଼ିଥାଏ। ବିଶେଷକରି ଭାଷାକୁ ମାରିଦେଲେ ସଂସ୍କୃତି ଏବଂ ଚରିତ୍ର ଧ୍ୱଂସ ପାଇଯାଏ। ଏବେ ଅଣ-ହିନ୍ଦୀ…

ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ ବୁଦ୍ଧିମାନ ପ୍ରାଣୀ ଏବଂ ତା’ ଭିତରେ ରହିଛି ଏକ ବିକାଶଶୀଳ ଅଭୀପ୍ସାପରାୟଣ ଅନ୍ତଃସତ୍ତା ବା…

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି ଏକାଠି ଫେଣ୍ଟିବା ପରେ ସେବନ କଲେ। ଘଟଣାଟି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆବେଗ ସମ୍ବରଣ…

ଏଇ ଭାରତରେ

ଈଶ୍ୱରଙ୍କ ନିକଟତର ହେବା ପାଇଁ କିଏ କେତେ ପ୍ରକାର ସାଧନା କରନ୍ତି। କିନ୍ତୁ ଜଣେ ବୃଦ୍ଧ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ଜୀବନ୍ତ ସମାଧି ନେବାକୁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏପରି…

ମୋଦି-୨ ସରକାର

ଆକାର ପଟେଲ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥଗ୍ରହଣ ଉତ୍ସବର ଖବର ସହ ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ଦୁଇଟି ଖବର ପ୍ରକାଶ ପାଇଛି। ପ୍ରଥମଟି ହେଉଛି ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬ ପ୍ରତିଶତ ତଳକୁ ଖସିଯାଇଛି ଯାହା ଗତ ପାଞ୍ଚବର୍ଷ ଭିତରେ ସର୍ବନିମ୍ନ…

ସଦିଚ୍ଛାର ସୌଦାଗର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ପ୍ରାୟ କୋଡିଏ ବର୍ଷରୁ ଊର୍ଦ୍ଧ୍ୱ କାଳ ବିତିଗଲାଣି ତାଙ୍କର ଏ ସଂସାର ଛାଡିବାର। ସେ ସମୟରେ ବା ତା’ ପୂର୍ବରୁ ଓଡ଼ିଶାର ଏମିତି କେହି ଲେଖକ ନ ଥିବେ, ଯିଏ ତାଙ୍କ ହାତଲେଖା ଚିଠି ଖଣ୍ଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?