ସମ୍ପାଦକୀୟ

ପ୍ରାକୃତିକ ବିପର୍ଯ୍ୟୟ ଓ ଆଧୁନିକ ପ୍ରଯୁକ୍ତି

ଇଂ. ମାୟାଧର ସ୍ବାଇଁ ଭା ଭାରତର ପୂର୍ବ ଉପକୂଳ ଏବଂ ବିଶେଷକରି ଆମ ରାଜ୍ୟ ଓଡ଼ିଶା ଅନେକଥର ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମେ ଯଦି ନିକଟ ଅତୀତର ବାତ୍ୟାଗୁଡ଼ିକୁ ଦେଖିବା, ୧୯୯୯ର ମହାବାତ୍ୟା, ୨୦୧୩ର ଫାଇଲିନ୍‌, ୨୦୧୪ର ହୁଡ୍‌ହୁଡ୍‌, ୨୦୧୮ର…

ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତିର ପୁନରୁଦ୍ଧାର ଏବଂ ମାତୃଭୂମିର ସୁରକ୍ଷା ନିମିତ୍ତ ପ୍ରୟାସ ବା ତାଙ୍କର ଅଧୁରା…

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌ ବେଶି କହିଲେ ଚଳେ। ତେଣୁ ଅଙ୍ଗଦାନ ଏକ ମହାନ୍‌ ଦାନ ଭାବେ ବିବେଚିତ ହେଉଛି।…

ଆଜିର ଅର୍ଥନୀତି/ ରେପୋ ହ୍ରାସର ସୁଫଳ ମିଳୁନି

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ରେପୋ ହାର ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି- ଆର୍ଥିକ ନୀତି କମିଟିର ଦ୍ୱିମାସିକ ସମୀକ୍ଷା ପରେ ଏହି ହ୍ରାସ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଘଟିଛି। ଏହା ମଧ୍ୟ ନୀତି ସ୍ଥିତିକୁ ‘ନ୍ୟୁଟ୍ରାଲ’…

ଏ ଧରା ତିଷ୍ଠିଛି କେମିତି

ଶିବରାମ ଶତପଥୀ ବେଳେବେଳେ ମନ ଗହନରେ ପ୍ରଶ୍ନଟିଏ ଉଙ୍କିମାରେ ଏତେ ଅନ୍ୟାୟ, ଅନୀତି ସତ୍ତ୍ୱେ ଏ ଧରା ତିଷ୍ଠିଛି କେମିତି? କଳିଯୁଗରେ କ’ଣ କ’ଣ ଘଟିବ ତାହା ବିଭିନ୍ନ ପୁରାଣରେ ବିଶେଷତଃ ଅଚ୍ୟୁତାନନ୍ଦଙ୍କ ମାଳିକା ଓ ଗୋସ୍ବାମୀ ତୁଳସୀ ଦାସଙ୍କ ଶ୍ରୀରାମଚରିତ…

ମାତୃପିତୃ ଗୁଣେ ସନ୍ତାନ

ରମେଶ ଚନ୍ଦ୍ର ସାମଲ ଯେକୌଣସି କାମ କଲେ ଏହାର ଫଳ ଭଲ କିମ୍ବା ମନ୍ଦ ହୋଇଥାଏ। ଭଲ କାମର ଫଳ ଭଲ-ଏହା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହୁଏ। ଏହାକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଏ। ମନ୍ଦ, ଦୁଷ୍ଟ କର୍ମର ଫଳକୁ ପାପ…

ଏଇ ଭାରତରେ

ଭାରତବର୍ଷରେ ଏପରି ସ୍ଥାନ ଅଛି ଯେଉଁଠି ପ୍ରତି ଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି, ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ…

ପାପୀମାନଙ୍କ ନର୍କ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ”ମାମା! ବାପା ଅଫିସରେ କ’ଣ କରନ୍ତି,“ ପୁଅ ପଚାରିଲା ମାଆକୁ। ”ସେ ମାଙ୍କଡ଼ମାନଙ୍କୁ ଡରାନ୍ତି,“ ମା’ ଉତ୍ତର ଦେଲେ। ବନ୍ୟପ୍ରାଣୀଙ୍କୁ ନେଇ କେତେ ଅଦ୍ଭୁତ ବୃତ୍ତିସବୁ ରହିଛି? ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। * ପ୍ରତ୍ୟହ…

ଗଣପ୍ରତାରଣାର ଖେଳ

ଡ. ସୁବାସ ଚନ୍ଦ୍ର ପାତ୍ର ୨୦୧୯ର ନିର୍ବାଚନ ତା’ ବାଟରେ ଚାଲିଗଲା, ହେଲେ ଛାଡ଼ି ଦେଇଗଲା ଅନେକ ଅସମାହିତ ପ୍ରଶ୍ନ। ନିର୍ବାଚନ ଏକ ପରୀକ୍ଷା ପରି, ପରୀକ୍ଷା ହେଲା, ତା’ର ଫଳ ବି ବାହାରିଲା। ରାଜନୈତିକ ଦଳଗୁଡ଼ିକ ଯେ ଯାହାର ବାଟରେ…

ନିଃସଙ୍ଗ ଶୈଶବ ଓ ବାର୍ଦ୍ଧକ୍ୟ

ଅରୁଣ ଦାସ ମୋର ଜଣେ ସାଙ୍ଗର ବଡ଼ଭାଇ ଦିଲ୍ଲୀରେ ରୁହନ୍ତି। ପେସାରେ ସେ ଜଣେ ଡାକ୍ତର ଓ ତାଙ୍କ ଧର୍ମପତ୍ନୀ ଏକ ବହୁଦେଶୀୟ କମ୍ପାନୀରେ କାର୍ଯ୍ୟ କରନ୍ତି। ନିଜ ବାପା ବୋଉ ଓ ଅନ୍ୟ ପରିବାର ସଦସ୍ୟ କଟକରେ ରହୁଥିବାରୁ ଦିଲ୍ଲୀରେ…

ଏଇ ଭାରତରେ

ଦୁଇ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ। ତାହାକୁ କିିଣିବା ପାଇଁ ଉଭୟେ ଚପଲରେ ପିଟାପିଟି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଝିମିଟି ଖେଳରୁ ମହାଭାରତ ସୃଷ୍ଟିହେବା ଭଳି ସାଧାରଣ କଥାକୁ ନେଇ ଦୁଇ ମହିଳା ଚୁଟି ଧରାଧରି ପର୍ଯ୍ୟନ୍ତ…

ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା କରିଥିବା ବେଳେ ଆଉ କେତେ ଜଣ ନୈତିକ ଦୃଷ୍ଟିକୋଣରୁ ଦାୟିତ୍ୱରୁ ଓହରିଯାଇଥିବା ଦେଖିବାକୁ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri