ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ
ଡ. ପ୍ରଫୁଲ୍ଲ କୁମାର ସାହୁ ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ ଛିଡ଼ାହୋଇଛି ଗାନ୍ଧିଜୀଙ୍କର ସେହି ସ୍ବପ୍ନର ଭାରତବର୍ଷ। ଦେଶକୁ ଲୁଣ୍ଠନ କରୁଥିବା ବଡ଼ ବଡ଼ ଶଠମାନେ…
ବୋଉର ଶାଢ଼ି
ରୁଦ୍ର ପ୍ରସନ୍ନ ରଥ ଓଡ଼ିଆ ଘରେ ଝିଅଟିଏ ବାହାହେଲା ବେଳେ ଶାଢ଼ିକୁ ବେଶ୍ ଗୁରୁତ୍ୱ ଦେଇଥାନ୍ତି। ଝିଅ କେଉଁ ଶାଢ଼ି ପିନ୍ଧି ମଣ୍ଡପ ଉପରକୁ ଯିବ, କେଉଁ ଶାଢ଼ି ପିନ୍ଧି ବେଦି ଉପରକୁ ଯିବ ଆଉ ଚତୁର୍ଥୀରେ କେଉଁ ଶାଢ଼ି ପିନ୍ଧିବ…
ଏଇ ଭାରତରେ
ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ। ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ ହୋଇଛି। ଏହା କରିଛନ୍ତି ଓଡ଼ିଶାର…
କମ୍ପାନୀ ହାତରେ ଚାଷ
ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଥିବାରୁ ଦେଶର ପ୍ରତ୍ୟେକ ରାଜନୈତିକ ଦଳ କୃଷକଙ୍କ ପାଇଁ ଦରଦ ଦେଖାଉଛନ୍ତି। ଋଣଛାଡ଼ଠାରୁ ଆରମ୍ଭ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାର ବ୍ୟବସ୍ଥା କରାଯାଉଛି। କିନ୍ତୁ କୃଷକ ତା’ କାର୍ଯ୍ୟ ମାଧ୍ୟମରେ କିଭଳି ସଶକ୍ତ…
ଜନସେବାର ପରିଭାଷା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ବିଧାୟକ ବା ସାଂସଦ ହେବାକୁ ଚାହୁଁଥିବା ପ୍ରାର୍ଥୀମାନେ କହୁଛନ୍ତି, ସେମାନେ ନିର୍ବାଚନରେ ଜିତିଲେ ଜନସେବା କରିବେ। ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ସେବା ହେଉଛି ଏକ ନିଷ୍କାମ କର୍ମ। ସେବା ପ୍ରତିଦାନର ଆଶା…
ଭାରତୀୟତା ଓ ଓଡ଼ିଶା
ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ମୁଁ ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍ ଥାଏ ୧୫ଟି। ଆମେ ଯେଉଁ ୧୫ ଜଣ ଛାତ୍ର ଅଧ୍ୟୟନ ପାଇଁ ବଛାଯାଇଥିଲୁ, ସମସ୍ତେ ୮ଟି ରାଜ୍ୟରୁ…
ଏଇ ଭାରତରେ
ମଣିଷର ଆଦିମ ସାଥୀ ହେଉଛି କୁକୁର। ଏହା ବିଶ୍ୱସ୍ତ ଭୃତ୍ୟ ପରି କାର୍ଯ୍ୟ କରିଥାଏ। ଅଧୁନା ମଣିଷ ବିଶ୍ୱାସଘାତକ ସାଜୁଥିବା ବେଳେ ଏହି ଇତର ପ୍ରାଣୀଟି ଯାହାର ଲୁଣ ଖାଏ ତାହାର ଗୁଣ ଗାଏ। ତାମିଲନାଡୁର ତାଞ୍ଜାଭୁରଠାରେ ଏକ ପୋଷା କୁକୁର…
ଦଳର ବଳ
ଆକାର ପଟେଲ ଆପଣ www.bjp.orgରେ ଲଗ୍ଅନ୍ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍କମ୍ ଟୁ ଦ ଓ୍ବେବ୍ସାଇଟ୍ ଅଫ୍ ଦ ଓ୍ବାର୍ଲଡ୍ସ ଲାର୍ଜେଷ୍ଟ ପାର୍ଟି’। ଭାଜପାର ୧୦ କୋଟି ସଦସ୍ୟ ଅଛନ୍ତି। ପ୍ରତି ୧୦ ବୟସ୍କ ଭାରତୀୟଙ୍କ ମଧ୍ୟରୁ ପ୍ରାୟ…
ବିବର୍ତ୍ତନବାଦ ଓ ଦଶାବତାର
ପ୍ରକାଶ ତ୍ରିପାଠୀ ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ପୁଷ୍ପକ ବିମାନରେ ଆକାଶମାର୍ଗରେ ଯାତାୟାତ କରୁଥିଲା। ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ଟିକିନିଖି ବିବରଣୀ ଯୁଦ୍ଧସ୍ଥଳଠାରୁ ବହୁ ଦୂରରେ ଅବସ୍ଥିତ ହସ୍ତିନାପୁର ରାଜପ୍ରାସାଦ ଭିତରେ ଅନ୍ଧ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ନିଜ ଆଖିରେ…
‘ସୋଲୋ’ର ସ୍ରଷ୍ଟା
ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରବୀନ୍ଦ୍ରନାଥ ଟାଗୋର ଲିଟେରାରି ଆଓ୍ବାର୍ଡ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ଲାଗି ପ୍ରଦାନ କରାଯାଉଛି। ଏହି ପୁରସ୍କାର ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଲିଗାସି ଭାବେ ଭାରତ ଓ ବିଶ୍ୱସ୍ତରୀୟ ସାହିତ୍ୟ, ଶିକ୍ଷା ଏବଂ ମାନବୀୟ ଚିନ୍ତା ଦିଗରେ…
ଏଇ ଭାରତରେ
କଥାରେ ଅଛି-‘ରଖେ ହରି, ମାରେ କିଏ?’ ଏହି ଆପ୍ତବାକ୍ୟଟି ସତ୍ୟରେ ପରିଣତ ହୋଇଛି ଜଣେ ୭ବର୍ଷର ବାଳିକା କ୍ଷେତ୍ରରେ। ତେଲେଙ୍ଗାନାର ମକଥଲ୍ ଅଞ୍ଚଳର ଏହି ବାଳିକାଟି ଦୁର୍ଘଟଣାବଶତଃ ତାଙ୍କ ପଡୋଶୀ ଘରର ଏକ ବାଥ୍ରୁମ୍ରେ ପଡ଼ିଯିବାର ୪ ଦିନ ପରେ ଉଦ୍ଧାର…
ନୂତନ ନଜିର
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍)ର ନୂତନ ନିର୍ଦ୍ଦେଶନାମା ଅନୁସାରେ ବିଦେଶରେ ଅବସ୍ଥାପିତ ଯେଉଁ ବାବୁମାନେ ଡ୍ୟୁଟି ସମ୍ପର୍କରେ ନିଜ କ୍ୟାଡର ରାଜ୍ୟକୁ ରିପୋର୍ଟ କରୁ ନ ଥିବେ, ସେମାନେ ସ୍ବେଚ୍ଛାକୃତ ଅବସର ଯୋଜନାରେ ଅବସର ନେବା…
Archives


