ସମ୍ପାଦକୀୟ

ଆଜିର ଅର୍ଥନୀତି/ବଜାରରୁ ସୂଚନା

୨୦୧୯ ନିର୍ବାଚନ ଫଳାଫଳର ବହୁଳାଂଶ ଏବେ ସ୍ପଷ୍ଟ ହୋଇଯାଇଛି, ତଥାପି ଅନେକ କିଛି ଖବରକାଗଜ ମୁଦ୍ରଣ ସୁଦ୍ଧା ବାକି ରହିଯାଇଛି। ଜଣାପଡ଼ିଥିବା ଫଳାଫଳରୁ ଏହା ସ୍ପଷ୍ଟ ଯେ, ନରେନ୍ଦ୍ର ଦାମୋଦରଦାସ ମୋଦି ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ…

ଜନଜାତି ସଂସ୍କୃତିରେ ନାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି ଏକ ସୁଦୀର୍ଘ ସାଂସ୍କୃତିକ ପରମ୍ପରା ସୃଷ୍ଟିକରିଥିବା ଆଦିବାସୀମାନେ ହିଁ ଏ ଦେଶର ମୂଳ ବାସିନ୍ଦା…

ମୂଢ ମଣିଷକୁ ମହାଶିକ୍ଷା

ଉପେନ୍ଦ୍ର ବିଶ୍ୱାଳ ସେ ଅନେକ ଦିନ ତଳର, ଆଜିପରି ଧୂ ଧୂ ଏକ ଖରାବେଳର କଥା। ରାଜ୍ୟ ପରିକ୍ରମାରୁ ନଅରକୁ ଫେରୁଥିଲେ ପଞ୍ଜାବକେଶରୀ ରଣଜିତ୍‌ ସିଂହ। ହଠାତ୍‌ ଟେକାଟିଏ ଆସି ମଥାରେ ବାଜେ। ଅଶ୍ୱପୃଷ୍ଠରୁ ଓହ୍ଲାଇ ଚଟ୍‌କରି ଚଟାଣରେ ବସିପଡ଼ନ୍ତି ନୃପତି।…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳେ। ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟର ଜଙ୍ଗଲରେ ବସବାସ କରୁଥିବା ଭୀଲ୍‌ ଜନଜାତି ସମ୍ପ୍ରଦାୟର ବିବାହ ପରମ୍ପରା ନିଆରା। ଏହିସବୁ ଜନଜାତିଙ୍କ ବିବାହରେ କନ୍ୟା ନିଜ ମଥାରେ…

ପଶମ ଶିଳ୍ପରେ ନିଷ୍ଠୁରତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ ଲୋକ ଭାବନ୍ତି, ହସଖୁସିରେ ଘାସ ଚରୁଥିବା ମେଣ୍ଢାମାନଙ୍କୁ ନେଇ ପଶମ (ଉଲ୍‌) ଶିଳ୍ପ ଗଠିତ। ଏହି ଶିଳ୍ପରେ କୌଣସି ପ୍ରାଣୀଙ୍କୁ ନିର୍ଯାତନା ଦିଆଯାଏ ନାହିଁ କିମ୍ବା ହତ୍ୟା କରାଯାଏ ନାହିଁ। ମେଣ୍ଢାମାନେ ଚୁପ୍‌ଚାପ୍‌ ଧାଡ଼ିରେ…

ବାତ୍ୟା ଓ ଅସହାୟ ଆଧୁନିକତା

ବିଚିତ୍ର ବିଶ୍ୱାଳ ସାମୁଦ୍ରିକ ବାତ୍ୟା ‘ଫନୀ’ର ତାଣ୍ଡବ ପରେ ଆମ ସମ୍ମୁଖରେ ଗୋଟିଏ ବିଷୟ ଉଜାଗର ହୋଇଛି, ତାହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖରେ ଅସହାୟ ହୋଇପଡ଼ୁଥିବା ଆମ ଆଧୁନିକ ଜୀବନଶୈଳୀ। ଆମ ଜୀବନଶୈଳୀ ଆମକୁ ଯଥେଷ୍ଟ ଅଏସ୍‌, ଆରାମ ଓ…

ଅବୈଧ ଗର୍ଭପାତ

ଡା. ଶୁଭଶ୍ରୀ ମିଶ୍ର ସୃଷ୍ଟି ସର୍ଜନାରେ ଜଣେ ପୁରୁଷ ସହିତ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମ୍ପ୍ରତି ଲିଭ୍‌-ଇନ୍‌-ରିଲେସନ୍‌ଶିପ୍‌ ହେଉ ବା ଅନ୍ୟ କିଛି ବାହାନାରେ କେତେକ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅବାଧ ମିଳାମିଶାର କୁପରିଣତିର ଶିକାର ମହିଳାଟି ହୋଇଥାଏ।…

ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ ୧୦୬ଟି ଭାଷାରେ ପଢ଼ି ଲେଖି ପାରୁଛନ୍ତି। ଏହି ବିସ୍ମୟ ବାଳକ ହେଉଛନ୍ତି ଚେନ୍ନାଇର ନିଆଲ…

ସମ୍ପାଦକୀୟ/ ସାହସୀ ଦୂତୀ

୬ ସେପ୍ଟେମ୍ବର ୨୦୧୮ରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ କହି ସୁପ୍ରିମକୋର୍ଟ ଆଇପିସିର ଦଫା ୩୭୭କୁ ଉଚ୍ଛେଦ କରି ଐତିହାସିକ ରାୟ ଦେଇଥିଲେ। ଏହାକୁ ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର) ବର୍ଗ ଅତି ଉଲ୍ଲାସର ସହ ସ୍ବାଗତ କରିଥିଲା।…

ବାତ୍ୟା ବିପତ୍ତି: ପ୍ରସ୍ତୁତି ଓ ପ୍ରତିକାର

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରି ରଖିଛି ପ୍ରଳୟଙ୍କରୀ ବାତ୍ୟା ଫନୀର ପ୍ରଭାବ। ୧୪ଟି ଜିଲାରେ କ୍ଷୟକ୍ଷତି ଘଟାଇଥିବା ଫନୀ କିନ୍ତୁ ପୁରୀ ଓ ଖୋର୍ଦ୍ଧାକୁ ପ୍ରଚଣ୍ଡ ପ୍ରହାର କରିଛି। ୧୯୯୯ ମହାବାତ୍ୟା ପରବର୍ତ୍ତୀ…

ବିଲୁପ୍ତି ପଥେ ଜୈବବିବିଧତା

ବସନ୍ତ କୁମାର ଦାସ ଆମ ପରିବେଶରେ ବଞ୍ଚି ରହିଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଉପସ୍ଥିତି ଓ ଅବସ୍ଥିତିକୁ ଜୈବବିବିଧତା କୁହାଯାଏ। ଜୀବମାନଙ୍କର ବିବିଧତାକୁ ଜୈବବିବିଧତା ମଧ୍ୟ କହନ୍ତି। ଆଜି କିନ୍ତୁ ଜୈବବିବିଧତା ବିପନ୍ନ ତଥା ସଂକଟରେ। ଏହାର…

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରିପଥ ଅତିକ୍ରମ କରିପାରେ। ଗଭୀର ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ କୌଣସି ବ୍ୟକ୍ତି ନିଶ୍ଚୟ ସଫଳ ହୋଇପାରନ୍ତି। ଉତ୍ତରପ୍ରଦେଶ ଗାଜିଆବାଦ ଅନ୍ତର୍ଗତ ପ୍ରତାପବିହାରର ଅମୃତା ଆନନ୍ଦମୟୀ କୁଟୀରମ୍‌ରେ ବାସ କରୁଥିବା ଗୁଡ୍ଡିଙ୍କ ଇଚ୍ଛାଶକ୍ତି ଆଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri