ସମ୍ପାଦକୀୟ

ବାବୁଙ୍କ ଲାଗି ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିନକର ଗୁପ୍ତାଙ୍କ ନିଯୁକ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌) ଦ୍ୱାରା ରଦ୍ଦ ହେବା ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଝଟ୍‌କା ହୋଇଛି, ଯଦିଓ ଏହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ନୁହେଁ।…

ଓଡ଼ିଶାର ଲେନିନ୍‌ : ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ…

ଇଲେକ୍ଟୋରାଲ ବଣ୍ଡ୍‌: ଏସ୍‌ବିଆଇର ମିଛ

ନୀତିନ୍‌ ସେଠୀ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ, ଅସମ୍ପୂର୍ଣ୍ଣ ବା ସ୍ଥଳବିଶେଷରେ ମିଥ୍ୟା ତଥ୍ୟ ଦେଇଥିବା ବେଳେ ସ୍କିମ୍‌ ସମ୍ବନ୍ଧୀୟ ସବୁ ସୂଚନା…

ଏଇ ଭାରତରେ

ଗରିବଙ୍କ ସେବା କୌଣସି ପୂଜାଠାରୁ ବି ଅଧିକ। ଏମିତି ଭାବନା ନେଇ ଧାନବାଦର କେତେଜଣ ଯୁବକ ପ୍ରତିମାସରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସେମାନେ ନିଜସ୍ବ ଉଦ୍ୟମରେ ଏହି ସେବା କରୁଛନ୍ତି। ଯୁବକମାନେ ଧାନବାଦ ରାଇଜିଂ ଚ୍ୟାରିଟେବଲ ସୋସାଇଟି ଗଠନକରି ପ୍ରତିମାସ ଦ୍ୱିତୀୟ…

ଆଜିର ଅର୍ଥନୀତି/ ସତ କହିବେ ତ

ଭାରତ ଏବେ ସବୁଠୁ ଖରାପ ଆର୍ଥିକ ଅବସ୍ଥା ଦେଇ ଗତି କରୁଛି, ଯାହା ଅନେକ ଦଶନ୍ଧି ଭିତରେ ଦେଖାଯାଇ ନ ଥିଲା। ଏହିପରି ସ୍ଥିତିରେ ବାର୍ଷିକ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା କେନ୍ଦ୍ର ସରକାରଙ୍କ ପାଖରେ ଅନେକ ଆହ୍ବାନ ଓ ସୁଯୋଗ…

ଆଶ୍ରମ ସ୍କୁଲର ଅବସ୍ଥା

ଅନ୍ନପୂର୍ଣ୍ଣା ପାଣ୍ଡେ ଦୀର୍ଘଦିନ ହେଲା ବିଦେଶରେ ରହି ମଧ୍ୟ ମୁଁ ଦେଶମାଟିକୁ ଭୁଲିପାରିନାହିଁ। ବରଂ କିଛି ଅଘଟଣ ଘଟିବା ଖବର ପାଇ ବେଶି ବେଶି ଘାରି ହୋଇଛି। ଖବରକାଗଜରେ ପଢିଲି ଆଶ୍ରମ ବିଦ୍ୟାଳୟରେ ୧୩ ବର୍ଷର ଝିଅ ଅନ୍ତଃସତ୍ତ୍ୱା। ଆଉ ଗୋଟିଏ…

ଇଲେକ୍ଟୋରାଲ ବଣ୍ଡ୍‌: ରାଜକୋଷକୁ ମାଡ଼

ନୀତିନ୍‌ ସେଠୀ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମରେ ପରିବର୍ତ୍ତନ କରିବା ପାଇଁ ମୋଦି ସରକାରଙ୍କ ପ୍ରସ୍ତାବକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲେ। ରାଜ୍ୟ ସଭାର ସମ୍ମତିର ଆବଶ୍ୟକତା ଥିଲେ ମଧ୍ୟ ତାହା ବାହାରେ ଯାଇ ସରକାର ଲୋକ ସଭାରେ…

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଥିବାବେଳେ ତାହାକୁ ବଞ୍ଚାଇ ରଖିତ୍ବାକୁ ପ୍ରୟାସ କରୁଛନ୍ତି ଗ୍ବାଲିୟର୍‌ର କେତେଜଣ ଯୁବକ।…

ସ୍ତନକର୍କଟ ଓ ଦୁଗ୍ଧଜାତ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସକୁ ସ୍ତନକର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଲକ୍ଷାଧିକ ମହିଳା ସ୍ତନକର୍କଟରେ ପ୍ରାଣ ହରାନ୍ତି। ଏଥିରେ ମୋ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୋର ଅନେକ ବନ୍ଧୁଙ୍କର ବି…

ଗାନ୍ଧିଜୀ: ହତ୍ୟା ନା ଦେହାବସାନ

ଡ. ରମେଶ ଚନ୍ଦ୍ର ପରିଡ଼ା ଗାନ୍ଧିଜୀଙ୍କୁ ସାମାନ୍ୟତମ ବୁଝିଥିବା ଲୋକଟିଏ କଦାପି ବିଶ୍ୱାସ କରିପାରିବ ନାହିଁ ଯେ ତାଙ୍କୁ ହତ୍ୟା କରିବା ସମ୍ଭବ ବୋଲି। ତାଙ୍କୁ ହୁଏ ତ ମନେହେବ, ଏହା ଥିଲା ତାଙ୍କର ଦେହାବସାନ- ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ଜରାଶବର ନିମିତ୍ତମାତ୍ର…

ପୃଥିବୀ ନିଶ୍ଚିହ୍ନ ହେବ କି

ଡ. ନିଖିଳାନନ୍ଦ ପାଣିଗ୍ରାହୀ କେହି ରହି ନାହିଁ ରହିବେ ନାହିଁଟି ଭବ ରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ।“ (ରାଧାନାଥ ରାୟ) ଏହି ସୁବିଦିତ ପଦ୍ୟାଂଶରେ ପୃଥିବୀକୁ ଏକ ରଙ୍ଗମଞ୍ଚ ହିସାବରେ କଳ୍ପନା…

ଏଇ ଭାରତରେ

ନାଗରିକତ୍ୱ ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲାର ଓ୍ବଜିରଗଞ୍ଜ ହିନ୍ଦୁ-ମୁସଲମାନ ଏକତାର ଏକ ଅଧ୍ୟାୟ ଲେଖିଚାଲିଛି। ଓ୍ବଜିରଗଞ୍ଜ ବ୍ଲକର ରସୁଲପୁରସ୍ଥିତ ଏକ ମଦ୍ରାସାରେ ଉଭୟ ହିନ୍ଦୁ ଓ ମୁସଲମାନ ପିଲା ପଢୁଛନ୍ତି। ସେଠାକାର ମୁସଲମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri