ଦୁର୍ଗା ପୂଜା

୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି

କୋଲକାତା,୨୬।୯:ନବରାତ୍ର ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ବତନ୍ତ୍ରତା ବଜାୟ ରଖିଛି।…

6 years ago

ମା’ ଦୁର୍ଗାଙ୍କ ଗହଣା ଉପରେ ନଜର ପକାଇଲେ ଚୋର, ପରିଣତି କ’ଣ ହେଲା ଜାଣନ୍ତୁ…

ମା’ ଦୁର୍ଗାଙ୍କ ମହିମା ଅପାର। ତାଙ୍କ ଉପରେ ଭରସା କରି ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି ଭକ୍ତ। ଆଜି ମା’ଙ୍କ ଏପରି ଏକ ଚମତ୍କାରିତା ବିଷୟରେ…

6 years ago

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର ଅତିରିକ୍ତ…

6 years ago

‘ଅକ୍ଷରଧାମ’ରେ ବିରାଜିବେ ମା’

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍‌ ତୋରଣ ସାଙ୍ଗକୁ ଆଖି ଝଲସା ସାଜସଜ୍ଜାକୁ…

6 years ago

ନିରାଡ଼ମ୍ବର ପୂଜା କରିବ ଡିଷ୍ଟ୍ରିକ୍ଟ ସେଣ୍ଟର ପୂଜା କମିଟି : ନବମୀରେ ନିଆରା କୁମାରୀ ପୂଜା

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ହେଲାଣି ଭୁବନେଶ୍ୱର। ପୂଜା କମିଟିର ପ୍ରସ୍ତୁତି ଜୋର୍‌ଦାର ଚାଲିଥିବାବେଳେ ତୋରଣ ବନ୍ଧା ସହ ଅନ୍ୟାନ୍ୟ…

6 years ago

ଡମଣା ଦୁର୍ଗାପୁଜା କମିଟି : ଯୋଶେଫ ପିଟ୍ସବର୍ଗ ପ୍ୟାଲେସ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସବୁବର୍ଷ ନିଜର ତୋରଣରେ ନୂତନତ୍ୱ ଆଣୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ସହରବାସୀଙ୍କୁ ଭିନ୍ନ ଭେଟି ଦେବାକୁ ପ୍ରୟାସ କରିଛି। ତୋରଣରେ ଦେଖିବାକୁ ମିଳିବ…

6 years ago

ଶାରଦୀୟ ପୂଜା: ଏଥର ମା’ ଆସୁଛନ୍ତି ହାତୀରେ, ଯିବେ ଘୋଡାରେ

ପାଖେଇ ଆସୁଛି ନବରାତ୍ରୀ। ଚଳିତ ବର୍ଷ ଏହି ପବିତ୍ର ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୭ ଅକ୍ଟୋବରରେ ଶେଷ ହେବ। ନବରାତ୍ରୀର ଏହି ନ’ଟି ଦିନରେ…

6 years ago

ଶୋଭାପାଇବ ପ୍ୟାରିସ୍‌ର ଡିଜ୍‌ନିଲ୍ୟାଣ୍ଡ ପାର୍କ

କଟକ ରୋଡ,୧୯।୯(ଡି.ଏନ୍‌.ଏ.): ଚଳିତବର୍ଷ ଝାରପଡ଼ା ଦୁର୍ଗାପୂଜା ସମିତି ନବମ ବର୍ଷରେ ପହଞ୍ଚିଛି। ପୂର୍ବରୁ ବିଭିନ୍ନ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ପୂଜା ସମିତି…

6 years ago

ବମିଖାଲ ଦୁର୍ଗାପୂଜା ସମିତି : ତୋରଣରେ ଜମ୍ମୁ-କଶ୍ମୀର ପ୍ୟାଲେସ

ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ବର୍ଷରେ ପଦାର୍ପଣ କରିଛି। ପୂର୍ବରୁ ଅନେକ ତୋରଣ ନେଇ ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଏ ବର୍ଷ ସହରାଞ୍ଚଳ ରାସ୍ତା…

6 years ago

ଦୁର୍ଗାପୂଜା ପୂର୍ବରୁ ନବରାତ୍ରୀର ରହିଛି ବିଶେଷ ମହତ୍ୱ

ଦୁର୍ଗାପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ ବୋଲି କୁହାଯାଏ। ଶାରଦୀୟ ନବରାତ୍ରୀ ସବୁଠାରୁ ଶୁଭ ବୋଲି ମଧ୍ୟ କୁହାଯାଏ। ବିଶେଷ କରି ଏହା ହିନ୍ଦୁମାନଙ୍କ ପାଇଁ ବିଶେଷ…

6 years ago