ଜେଲ୍ ଫେରନ୍ତା ବଳାତ୍କାର ଅଭିଯୁକ୍ତଙ୍କୁ ତୀରମାଡ଼ କରି ହତ୍ୟା
କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ଜଣେ କାମାନ୍ଧ ଯୁବକଙ୍କୁ ଜେଲ ଦଣ୍ଡ ପରେ ମଧ୍ୟ ତାଙ୍କର ଚରିତ୍ରରେ କୌଣସି ଫରକ ନ ପଡ଼ିବା ଯୋଗୁ ତାଙ୍କୁ ତୀର ବିନ୍ଧି ହତ୍ୟା କରାଯିବା ଭଳି ନିନ୍ଦନୀୟ ଘଟଣା ଘଟିଛି ବୀରମିତ୍ରପୁର ଥାନା ଅଞ୍ଚଳରେ। ଏହି…
ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର
ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣା…
ଅଫିମ ଫସଲ ନଷ୍ଟ କଲେ ସୁରକ୍ଷାକର୍ମୀ
ରାଉରକେଲା,୨୭ା୨(ସଙ୍ଗୀତା ଜେନା): ଝାଡଖଣ୍ଡ ଓ ଓଡ଼ିଶା ସୀମାନ୍ତରେ ମାଓବାଦୀ ସମସ୍ୟା ବ୍ୟତୀତ ନିଶା କାରବାର ବୃଦ୍ଧି ହେବାରେ ଲାଗିଛି। ଅଫିମ ଓ ଅନ୍ୟ ନିଶାଚାଲାଣ ପାଇଁ ଏହାକୁ ଅଧିକ ପରିମାଣରେ ଚାଷ ମଧ୍ୟ କରାଯାଉଛି। ବଣପାହାଡ ଘେରା ସୀମାନ୍ତ ଅଞ୍ଚଳରେ ଏକର…
କାମ କରିବା ବେଳେ ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ୩ ଶ୍ରମିକ
ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ ଉତ୍ତୋଳିତ ଲୁହାପଥରକୁ କନଭେୟର ବେଲ୍ଟ ସାହାଯ୍ୟରେ ରପ୍ତାନୀ ପାଇଁ କାମ ଚଳାଇଛି। ଏହି କାମ…
ଜଙ୍ଗଲରେ ମୟୂର ଶିକାର: ଜଣଙ୍କୁ ମାଡ଼ିବସିଲା ବନବିଭାଗ
ବଣାଇଁ,୨୪ା୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜର ରୁଷିମଠ ସଂରକ୍ଷିତ ଜଙ୍ଗଲରେ ସୋମବାର ମୟୂର ଶିକାର କରୁଥିବା ସମ୍ପର୍କରେ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ତାମଡା ରେଞ୍ଜ କଣ୍ଟାପାଲି ବିଟର କର୍ମଚାରୀଙ୍କ ସମେତ ବନ ବିଭାଗ ଫ୍ଳାଇଙ୍ଗ…
ଜାମିନ୍ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ
ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍ରେ…
ଠିକାଦାରଙ୍କୁ ଗୁଳିମାଡ଼
ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ବିଜୟ ଲାକ୍ରା। ବିଜୟଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ…
ଓଲଟିଲା OSRTC ବସ୍
ବଣାଇଁ,୨୨ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ୧୦ ନମ୍ବର (କ) ରାଜ୍ୟ ରାଜପଥ ମୁଚୁରିନାଳି ଗ୍ରାମ ନିକଟରେ ସୁନ୍ଦରଗଡ଼ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ୍ ପ୍ରାୟ ୧୨.୩୦ରେ ଭାରସାମ୍ୟ ରାସ୍ତାର ଖାଲ…
ନୂଆ ବସ୍ଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ
ସୁନ୍ଦରଗଡ,୨୦ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲୁହୁରାଢିପା ସ୍ଥିତ ନୂଆ ବସଷ୍ଟାଣ୍ଡରେ ବୁଧବାର ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପାଇଁ ଗତ ୧୪ତାରିଖରେ ପୌରପ୍ରଶାସନ ପକ୍ଷରୁ ଜବର ଦଖଲକାରୀ ଦୋକାନୀଙ୍କୁ ନୋଟିସ ଜାରି କରାଯାଇଥିଲା। ବୁଧବାର ସକାଳ…
ଅର୍ଥ ଆଦାୟ, ଧର୍ମାନ୍ତରୀକରଣ ଷଡଯନ୍ତ୍ର ଅଭିଯୋଗ, ଭାଜପା ନେତାଙ୍କୁ ବିରୋଧ
ବଣାଇଁ, ୧୭।୨(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ କିଷାନ ସମାଜ ପକ୍ଷରୁ ତାଙ୍କ ଜାତିକୁ ଆଳ କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ଜାତି ଭିତ୍ତିକ ସଂଗଠନ କରି ଅର୍ଥ ଆଦାୟ କରିବା ନେଇ ଆଜି ବିରୋଧ ପ୍ରଦର୍ଶନ କରାଯିବା ସହ ବଣାଇଁ…
କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍ପି
ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ରାଉରକେଲା ଏସ୍ପି ନିତେଶ ୱାଧୱାନୀ । ନିଲମ୍ବିତ କନେଷ୍ଟବଳ ଦ୍ବୟ ହେଲେ ସୁରେନ୍ଦ୍ର କୁମାର କିଷାନ ଏବଂ ମହିଳା କନେଷ୍ଟବଳ ବୈଦେହୀ କୁମରା । ସୂଚନା…
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଅପହରଣ କରି ବଳାତ୍କାର
ରାଉରକେଲା,୧୩।୨(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ବଜାର କରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅପହରଣ କରି ଏକ ନିକାଞ୍ଚନ ସ୍ଥାନରେ ବଳାତ୍କାର କରିଥିବା ଅଭିଯୋଗ…
Archives


