ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଜଣେ ଯବାନ ଗୁରୁତର
ବଣାଇଁ,୩।୭(ପ୍ରଦୀପ ତ୍ରିପାଠୀ): ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ l ଏଥିନେଇ ଝାରଖଣ୍ଡରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଲଗାତାର ସର୍ଚ୍ଚ ବା କମ୍ବିଂ ଅପରେଶନ ଜାରି ରଖିଥିବାବେଳେ ଆଖିଦୃଶିଆ…
ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥରେ ଧସିଲା ମାଟି ଅତଡ଼ା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଅଞ୍ଚଳରେ ଲାଗିରହିଛି ଲଗାଣ ବର୍ଷା। ବଣ ପାହାଡ଼ ଘେରା ଉପଖଣ୍ଡରେ ଜଙ୍ଗଲି ଝରଣା ଓ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ନୂତନ ଭାବେ ନିର୍ନିତ ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର…
ବନ୍ଧାହେଲେ କୋଟିପତି ଅଧିକାରୀ: ୮୪ ଏକର ଜମି ସାଙ୍ଗକୁ ଘରେ ରଖିଥିଲେ ପୁଳାପୁଳା ସୁନା
ଭୁବନେଶ୍ୱର,୧।୭: ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ…
ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର
ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗ୍ରାମରେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁରଟି ଅଦ୍ୟାବଧି ଦଶ ଜଣରୁ ଉର୍ଦ୍ଧ୍ୱଙ୍କୁ କାମୁଡିଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ଏହି କୁକୁର ଆକ୍ରମଣର ଶିକାର…
ଓଲଟିଲା ଚାଉଳ ବୋଝେଇ ଟ୍ରକ: ପାଣିରେ ଭାସୁଛି କୋଡ଼ିଏ ଟନରୁ ଉର୍ଦ୍ଧ୍ୱ ବସ୍ତା ଚାଉଳ
ବଣାଇଁ,୩୦।୬(ପ୍ରଦୀପ ତ୍ରିପାଠୀ): ଠିକାଦାରଙ୍କ ରାସ୍ତା ନିର୍ମାଣରେ ଅବହେଳା ଯୋଗୁ ବାରମ୍ବାର ଆଜି ପୁଣି ଏକ ଦୁର୍ଘଟଣା ଯୋଗୁ ବଣାଇଁ ଥାନା ଅନ୍ତର୍ଗତ ବାର୍ହାମୂଷା ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି l ଦୁଇଦିନ ଧରି ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା…
ଘରେ ଶୋଇଥିଲେ, କାମୁଡ଼ି ଦେଲା ବିଷାକ୍ତ ସାପ: ଆଉ ତା’ପରେ…
ବଣାଇଁ, ୩୦।୬(ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ନରେନ୍ଦ୍ର ପଞ୍ଚାୟତର ଦୁଇଟି ଗ୍ରାମରେ ଜଣେ ଯୁବକ ଓ ଜଣେ ନାବାଳିକା ଝିଅର ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଗତ କାଲି ରାତିରେ କଟୁରୀଧୁଆ ଗ୍ରାମର ଶୁକଦେବ…
‘୫୦୦ ଟଙ୍କା ନେଇ କାହା ସହ ବୁଲି ଯାଇଥିଲୁ?’ ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ
ରାଉରକେଲା,୨୮।୬(ସଂଗୀତା ଜେନା): ଦକ୍ଷିଣ ରାଉରକେଲା ଜଳଦା “ଏ” ବ୍ଲକ ଅନ୍ତର୍ଗତ ଫେଟ୍ କଲ୍ ଛକ ସ୍ଥିତ ହାଟିନଟୋଲା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚରିତ୍ରକୁ ସନ୍ଦେହ ସହ ମାତ୍ର ୫ଶହ ଟଙ୍କା ପାଇଁ ସ୍ତ୍ରୀଙ୍କ ଜୀବନ ନେଇଯାଇଛନ୍ତି। ମୃତକ ହେଲେ…
ଆଜି ବି ନବ ଦାସଙ୍କ ଘରେ ରେଡ୍
ଭୁବନେଶ୍ୱର,୨୦।୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଶୁକ୍ରବାର ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ଅଧିକାରୀମାନେ ଝାରସୁଗୁଡ଼ା ସ୍ଥିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛନ୍ତି।…
କଡ଼ ଲେଉଟାଉଛି ମାଓବାଦୀ ସଂଗଠନ: କମ୍ବିଂ ଅପରେଶନ ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ସିଆର୍ପିଏଫ ଅଧିକାରୀ ଶହୀଦ
ବଣାଇଁ,୧୪।୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ-ଲଙ୍ଗଳକଟା ନିକଟ ସିଲିକୁଟା ସଂରକ୍ଷିତ ଜଙ୍ଗଲରେ ଶନିବାର ପ୍ରତ୍ୟୁଷରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟଣାରେ ଆହତ ସିଆର୍ପିଏଫ ଏଏସଆଇ ସତ୍ୟବାନ କୁମାର ସିଂ, ଗୁରୁତର ଅବସ୍ଥାରେ ରାଉରକେଲାର…
ଜନଗହଳିପୂର୍ଣ୍ଣ ପଡ଼ିଆରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ
ରାଉରକେଲା,୧୨ା୬(ସଙ୍ଗୀତା ଜେନା): ସେକ୍ଟର ୧୫ଥାନା ଅନ୍ତର୍ଗତ ସେକ୍ଟର ୭/୧୭ଛକ ପଛରେ ଗୁରୁବାର ପୂର୍ବାହ୍ନରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର ସୂଚନା ପାଇ ପୋଲିସ ଓ ଫରେନ୍ସିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁଧ୍ୟାନ…
ହୋମଗାର୍ଡ ପଦବୀ ପାଇଁ ଭିଡ଼ ଜମାଇଲେ ଇଞ୍ଜିନିୟର, ଏମବିଏ, ଏମସିଏ ଡିଗ୍ରିଧାରୀ; ପରୀକ୍ଷା ବେଳେ ଜଗିଲା ଡ୍ରୋନ୍
ରାଉରକେଲା,୯ା୬: ସୋମବାର ରାଉରକେଲାରେ ପୋଲିସ ଦ୍ୱାରା ଆୟୋଜିତ ହୋମଗାର୍ଡ ନିଯୁକ୍ତି ପରୀକ୍ଷାରେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ଉପସ୍ଥିତ ଦେଖିବାକୁ ମିଳିଛି। ଯଦିଓ ଏହି ଚାକିରି ପାଇଁ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା କେବଳ ପଞ୍ଚମ ଶ୍ରେଣୀ। ୨୨ଟି ପୋଲିସ ଷ୍ଟେସନରେ ମାତ୍ର ୧୦୭ଟି…
ଭଉଣୀଙ୍କୁ ହତ୍ୟା କରିବା ପରେ ଡାକ୍ତରଖାନା ଆଣିଥିଲେ ହତ୍ୟାକାରୀ ଭାଇ, ହେଲେ…
ବଣାଇଁ,୯ା୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା। ଏଥିରେ ବିଜୟଙ୍କ ବଡ଼ବାପା ଝିଅ ବଡ଼…
Archives


