ସୁନ୍ଦରଗଡ଼

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁନ୍ଦରଗଡ ଜିଲା କେନ୍ଦ୍ରସମବାୟ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ପ୍ରଦାନ

ସୁୁନ୍ଦରଗଡ, ୮ା୪ (ଡି.ଏନ୍‌.ଏ)- କରୋନା ମୁକାବିଲା ପାଇଁ ସୁନ୍ଦରଗଡ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବ୍ୟାଙ୍କର ସଭାପତି ଭବାନୀ ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ…

ନିୟମ ଫାଙ୍କି ଠିକାଦାର ଗିରଫ

ନୂଆଗାଁ, ୬।୪ (ଡି.ଏନ.ଏ.) ଦେଶରେ ଲକ୍‌ ଡାଉନ ଯୋଗୁ କଟକଣା ଲାଗିଛି। ଏହି ସମୟରେ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ନୂଆଗାଁରେ ରବିବାର ରାତିରେ ଜଣେ ଠିକାଦାର ଏହି ନିୟମ ନ ମାନିବା ତାଙ୍କ ପାଇଁ…

ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଲେ ଯୁବକ

ବଡଗାଁ, ୬।୪ (ଡି.ଏନ.ଏ.)-ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗାକଛାର ଗ୍ରାମର ସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ପାଚେରୀ ଡେଇଁ ପଳାଇଛନ୍ତି। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନପ୍ରତିନିଧିମାନେ ତାଙ୍କୁ ପୁଣି କେନ୍ଦ୍ରକୁ ଆଣିଥିଲେ…

ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍

ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ କେବଳ ସକାଳ ୬ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଶନ…

କରୋନା ମୁକାବିଲା ଅଭିଯାନରେ ସାମିଲ ହେଲେ ବିଧାୟିକା

ସୁନ୍ଦରଗଡ, ୨ା୪ (ଡି.ଏନ୍‌.ଏ) : କରୋନା ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ ପୌରାଞ୍ଚଳ ଓ ସଦର ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ସେ ଲୋକଙ୍କୁ ସଚେତନ କରୁଛନ୍ତି। ବିଧାୟିକା ସୁନ୍ଦରଗଡ ନାରୀ କଲ୍ୟାଣ କେନ୍ଦ୍ରଠାରେ…

ରାଉରକେଲା ହାଇଟେକ ମେଡିକାଲ କଲେଜ ହେବ କରୋନା ହସ୍ପିଟାଲ

କଟକ ଅଫିସ, ୧।୪: କୋଭିଡ-୧୯ ଭୂତାଣୁ ଏବେ ଷ୍ଟେଜ-୨ରେ ଥିବାବେଳେ କାଳେ ଗୋଷ୍ଠୀ ସଂକ୍ରମଣ ହେବ ଆଶଙ୍କା କରି ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ପରେ ଗୋଟିଏ ସ୍ବତନ୍ତ୍ର କରୋନା ହସ୍ପିଟାଲ ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ (ପିପିପି) ମୋଡ୍‌ରେ କାର୍ଯ୍ୟକ୍ଷମ କରାଯାଉଛି।…

୬୦ ଶ୍ରମିକଙ୍କୁ ଅଟକାଇଲା ହାତୀବାରୀ ପୋଲିସ

ରାଉରକେଲା/ନୂଆଗଁ।,୧ା୪: ସୁନ୍ଦରଗଡ ଜିଲା ହାତୀବାରୀ ଥାନା ସମ୍ମୁଖରେ ବୁଧବାର ବିଶାଖାପାଟଣାରୁ ଫେରୁଥିବା ୬୦ ଶ୍ରମିକଙ୍କୁ ପୋଲିସ ଅଟକ ରଖିଛି। ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ କାନପୁର ଅଞ୍ଚଳର ହୋଇଥିବା ବେଳେ ଏଲଏଣ୍ଡଟି କମ୍ପାନୀରେ କାମ କରୁଥିବା ପ୍ରକାଶ କରିଛନ୍ତି। ଗତ ସୋମବାର…

ଧରା ପଡିଲା ପିଡିଏସ୍‌ ସାମଗ୍ରୀ କଳା ବଜାର

ରାଉରକେଲା ଅଫିସ,୧ା୪: ଲକ୍‌ ଡାଉନ ଭଳି ଦୁର୍ଦ୍ଦିନ ସମୟରେ ସରକାର ଖାଉଟିଙ୍କୁ ୩ ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏହାକୁ କେତେକ ଅସାଧୁ ବ୍ୟବସାୟୀ କଳା ବଜାର କରିବା ନଜରକୁ ଆସିଛି। ବୁଧବାର ଇସ୍ପାତ ମାର୍କେଟର ଏକ…

କରୋନା ଭୟ: ଗାଁ ଜଗିଛନ୍ତି ଚାନ୍ଦିପୋଷର ଚାନ୍ଦମଣି

ରାଉରକେଲା ଅଫିସ, ୧ା ୪ – ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରଗେଡା ବାସିନ୍ଦା ଚାନ୍ଦମଣି ସାଣ୍ଡିଲ। ଚାଷୀ ପରିବାରର ଏହି ଉଚ୍ଚ ଶିକ୍ଷିତ ଝିଅ ବେଶ ସ୍ବାସ୍ଥ୍ୟ ସଚେତନ। ଗ୍ରାମାଞ୍ଚଳରେ ଯେମିତି କରୋନା ଭୂତାଣୁ ନ…

କରୋନା ଦୁଃଖ

ପ୍ରାଣଘାତୀ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜନତା କର୍ଫ୍ୟୁଠାରୁ ଆରମ୍ଭ କରି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜନସାଧାରଣ ବାହାରକୁ ନ ଆସି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ…

କରୋନା ମୁକାବିଲା: ଗାଁ ରାସ୍ତା ସିଲ୍‌ କଲେ ଯୁବକ

ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସମ୍ବଲପୁର ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ରହିଥିବା ଦେଖିବାକୁ ମିଳୁଛି । ଶାସନ ଥାନା ବହିଦାରନୂଆଁପାଲି ଗ୍ରାମକୁ ଯୁବକମାନେ ସିଲ୍‌ କରିଦେଇଛନ୍ତି । ଗାଁ…

ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍‌ଲାପନ ତାହାକୁ କଲ୍‌ବଲ କରିପକଉଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri