ବଣାଇଁ,୧୪।୧୨(ସ୍ବ.ପ୍ର. ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗିଯିବାରୁ ଯୁକ୍ତ ତିନି ପଢୁଥିବା ଜଣେ…
ରାଉରକେଲା,୧୧ା୧୨(ଡି.ଏନ୍.ଏ.): ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଫାଟକର ଗଳା ବାଟ ଦେଇ ପାରି ହେଉଥିବା ବେଳେ ୩ ଜଣଙ୍କୁ ଘୋଷାଡ଼ି ନେଇଛି…
ସୁନ୍ଦରଗଡ,୬।୧୨(ଡି.ଏନ୍.ଏ.): ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ସୋମବାର କଂଗ୍ରେସ ଛାଡ଼ିଛନ୍ତି। ଡା ମାଝି ଆନୁଷ୍ଠାନିକ ଭାବେ…
ସୁନ୍ଦରଗଡ,୬।୧୨(ଡି.ଏନ୍.ଏ.): କଂଗ୍ରେସର ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ଦଳ ଛାଡିବେ। ଏ ନେଇ ଡା ମାଝି…
ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ ତାହା…
ସୁନ୍ଦରଗଡ଼,୨୭।୧୧(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର…
ଟେନ୍ସା,୨୨ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଟେନ୍ସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍ଷ୍ଟାଣ୍ଡ ନିକଟରେ ଯାଇଥିବା ରେଲ୍ଓ୍ବେ ଟ୍ରାକ୍ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ଅଭିରାମ ମୁଣ୍ଡା…
ସୁନ୍ଦରଗଡ଼,୨୧।୧୧(ଡି.ଏନ୍.ଏ.): ସୁନ୍ଦରଗଡ ଜିଲା ଉଜ୍ବଳପୁର ରେଞ୍ଜ ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ରଷ୍ଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ରଷ୍ଚି ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯାଉଥିବା…
ବଣାଇ,୧୯ା୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତଥା ବଣାଇ ବନାଞ୍ଚଳ ଅନ୍ତର୍ଗତ ତେଣ୍ଡରା ଖସଡ଼ା ଜଙ୍ଗଲରେ ଗୁରୁବାର ଘଟିଥିବା ଏକ ଦନ୍ତାହାତୀର ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବାରେ…
ସୁନ୍ଦରଗଡ,୧୯ା୧୧(ଡି.ଏନ୍.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି…