ସୁବର୍ଣ୍ଣପୁର

ଚକା ଫାଟିଯିବାରୁ ଗାଡ଼ିରେ ନିଆଁ ଲଗାଇଦେଲେ ଡ୍ରାଇଭର

ବିନିକା,୬।୯: ସୁବର୍ଣ୍ଣପୁର ଜିଲା ବିନିକା ସହର ନୂଆବଜାରରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସଛି। ଜଣେ ଗାଡ଼ି ଡ୍ରାଇଭର ଏକ କାରରେ ନିଆଁ ଲଗାଇ ଦେଇଥିବା…

9 months ago

ଧାନଚାଷ ନଷ୍ଟ କଲେ ହାତୀପଲ: ଚିନ୍ତାରେ ଚାଷୀ

ଅମରପଲି,୬।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରମହାରାଜପୁର ରେଞ୍ଜ ଅଞ୍ଚଳରୁ ଯାଉ ନାହାଁନ୍ତି ହାତୀପଲ। ଅଞ୍ଚଳର ବିଭିନ୍ନ ଗ୍ରାମରେ ପ୍ରାୟ ଚାରିଦିନ ହେଲା ଉକ୍ତ ହାତୀପଲ ବ୍ୟାପକ ଧାନଚାଷ…

9 months ago

ପିଆଜ ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ଦେଖିଦେଲା ପୋଲିସ, ଆଉ ତା’ପରେ…

ସୋନପୁର,୨୯।୮(ମୃତ୍ୟୁଞ୍ଜୟ ଶତପଥୀ): ଓଡ଼ିଶାର କନ୍ଧମାଳ ଓ ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଗଞ୍ଜେଇର ଚାହିଦା ରାଜ୍ୟ ବାହାରେ ଖୁବ୍‌ ଅଧିକ। ହଜାର ହଜାର…

10 months ago

ଅଢ଼େଇ ବର୍ଷ ହେଲା କାମ ବନ୍ଦ

ସୋନପୁର,୨୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ଦଶନ୍ଧି ବିତି ଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ରହୁଛି। ସୁବର୍ଣ୍ଣପୁର ସହରକୁ ମହାନଦୀ ଓ…

10 months ago

ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ: ଫାଇଲେରିଆ ଔଷଧ ନେଲା ଜୀବନ

ସୁବର୍ଣ୍ଣପୁର,୧୪।୮: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିକଲପାଲି ଗାଁରେ ଗୁରୁବବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫାଇଲେରିଆ ଔଷଧ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…

10 months ago

ରାଷ୍ଟ୍ରପତି ଭବନ ଯିବେ ବିନିକାର ସୁରେଖା: ଆସିଲା ନିମନ୍ତ୍ରଣ

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ସହର ମନହାରି ପଡାର ସୁରେଖା ମଲ୍ଲିକ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଦେଶର ୭୯ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ…

10 months ago

ପୁରୀ ଯାଉଥିବାବେଳେ ଅଘଟଣ: ଟାଟା ୱିଙ୍ଗରକୁ ଧକ୍କା ଦେଲା ହାଇୱା, ୨୦ ତୀର୍ଥଯାତ୍ରୀ ଆହତ

ସୋନପୁର,୪l୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ନିକଟସ୍ଥ ଝିଙ୍କିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ରାସ୍ତା ପାଶର୍‌ବରେ ଛିଡ଼ା ହୋଇଥିବା ଟାଟା ୱିଙ୍ଗର ଭ୍ୟାନ(ନଂ ଓଡ଼ି୩୧କେ…

10 months ago

ଜାତୀୟ ସ୍ତରୀୟ ବକ୍ସିଂ ଖେଳିବେ ସୋନପୁରର ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଅମରପାଲି,୨୯/୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଦୁଇ ଜଣ ଛାତ୍ରୀ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଛନ୍ତି। ଚଳିତ…

11 months ago

ବିନିକାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

ବିନିକା,୧୧।୭: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗାଁ…

11 months ago

ଗାଧୋଇବା ବେଳେ ଭାସିଗଲେ ୨ ଭାଇ: ମିଳିଲା ବଡ଼ ଭାଇର ମୃତଦେହ, ସାନ ଏବେ ବି…

ଡୁଙ୍ଗୁରିପାଲି ୧୦।୭ (ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧୀନ ଧର୍ମଦାଣ୍ଡି ନାଳରେ ଏକ ଅଘଟଣ ଘଟିଛି। ମାଝୀମୁଣ୍ଡା ଗାଁର ୨ ଭାଇ ଧର୍ମଦାଣ୍ଡି ନାଳରେ…

11 months ago