ସମ୍ବଲପୁର

ଜଙ୍ଗଲ ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ, ବଳାତ୍କାର ପରେ…

କୁଚିଣ୍ଡା,୩ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର…

ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସମ୍ବଲପୁର,୨୯।୭: ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଯୁବକ ଜଣକ କେଉଁ ପରିସ୍ଥିତିରେ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡିଲେ ତାହା ଜଣାପଡି ନାହିଁ। ଅନ୍ୟପକ୍ଷେ ହୀରାକୁଦର ୧୮ଟି ଗେଟ୍‌ ଖୋଲାଥିବାରୁ…

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ: ୨୦ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଜଳ ନିଷ୍କାସନ ଜାରି

ସମ୍ବଲପୁର,୨୮ା୭(ପ୍ରମୋଦ ବହିଦାର):ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି। ୨୦ଟି ସୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଶନିବାର ରାତି ସାଢ଼େ ୯ଟା ସୁଦ୍ଧା ହସ୍ତଗତ ହୋଇଥିବା ଖବର ଅନୁସାରେ ଜଳଭଣ୍ଡାରର ଜଳପତ୍ତନ…

ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍‌। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍‌ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍‌ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…

ବଢୁଛି ପାଣି: ହୀରାକୁଦ ଜଳଭଣ୍ଡାରରରୁ ଖୋଲିଲା ୪ ଗେଟ୍‌

ସମ୍ବଲପୁର,୨୪ା୭: ହୀରାକୁଦ ଜଳଭଣ୍ଡାରରରୁ ଶୁକ୍ରବାର ଆଉ ୪ଟି ଗେଟ୍‌ ଖୋଲିଯାଇଛି। ବିର୍ତ୍ତମାନ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ…

ତେଜିଲା ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ କଲା ନାଗରିକ କମିଟି

ରେଢାଖୋଲ,୨୪।୭: ପାଉଁଶ ବୋଝେଇ ଡମ୍ଫର ଓଭରଲୋଡିଂକୁ ବିରୋଧ କରି ରେଢାଖୋଲରେ ଗୁରୁବାର ଆନ୍ଦୋଳନ କରାଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ରେଢାଖୋଲ ଭୀମ ଭୋଇ ଛକରେ NH-୫୫ ଅବରୋଧ କରାଯାଇଛି। ଆନ୍ଦୋଳନ ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଶହ ଶହ…

୭ ବର୍ଷର ଶିଶୁକନ୍ୟାଙ୍କୁ କରିଥିଲେ ବଳାତ୍କାର, ମିଳିଲା ଏମିତି ଦଣ୍ଡ

ସମ୍ବଲପୁର,୨୩ା୭(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୧୮ ମସିହାରେ ସଂଘଟିତ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍‌ ତଥା ପୋକ୍‌ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଏହି ମାମଲାରେ ରାୟ…

ହୀରାକୁଦ ଡ୍ୟାମ୍‌ର ପୁଣି ୨ ଗେଟ୍‌ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ

ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ଜଳଭଣ୍ଡାର ବାମପାଶର୍‌ବର ଆଉ ୨ଟି ସ୍ଲୁଇସ୍‌ ଖୋଲାଯାଇ ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌…

ଗିରଫ ପରେ ଚାକିରିରୁ ସସ୍‌ପେଣ୍ଡ ହେଲେ ପ୍ରଫେସର ସୁନା ସାର୍‌

ସମ୍ବଲପୁର,୧୭।୭: ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ଗୁରୁବାର ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ, ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ…

ସମ୍ବଲପୁରରୁ ଆସିଲା ସାଂଘାତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭(ପ୍ରମୋଦ ବହିଦାର): ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ର୍ନିଯାତନା। ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଏଫଏମ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ…

ଚାଲିଥିଲା ଗଞ୍ଜେଇ ରେଡ୍‌ ମିଳିଲା କୋଟିଏ ଟଙ୍କାର ରୁପାଇଟା

ସମ୍ବଲପୁର,୧୦।୭: ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ିରୁ ୧ କୁଇଣ୍ଟାଲ ୧୦ କେଜି ରୁପାଇଟା…

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା: ୪ ଗେଟ୍‌ ବନ୍ଦ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଉଭୟ ପାଶର୍‌ବର ୨ଟି ଲେଖାଏ ମିଶି ମୋଟ ୪ଟି ସ୍କୁଇସ ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri