ସମ୍ବଲପୁର

ଝି’ପୁଓର ପାଠ୍‌ପଢ଼ା ଲାଗି ଭିଖ୍‌ ମାଗୁଛନ୍‌ ବାପା

ଅତାବିରା, ୧୮।୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଶିକ୍ଷାରେ ସଂସ୍କାର ଆନବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। କେନ୍‌ଥେଇ ସଭେ ସୁବିଧାରେ ଭଲ ପାଠ୍‌ ପଢ଼ିପାରବେ ସେଥିର ଲାଗି ବେବସ୍‌ତା କରୁଛନ୍‌। ହେଲେ ଆଏଜ୍‌ ବି ଆମର ସମାଜରେ…

୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଯୁବକଙ୍କ ଜୀବନ ଗଲା

ଗୁଡ଼ଭେଲା,୧୭।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ମଧ୍ୟମ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ ଜଳସ୍ତର ମାପୁ ଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଗଲପୁର ବ୍ଳକ ଅଧୀନ ଗୁଡୁରୁମୁଣ୍ଡା ଗ୍ରାମର…

ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲା ଧର୍ମଗଡ…

କୃଷକ ସଂଗଠନ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର,୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୃଷକ ସଂଗଠନ ପକ୍ଷରୁ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ବିକ୍ରୟ କରିଥିବା ଧାନ ଟଙ୍କା ଚାଷୀଙ୍କୁ ଦେବା ଦାବିରେ ଏହି ଧାରଣା ଦିଆଯାଇଛି।

ଦେବଗଡ଼ରେ ଜବରଦଖଲ ଉଚ୍ଛେଦ ଜାରି

ଦେବଗଡ଼,୧୭।୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ପୌରାଞ୍ଚଳ ଅଧୀନ ସହରର ମୁଖ୍ୟ ମାର୍କେଟ ଡ୍ରେନ ଉପରେ ଥିବା ଦୋକାନ ଗୃହଗୁଡିକର ବୁଧବାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ,ଦୀର୍ଘ ବର୍ଷ ଧରି ବଡ଼ବଡ଼ ସ୍ଲାବ ପକାଇ ଡ୍ରେନଗୁଡିକୁ ଅବରୋଧ କରାଯାଇଥିଲା। ଏ ନେଇ ଜିଲା…

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ ଶିକ୍ଷକ ଗିରଫ

ସମ୍ବଲପୁର, ୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବାଉରୀଗୁଡ଼ା ସ୍କୁଲର ଶିକ୍ଷକ ପୁରୁଷୋତ୍ତମ ଖର୍ସେଲଙ୍କୁ ପୋଲିସ ଗିରଫ କରିଛି। ଏନେଇ ଥାନାରେ ମାମଲା(ନଂ ୧୬୩/୧୯) ରୁଜୁ…

ବଲାଙ୍ଗୀର ଟାଉନ ଥାନା କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି

ବଲାଙ୍ଗୀର ଅଫିସ, ୧୭।୭: ପାଟଣାଗଡ଼ ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୋଲିସ କନ୍‌ଷ୍ଟେବଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଜଣେ ବିଧବା ଆଦିବାସୀ ମହିଳାଙ୍କ ଜମି ଷ୍ଟାମ୍ପ ପେପରରେ ଚଞ୍ଚକତା କରି ଦସ୍ତଖତ ନେଉଥିବା ବଲାଙ୍ଗୀର ଟାଉନ ଥାନାର କନ୍‌ଷ୍ଟେବଳଙ୍କ ସମ୍ପୃକ୍ତିକୁ…

ଗାଁବାସୀକୁ ସମସିଆ ପଚାରି ବୁଝ୍‌ଲେ ବିଡିଓ

ଅତାବିରା, ୧୭।୭ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ର ଭିନେ ଭିନେ ଗଁାର ସମସିଆ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍‌ ଲାଗ୍‌ ଖବର ବାହାରିଥିଲା। ଖବର ବାହାରଲାରୁ ଭେଡ଼େନ ବିଡିଓ ମୂରଲୀଧର ନାୟକ ନିଜେ ପଁଚେତ୍‌ର ଭିନେ…

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ ସେମାନେ ଅନେକ ସମିଆରେ ମାନସିକ୍‌ ଚାପ୍‌ରେ ରହେବାର ସଂଗେ ତାହାକୁ ନାନା ରୁଗ୍‌ଦୁଖ୍‌ ମାଡ଼ି…

ଆପ୍‌ନେ ଆର ପୁଓ ଆରପାରେ:ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ

ଲୋଇସିଂହା,୧୭।୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍‌ ବିଧବା ସଖୀ ମେହେର। ବଛ୍‌ରେ ଭିତରେ ସେ ପୁଓ ଆର ଆପ୍‌ନେକେ ହରେଇଛନ୍‌। ଏହେଦେ ଘରେ ନିସାହା ବିଧବା ବହ ଆର ୩ ବଛର୍‌ର ନାତି ରହିଛନ୍‌।…

କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ

ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୩ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ବାନାର୍ଜୀ ପ୍ରଥମେ କଳାହାଣ୍ଡି ଜିଲାର ଉପଜିଲାପାଳ…

ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ ହେଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri