ଟ୍ରାନ୍ସଫର୍ମର ପୋଡି ୧୫ଦିନ ହେଲା ଜଳଯୋଗାଣ ବନ୍ଦ
ଜହ୍ନାପଙ୍କ,୧୯।୭(ଡି.ଏନ.ଏ.)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକମାନେ ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି । ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର ଓ ବାଘପାଲି ଗାଁକୁ ଜଳଯୋଗାଣ ପାଇଁ…
ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ
ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡିଥିବା ଜଣାପଡିଛି । ସୂଚନା ମୁତାବକ, ଛାତ୍ରୀ ନିବାସର ୫/୬ ଜଣ…
ଦିବ୍ୟାଙ୍ଗକୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ବରପାଲି, ୧୯।୭ (ଡି.ଏନ୍.ଏ): ବରପାଲିର ଗୁଟେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପିଂ ହାର୍ଟର ଅନୁରୋଧ୍ରେ ଜିଲା ପରଶାସନ ଦୁଇ ଦିବ୍ୟାଙ୍ଗକୁଁ ସାହାଯ୍ର ହାତ୍ ବଢ଼େଇଛେ। ବ୍ଲକ ଅଧୀନ ରେମତା ଗଁାର ମଧୁସୂଦନ ଧରୁଆ ଆଏଜ୍କେ ୩ ବଛର ଆଗରୁ କୁଲି ମଜୁରି କରୁଥିଲାବେଲେ…
ଫେନ୍ଘାଏ ବଁଦୀ ଜୀବନ୍ ବିତଉଛନ୍ ଲିଲିମା
ଜାମଟିକ୍ରା, ୧୯।୭ (ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଟାଙ୍ଗରପାଲି ପଁଚେତ ରେଙ୍ଗାଲିପାଲି ଗଁାର ମାନସିକ୍ ରୁଗୀ ଲିଲିମା ଭୋରାସାଗର(୨୪)। ଲିଲିମା ଉପରେ ଗଲା ୨୦୧୮ ଅକ୍ଟୋବର ୮ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍ଲା ବଁଧା ଜୀବନ୍ ବିତଉଛନ୍ ଲିଲିମା’…
ପର୍ବତାରୋହୀ ଲିପିକା ସେଠଙ୍କୁ ସମ୍ବର୍ଦ୍ଧନା
ଭେଡ଼େନ, ୧୯।୭ (ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ଡ଼ାଳବ ଗ୍ରାମର ଯୁବ ପର୍ବତାରୋହିଣୀ ଲିପିକା ସେଠଙ୍କୁ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ପଶ୍ଚିମ ଓଡ଼ିଶା ଟ୍ରାଫିକ ସଚେତନତା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପଦ୍ମଲୋଚନ…
ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି
ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି ା ଜୁନ୍ ଓ ଜୁଲାଇ ମାସରେ ଅସ୍ବାଭାବିକ ବର୍ଷା ଯୋଗୁଁ ଏଥର ମରୁଡି ହେବାର…
ସରକାରୀ ଚିକିତ୍ସା ସାହାଯ୍ ଦାବି
ଲାଠୋର, ୧୯ା୭(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ବିର୍ତ୍ତିଆ ପଡ଼ାର କାଳିଆ ସୁନା। ସେ ଝନେ ନିହାତି ଗରିବ୍ ହେଇଥିଲାବେଲେ କେହେନ୍ସି ଗୁଟେ ରୋଗ୍ ଲାଗି ଘରେ ପଡ଼ି ରହିଛନ୍। ଏନ୍ତାଥି ପରିବାର ଲୋକ୍ ସରକାରୀ ଚିକିସତ୍ା ସାହାଯ୍…
ବର୍ଷା ଅଭାବରୁ ଚାଷ ଜମି ଫାଟିଲା
ବଡ଼ଗାଁ, ୧୮।୭ (ଡି.ଏନ.ଏ)-ବଡଗାଁ ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ଠାରୁ ଅତି କମ୍ ବୃଷ୍ଟିପାତ ଯୋଗୁ ମାଳ ଓ ଗୋଡା ଜମି ଫାଟି ଆଁ କଲାଣି। ବାହାଲ କିସମର କେତେକ ଖାଲୁଆ ଜମିରେ ସାମାନ୍ୟ ଆଦ୍ରତା ଥିଲାବେଳେ ଆଉ…
ମଦବିକ୍ରିକୁ ବିରୋଧ: ଏସ୍ଏଚ୍ଜି ମହିଳା ଥାନାର ଦ୍ୱାରସ୍ଥ
ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଏ ନେଇ ଜଣାଇଲେ ମଧ୍ୟ କୌଣସି ମଦ ବିକ୍ର ବନ୍ଦ ହେଉନାହିଁ।…
୩ ମାସ ପରେ ମାଟିତଳୁ କଢ଼ାଗଲା ସ୍ବାମୀଙ୍କ ଶବ: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ
ବରଗଡ଼ ଅଫିସ୍/ପଦ୍ମପୁର,୧୮।୭(ଡି.ଏନ.ଏ) ମୃତ୍ୟୁ ପରେ ପାରମ୍ପରିକ ରୀତିନୀତିରେ ଶବ ସଂସ୍କାର କରାଯାଇଥିଲା । ଶବକୁ ଚାରିକାନ୍ଧ ଦେଇ ଶ୍ମଶାନରେ ମାଟି ଖୋଳି ପୋତି ଯାଇଥିଲା । ମାତ୍ର ଘଟଣାର ୩ ମାସ ପରେ ଅର୍ଥାତ୍ ଗୁରୁବାର ମୃତକଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ…
କଥା ରଖ୍ଲା ବ୍ଲକ ପରଶାସନ: ଭିନ୍ନକ୍ଷମ ଭତା ପାଏଲେ ଭୂମିସୂତା
କୋକସରା, ୧୮ା୭(ଡି.ଏନ୍.ଏ): କୋକସରା ବ୍ଲକ କାଉଡ଼ୋଲା ଗାଁର ନୀଲାମ୍ବର ରାଉତକଁର ଦିବ୍ୟାଙ୍ଗ ଝି’ ଭୂମିସୂତା(୧୭)କୁଁ ବ୍ଲକ ପରଶାସନ ଦେଇଥିବାର ପରତିଶୁରତି ପାଲନ କରିଛେ। ଭୂମିସୂତା ଜନମୁ ଦିବ୍ୟାଙ୍ଗ ଥିଲାବେଲେ ଭିନ୍ନକ୍ଷମ ପରମାନପତର ଅଭାବୁ ସେ ଭତା ପାଏବାରୁ ବଁଚିତ୍ ହେଇ ରହିଥିଲେ।…
ସରକାରୀ ଯୋଜନା ବାଟବନା: ପରଶାସନିକ ଅବହେଲାର ଶିକାର ଗୁଞ୍ଜି ଚନ୍ଦନ
କେସିଙ୍ଗା, ୧୮।୭ (ଡି.ଏନ୍.ଏ): କେନ୍ଦ୍ର ଆର ରାଏଜ୍ ସରକାର ଗରିବ୍ ଦୁଖି, ଭୂମିହୀନ, ବାସହୀନମାନକୁ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍। ହେଲେ ଅନେକ ଜାଗାରେ ସରକାରୀ ବାବୁମାନକର ଖାମ୍ଖିଆଲି ମନ୍ଭାବ ଲାଗି ଅନେକ୍ ଗରିବ୍ ଦୁଖି ଯୋଜନାର ଲାଭ ପାଏବାରୁ…
Archives


