ସମ୍ବଲପୁର

ସମଲେଇ ମନ୍ଦିରରେ ଗମ୍ଭୀରା ଦର୍ଶନ ବନ୍ଦ

ସମ୍ବଲପୁର,୧୭।୩ (ବ୍ୟୁରୋ) ସମ୍ବଲପୁର ସମଲେଇ ମନ୍ଦିରର ଗମ୍ଭୀରା ଦର୍ଶନ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ଗମ୍ଭୀରା ବାହାରେ ରହି ମା’ଙ୍କ ଦର୍ଶନ କରିପାରିବେ। କରୋନା ମୁକାବିଲା ପାଇଁ ସୋମବାର ସକାଳେ ମନ୍ଦିର ଟ୍ରଷ୍ଟ ବୈଠକ…

ପାରିବାରିକ କଳହ: ୩ ସଦସ୍ୟ ପିଇଲେ ବିଷ, ମାଆ ମୃତ, ବାପ-ପୁଅ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା କତରବାଗା ଥାନା ରୁଖିଡିିହ ଗ୍ରାମରେ ପାରିପାରିକ କଳହରୁ ଏକ ଅଭାବନୀୟ ଘଟଣା ଘଟିଛି। ଏକସାଙ୍ଗରେ ପରିବାରର ୩ ସଦସ୍ୟ ବିଷପାନ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମା’ ବୈଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସୁବେକ ଓ…

ବିଷାକ୍ତ ଛତୁ ଖାଇ ସ୍ବାମୀଙ୍କ ଜୀବନଗଲା, ସ୍ତ୍ରୀଙ୍କ ସମେତ ୩ ଗୁରୁତର

ସମ୍ବଲପୁର,୧୫।୩(ବ୍ୟୁରୋ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କେଲୋବଲମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ଛତୁ ତରକାରୀ ଖାଇ ରମେଶ ଲୁଗୁନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଅଞ୍ଜଳି ଗୁରୁତର ହୋଇଛନ୍ତି। ସେ ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅଛନ୍ତି।…

ଅନିଶ୍ଚିତତା ମଧ୍ୟରେ ସମ୍ବଲପୁରରେ କମିଶନରେଟ୍‌ ପୋଲିସ ବ୍ୟବସ୍ଥା

ସମ୍ବଲପୁର,୧୫।୩(ବ୍ୟୁରୋ)-୨୦୧୪ରେ ସମ୍ବଲପୁରକୁ ମହାନଗର ନିଗମ ଭାବେ ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୬ ବର୍ଷ ବିତିଛି। ହେଲେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇପାରିନାହିଁ । କେବେ ଏହି ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେ…

ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ରାସ୍ତାରୋକୋ

ସମ୍ବଲପୁର, ୧୧।୩ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ କେନ୍ଦୁପତ୍ର ସଂଘ ଡାକରାରେ ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ଟି ସ୍ଥାନରେ ବୁଧବାର ରାସ୍ତାରୋକୋ ହୋଇଛି । ଜିଲାର ଜାତୀୟ ରାଜପଥ ଅଇଁଠାପାଲି ଛକ, ରେଢ଼ାଖୋଲ, ଯୁଯୁମୁରା, ଉଲୁଣ୍ଡା, ଭଟଲି…

ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ ବେହେରା। ଚିକିତ୍ସା ଲାଗି ତାଙ୍କୁ ବୁର୍ଲା ଭିମସାର ଅର୍ଥୋପେଡିକରେ ଭର୍ତ୍ତି କରାଯାଇଛି। ଘଟଣାକୁ ଚପାଇଦେବାକୁ…

କଲେଜ ପାଚେରି କାର୍ଯ୍ୟ ନିମ୍ନମାନର ଅଭିଯୋଗ: କାମ ବନ୍ଦକଲେ ସଚେତନ ନାଗରିକ

ଜମନକିରା,୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଯୁକ୍ତ ୩ ମହାବିଦ୍ୟାଳୟରେ ନିର୍ମାଣାଧୀନ ପାଚେରି କାମ ନିମ୍ନମାନର ଅଭିଯୋଗ କରି ଜମନକିରା ସଚେତନ ନାଗରିକ ପକ୍ଷରୁ କାମ ବନ୍ଦ କରିଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଯୁକ୍ତ ୩ ମହାବିଦ୍ୟାଳୟରେ ନୂତନ ଭାବେ…

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ପରିବାରର ଆର୍ଥକ ପରିସ୍ଥିତି ସଜାଡିବାକୁ ଯାଇ ୨୦୦୮ରେ ଗାଁର…

କାହାର ଲାଗି ଅଙ୍ଗନଓ୍ବାଡି: ଛାତ୍ରୀଛାତ୍ର ପାଠ୍‌ପଢ଼ି ଯିବେ ୨ କି.ମି.

  ଜମନକିରା, ୭।୩ (ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ଜମନକିରା ବ୍ଲକ କଟଙ୍ଗପାଣି ପଁଚେତ୍‌ ଅଧୀନ ଫୁଲକୁସମ ଗଁ। ର ଲାଗି ଆସିଥିବାର ଅଙ୍ଗନଓ୍ବାଡି କେନ୍ଦ୍ରଟା ଗଁ। ରୁ ଦୁଇ କି.ମି. ଦୂରେ ତିଆର କରାଯାଇଛେ। ଏନ୍‌ତାଥି ଛୋଟ ଛୋଟ ଛୁଆମାନେ କେନ୍‌ଥେଇ…

୨ କିମି ଚାଲି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଉଛନ୍ତି ଶିଶୁ

ଜମନକିରା, ୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ଫୁଲକୁସମ ପାଇଁ ଆସିଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟି ଅନ୍ୟ ସ୍ଥାନରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁମାନଙ୍କୁ ୨ କିଲୋମିଟର ରାସ୍ତା ଯିବାକୁ ପଡ଼ୁଥିବା ବେଳେ ସେମାନେ ନାହିଁ…

ସିମେଣ୍ଟ ଉଠି ବାହାରିଛି ଛଡ଼: ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ କାମ ନିମ୍ନମାନର ନେଇ ଅଭିଯୋଗ କଲେ ଅଞ୍ଚଳବାସୀ

ଜମନକିରା,୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବଡ଼ମାଳ ଛକ ପିଡବ୍ଲ୍ୟୁଡି ରାସ୍ତାରୁ କୁଚିଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ଗୁଣ୍ଡୁରୁଚୁଆଁକୁ ସଂଯୋଗ କରୁଥିବା ପୋଲ ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପୋଲରେ ଲାଗିଥିବା ଛଡ଼ ବାହାରକୁ ବାହାରିଥିବା ବେଳେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଭୋର ୬ଟାରେ ଏହି ଚଢ଼ାଉ କରିଥିଲା। ଜିତେନ୍ଦ୍ରଙ୍କ ପୈତୃକ ଘର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri