ହଜାରେ ଟଙ୍କା ପାଇଁ ରାତି ଅନିଦ୍ରା
ସମ୍ବଲପୁର, ୧୬।୪ (ବ୍ୟୁରୋ)- କରୋନା କଟକଣା ଲକ୍ ଡାଉନ ପରେ ଏହାର ପ୍ରଭାବ ସିଧାସଳଖ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀ ଲୋକଙ୍କ ଉପରେ ପଡିଛି। ରୋଜଗାର ନ ଥିବାରୁ ସେମାନୁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ…
ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ
ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ ପ୍ରମୁଖ ମାଧ୍ୟମ ବୋଲି ସରକାର ଘୋଷଣା କରି ପାଳନ କରିବାକୁ ସମସ୍ତଙ୍କୁ କଡା ନିର୍ଦ୍ଦେଶ…
କୋଇଲା କ୍ଷେତ୍ରରେ ଏମସିଏଲ୍ର ସାନିଟାଇଜେସନ୍ କାର୍ଯ୍ୟ
ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଓଡିଶାର ବିଭିନ୍ନ କୋଇଲା କ୍ଷେତ୍ରର ଆବାସିକ କଲୋନୀ ଓ ପାର୍ଶ୍ୱବର୍ତ୍ତୀ…
ବାମରାରେ ସାନିଟାଇଜ ଜାରି
ବାମରା, ୧୬।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଚାରିଆଡେ ସାନିଟାଇଜ ପ୍ରକ୍ରିୟା ଜାରି ରହଛି। ଏହିକ୍ରମରେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଓ କେଶାଇବାହାଲଠାରେ ମଧ୍ୟ ସାନିଟାଇଜ ଚାଲିଛି। ବାମରା ଅଗ୍ନିଶମ ବିଭାଗ ଭାରପ୍ରାପ୍ତ…
ହୋମ୍ କ୍ୱାରାଣ୍ଟାଇନରେ ରହିଲେ କେଭିକେ ଅଧିକାରୀ
ଚିପିଲିମା,୧୫ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ଧନକଉଡା ବ୍ଲକ୍ ବସନ୍ତପୁର ପଞ୍ଚାୟତରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) କାର୍ଯ୍ୟାଳୟ ରହିଛି। ଲକ୍ଡାଉନ ସମୟରେ କେଭିକେର ୩ଜଣ ଅଧିକାରୀ ଭୁବନେଶ୍ବରରେ ରହିଯାଇଥିଲେ। ହେଲେ ମଙ୍ଗଳବାର ସେମାନେ ନିଜସ୍ବ ଯାନରେ ଭୁବନେଶ୍ବରରୁ ଆସି ଚିପିଲିମାସ୍ଥିତ ନିଜ କ୍ବାର୍ଟର୍ସରେ…
ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ
ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪) ଆଉ ନାହାନ୍ତି। ମଙ୍ଗଳବାର ରାତି ୨ଟାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ…
ନିର୍ମାଣାଧୀନ କୋଭିଡ ମେଡିକାଲରେ ୫-ଟି ସଚିବ
ସମ୍ବଲପୁର, ୧୫।୪ (ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧୀନ କୋଭିଡ-୧୯ ମେଡିକାଲକୁ ବୁଧବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମେଡିକାଲ ପରିସରରେ ଆଇସିୟୁ , ଆଇସୋଲେଶନ କକ୍ଷ ଓ ନମୁନା ସଂଗ୍ରହ କେନ୍ଦ୍ର ପରିଦର୍ଶନ…
ବ୍ୟବସ୍ଥା ନ କରି କେବଳ ମିଛ
ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରାଯାଉଛି। ଏଣୁ ଏଠାରେ ରୋଗୀ ସେବା ବନ୍ଦ କରି ଦିଆଯାଇଛି। ଅଇଁଠାପାଲି ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍ ଜିଲା ପ୍ରଶାସନ…
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ପ୍ରଦାନ
ସମ୍ବଲପୁର, ୧୫।୪ (ବ୍ୟୁରୋ): କରୋନା ମୁକାବିଲା ଲାଗି ପ୍ରତ୍ୟେକ ସ୍ତରରେ ଉଦ୍ୟମ ଜାରି ରହିଛି । ସମ୍ବଲପୁର ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଫାଉଣ୍ଡେସନ…
କୋଭିଡ ମେଡିକାଲ ନିର୍ମାଣକୁ ବିରୋଧ କରି ରୁଜୁ ମାମଲା ଖାରଜ
ସମ୍ବଲପୁର, ୧୫।୪ (ବ୍ୟୁରୋ)- ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ- ୧୯ ମେଡିକାଲ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ମିଶନ ଭିମ୍ସାର ତରଫରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାକୁ ବିଚାର କରି ବୁଧବାର ହାଇକୋର୍ଟର…
ନିରାଡମ୍ବର ସହ ଆମ୍ବେଡ଼କର ଜୟନ୍ତୀ
ସମ୍ବଲପୁର, ୧୪।୪ (ବ୍ୟୁରୋ)- କରୋନା କଟକଣା ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଜୀ ଆମ୍ବେଡ଼କରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମୁଦିପଡା ଛକ ସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତ୍ୱ ବଜାୟ ରଖି…
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ
ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ବ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ…
Archives


