ସମ୍ବଲପୁର

ଖୁଦପେଜ ଗାଁର ମହିଲା ସ୍ବୟଂ ସହାୟକ ଗୋଷ୍ଠୀର କରାମତି: ଧାନରେ ତିଆରୁଛନ୍‌ ସଉଖିନ କଳାକୁରତି

ନୂଆପଡା ଅଫିସ,୧୬ା୫:  ସରକାର ଗାଁରୁ ସହର ତକ୍‌ ମହିଲାମାନେ କେନ୍‌ଥେଇ ନିଜେର ଗୁଡ଼େ ନିଜେ ଠିଆ ହେଇପାରବେ, ଦୁଇପଏସା ରୁଜଗାର କରବେ ସେଥିରଲାଗି ଅନେକ ଯୋଜନା କାଯ୍‌କାରୀ…

7 years ago

ପୁଷ୍ଟିକର ଖାଏଦ୍‌ ଅଭାବ: ଜଟିଲ ହେଉଛେ ଜୟଧରକଁର ଅବସ୍‌ତା

ଲାଠୋର, ୧୬ା୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଜୟଧର ଭୁଏ(୩୨)। ସେ ବହୁତ୍‌ ଦିନୁ ଯକ୍ଷ୍ମା ରୋଗ୍‌ରେ ପୀଡ଼ିତ ଅଛନ୍‌, ଉଷୋକଷା…

7 years ago

ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର

ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ  ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ…

7 years ago

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ ଯୋଜନା…

7 years ago

ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍‌

ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍‌ ପାଖାପାଖି ଶହେ। ଜୀବନ୍‌ର ଶେଷ ମୁଡ଼ସାକେ ଛିଁ ସାରିଛନ୍‌। ହେଲେ ଆଏଜ୍‌ ବି ସେ ସେବା ମନ୍‌ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର…

7 years ago

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ ଠିକ୍‌ଠାକ୍‌…

7 years ago

ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା ପ୍ରୀତିମୟୀ…

7 years ago

ମାତିଛନ୍‌ ଜଂଗଲି ବର୍‌ହା, ଉଜାଡୁଛନ୍‌ ଫସଲ: ମଚାନ୍‌ ବାଁଧି ଫସଲ ଜୁଗିଛେ ଚାଷୀ

ବିନିକା, ୧୩ା୫(ଡି.ଏନ୍‌.ଏ.):  ବିନିକା ବ୍ଲକ ଅଂଚଲରେ ଏହେଦେ ଚାଷୀ ରବିଧାନ ଫସଲ କରିଛନ୍‌। ଫସଲ ଅମଲ କରବାର ସମିଆ ପାଖେଇ ଆଏଲାନ, ଧାନ ମଥା ନଇଁ ଲପ୍‌ଲପେଇ ଯାଉଛେ।…

7 years ago

ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) :  ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌। ଉନିଆ…

7 years ago

ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ ଗୁଟେ…

7 years ago