ରାୟଗଡା

ରାୟଗଡ଼ାରୁ ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ

ରାୟଗଡା ଅଫିସ,୧୬।୫: ରାୟଗଡ଼ା ଜିଲାରୁ ଗତ ୧୨ ତାରିଖରେ ୧୨ଟି ପର୍ଯ୍ୟାୟରେ ୬୧ ସନ୍ଧିଗ୍ଧଙ୍କର ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଆରଏମଆରସି, ଭୁବନେଶ୍ୱରକୁ ପଠାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଜିଲାରୁ ବର୍ତ୍ତମାନ ସୁଦ୍ଧା ୫୮୧…

କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଞ୍ଜାମ, ରାୟଗଡା, ଗଜପତି…

୫ଟି ସଚିବଙ୍କ ରାୟଗଡ଼ା ଗସ୍ତ: କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ରାୟଗଡ଼ା ଅଫିସ,୧୫ା୫: ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଦିନିକିଆ ଗସ୍ତରେ ଆସି ରାୟଗଡ଼ାର ଜେକେପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି l ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି…

ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଆସି ରାୟଗଡ଼ାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ୧୪୪ ଧାରା ଜାରି

ରାୟଗଡ଼ା ଅଫିସ,୧୪ା୫: ତାମିଲନାଡୁ ରାଜ୍ୟର ତିରୁପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡ଼ାରେ ଗୁରୁବାର ପୂର୍ବାହ୍ନରେ ପହଞ୍ଚିଛି ଏକ ସ୍ବତନ୍ତ୍ର ଟ୍ରେନ୍‌। ରାୟଗଡ଼ା ଷ୍ଟେଶନରେ ଏହି ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ ସହରରେ ୧୪୪ ଧାରା ଜାରି କରାଯାଇଛି। ଏହି ଟ୍ରେନ୍‌ରେ ରାୟଗଡ଼ା…

ବନଜାତ ଦ୍ରବ୍ୟର ମୂଲ୍ୟ ବିଷୟରେ ଲୋକଙ୍କୁ ସଚେତନ କରିବା ଲାଗି ଗଡ଼ିଲା ରଥ

ରାୟଗଡ଼ା ଅଫିସ,୧୩ା୫: ସରକାରଙ୍କ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ଏବଂ ଜଙ୍ଗଲରୁ ଉପତ୍ାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣର ସଚେତନତା କରିବା ପାଇଁ ଏକ ସଚେତନ ରଥ ବୁଧବାର  ଜିଲା ପରିକ୍ରମାରେ ବାହାରିଛି । ଏହାର ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ…

ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଲେ ମହିଳା: ବଳାତ୍କାର ଅଭିଯୋଗ ଆଣିଲେ ସ୍ବାମୀ

ରାୟଗଡା ଅଫିସ,୧୨।୫-ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ସ୍ବାମୀ ଗତ ୭ ତାରିଖରେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ତେବେ ସମ୍ପୃକ୍ତା ମହିଳାଙ୍କୁ ମଙ୍ଗଳବାର ରାତିରେ ସଙ୍କାଟାପନ୍ନ ଅବସ୍ଥାରେ…

ନାଗାବଳୀ ନଦୀରୁ ଆନ୍ଧ୍ରକୁ ବାଲି ଚାଲାଣକୁ ବିରୋଧ

ରାୟଗଡ଼ା ଅଫିସ,୧୧।୫-ରାୟଗଡ଼ା ଜିଲା କେରେଡ଼ାରୁ ପ୍ରତିଦିନ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ବାଲି ଚାଲାଣ କରାଯାଉଛି। ଏ ନେଇ ସୋମବାର କେରେଡ଼ା ଗ୍ରାମ ମହିଳା ସଂଘ  ପକ୍ଷରୁ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି…

ସାଇକେଲ ଯୋଗେ ବିଶାଖାପାଟଣାରୁ ୧୪ ଶ୍ରମିକ ଘରମୁହାଁ

ରାୟଗଡ଼ା ଅଫିସ,୧୦ା୫ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ସରକାର ପ୍ରାୟ ୪୫ ଦିନରୁ ଊର୍ଦ୍ଧ୍ୱ ହେବ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶହ ଶହ ଶ୍ରମିକ ଏବେ ଘରମୁହାଁ ହୋଇଛନ୍ତି। କେହି କେହି…

ପିଡିଏସ୍‌ କେନ୍ଦ୍ରରେ ଅସମ୍ଭାଳ ଭିଡ: ପାଳନ ହେଉନି କରୋନା ସତର୍କତା

ରାୟଗଡା ଅଫିସ, ୯।୫- ବର୍ତ୍ତମାନ ଗ୍ରୀନ ଜୋନ୍‌ରେ ରହିଛି ରାୟଗଡ଼ା ସହର। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ କିଛିଟା କୋହଳ କରାଯାଇଛି। ସହରରେ ନିଉ କଲୋନୀ ସ୍ଥିତ ଗୋଦାମରେ ପିଡ଼ିଏସ୍‌ ଚାଉଳ…

ଦୋକାନ ସିଲ୍‌ କଲା ପ୍ରଶାସନ

ରାୟଗଡ଼ା ଅଫିସ,୭ା୫: ରାୟଗଡ଼ା ଜିଲା ଏବେ ଗ୍ରୀନ୍‌ ଜୋନରେ ରହିଛି। ଏହାକୁ ନେଇ କିଛି ମାତ୍ରାରେ ସହରରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ଫଳରେ ବଜାରରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପରିସ୍ଥିତି ଆୟତ୍ତ କରିବାକୁ ପୋଲିସ…

କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ୍‌ରେ ପଥର ଧସିଲା: ୩ ମୃତ, ୪ ଗୁରୁତର

ରାୟଗଡ଼ା ଅଫିସ,୬ା୫: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ୍‌ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଚିରୁକାପଲ୍ଲୀ ରେଳଷ୍ଟେଶନଠାରେ ରେଳ ଲାଇନରେ ପଥର ଧସିବାରୁ ଏହି ପଥରଗୁଡିକୁ ରାସ୍ତାରୁ ହଟାଇ ସଫା କରିବା ପାଇଁ ୩୦ ଜଣ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା।…

ସୀମାନ୍ତ ଚେକ୍‌ ପଏଣ୍ଟ ପରିଦର୍ଶନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୪ା୫: ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଆନ୍ଧ୍ର-ଓଡ଼ିଶା ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ରବିବାର ରାତିରେ ସୀମାନ୍ତ କେରେଡ଼ା ଚେକ୍‌ ପଏଣ୍ଟ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri