ରାୟଗଡା

ଶଟ୍‌ଡାଉନ୍‌ରେ ଚେକିଂ କଡ଼ାକଡ଼ି

ରାୟଗଡ଼ା ଅଫିସ, ୧।୫ରାୟଗଡ଼ାରେ କରୋନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଛି। ଶନିବାର ସହରର କଲେଜ ରୋଡ୍‌, ମଝିଘରିଆଣି ମନ୍ଦିର ଛକ, କପିଳାସ ରୋଡ୍‌ ଆଦି ପ୍ରମୁଖ ସ୍ଥାନ ଓ ସାହି ଗଳିରେ ମଧ୍ୟ କଡ଼ାକଡ଼ି ଚେକିଂ କରାଯାଇଛି।…

୪ ମାସ ତଳେ କରିଥିଲେ ବିବାହ : ନିଜ ବନ୍ଧୁକରୁ ଗୁଳିଫୁଟାଇ ଜୀବନ ହାରିଲେ ଯବାନ

ରାୟଗଡା ଅଫିସ,୨୮।୪: ୪ ମାସ ତଳେ ହୋଇଥିଲା ବିବାହ, ନୂଆ କରି ସ୍ବପ୍ନ ଦେଖୁଥିଲେ ସ୍ତ୍ରୀ , ଗଢ଼ି ଉଠିଥିଲା ସୁଖର ସଂସାର ହେଲେ କ୍ଷଣକରେ ସବୁ ଉଜୁଡି ଗଲା। ନିଜ ବନ୍ଧୁକରୁୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। ଏଭଳି…

କୋଭିଡ୍‌ ହସ୍ପିଟାଲରେ ପଡ଼ିରହିଲା ମୃତଦେହ

ରାୟଗଡ଼ା ଅଫିସ,୧୮।୪: ରାୟଗଡ଼ା ଜିଲା ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଅସ୍ଥାୟୀଭାବେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ରବିବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କରୋନାରେ…

ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ବୁଲେଟ୍‌ରେ ଯାଉଥିବା ଜଣେ ଅମାନିଆ ମାସ୍କ ପିନ୍ଧି ନ ଥିବାରୁ ପୋଲିସ…

ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌

ରାୟଗଡ଼ା ଅଫିସ/ଗୁଣପୁର,୧୨ା୪: ରାୟଗଡ଼ା ଜିଲାରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ରୋକିବା ନିମନ୍ତେ ଜିଲାରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ସମସ୍ତ ୫…

ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଲଷ୍ମୀ ହଲ, ଜୟା ହଲ, ଓ ଏସ୍‌.କେ ହଲକୁ ଶୁକ୍ରବାର ସିଲ କରାଯାଇଛି।…

ସିଲ୍‌ ହେଲା ୨ ସିନେମା ହଲ୍‌

ରାୟଗଡ଼ା ଅଫିସ,୯ା୪: କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁ ରାୟଗଡ଼ାସ୍ଥିତ ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି। ଜିଲାରୁ ଲଗାତର ୧୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ…

କୋଭିଡ୍‌ କଟକଣା ଉଲ୍ଲଂଘନ: ରାୟଗଡ଼ାରେ ଫିଲ୍ମ ହଲ ସିଲ୍‌

ରାୟଗଡା ଅଫିସ, ୯।୪: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାର ମଧ୍ୟରେ ଜିଲାର ଏକ ଫିଲ୍ମ ହଲକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି। କୋଭିଡ୍‌…

୩ ଦିନ ପାଇଁ ବନ୍ଦ ହେଲା ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର,୮ା୪: ରାୟଗଡ଼ା ଜିଲା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣପୁର ଉପଜିଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶ କ୍ରମେ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଛନ୍ତି। ଏହା ୧୦…

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ: ୬୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଦେଲେ

ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲାରେ। ସୂଚନାଯୋଗ୍ୟ, ଗତ ଶନିବାର ଡମ୍ବୁରୁଧର କୁଟ୍ରୁକାଙ୍କ ବାଇକ୍‌ ଦୁର୍ଘଟଣା ହୋଇଥିଲା।…

କରୋନା ପାଇଁ ଫିକା ପଡ଼ିଲା ରଙ୍ଗର ପର୍ବ ହୋଲି

ରାୟଗଡ଼ା ଅଫିସ, ୨୯।୩: କରୋନା ପାଇଁ ରାୟଗଡ଼ାରେ ଚଳିତ ବର୍ଷର ହୋଲି ସାମାନ୍ୟ ପିକା ପଡ଼ିଯାଇଛି। ଲୋକେ ବିଶେଷଭାବେ ରଙ୍ଗ ଖେଳି ନ ଥିବା ନଜରକୁ ଆସିଛି। ସୂଚନ ଅନୁଯାୟୀ, ରାୟଗଡ଼ା ଜିଲା ପ୍ରଶାସନ କୋଭିଡ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷର…

କୋଭିଡ୍‌ ନିୟମ କଡ଼ାକଡ଼ି: ମଲ୍‌ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍‌ଦାର

ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା ଜିଲାରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ ତହସିଲ୍‌ଦାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri