ପୁରୀ

ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ ଆଖପାଖ ଅଞ୍ଚଳର ଦୁଗ୍ଧଚାଷୀ ମଧ୍ୟ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରୀ ହେଉ…

ବ୍ୟାଙ୍କରେ ଭିଡ଼: ମ୍ୟାନେଜରଙ୍କୁ ତାଗିଦ

ପିପିଲି,୧୬ା୪(ଡି.ଏନ.ଏ): ସାତଶଙ୍ଖ ଆନ୍ଧ୍ରା ବ୍ୟାଙ୍କରେ ବୁଧବାର ଅସମ୍ଭାଳ ଭିଡ଼ ଲାଗିଥିଲା। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା। ଉଜ୍ୱଳା ଯୋଜନାରେ ଗ୍ୟାସ ବାବଦ ଟଙ୍କା ଆସିଛି କି ନାହିଁ ଜାଣିବାକୁ ଶହ ଶହ ଗ୍ରାହକ ଗହଳି ଲଗାଇଥିଲେ। ଖବର ପାଇ…

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା, ସିଙ୍ଗାପଦା, ଗୋରଡି ତୋଟା, ଲତାହରଣ, ନାଶିକେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଚାଷୀ ପନିପରିବା…

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ ଚିଲିକା ମଝିରେ ବାଡ ଭଳି ଥିବା ୭ଶହ ମିଟର ବାଲିବନ୍ଧ ଜୁଆର ମାଡରେ ଖାଇ…

ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)ରେ ୪୦ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଜିଲାପାଳ…

ସ୍ବର୍ଗଦ୍ୱାର ବିଶୋଧନ ପ୍ରତି ନଜର ନାହିଁ

ପୁରୀ ଅଫିସ,୧୫ା୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୋଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୁରୀ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର, ମନ୍ଦିର, ରାସ୍ତା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ବିଶୋଧନ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସବୁଠୁ ଅଧିକ…

କରୋନା ପ୍ରତିକାର: ବିଶୋଧନ ହେଲା ସାକ୍ଷୀଗୋପାଳ ମନ୍ଦିର , ବଜାର

ସାକ୍ଷୀଗୋପାଳ,୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଦୁରେଇ ରହିବା ନିମନ୍ତେ ସାଧାରଣ ଲୋକ ଚଳାଚଳ କରୁଥିବା ସ୍ଥାନକୁ ବିଶୋଧନ କରାଯାଇଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଆଗ୍ନିଶମ କେନ୍ଦ୍ର ଅଧିକାରୀ ମନୋଜ କୁମାର ପାତ୍ର କର୍ମଚାରୀଙ୍କ ସହ ସୋଡିୟମ ହାଇପୋକ୍ଲରାଇଡ ଜଳ ସିଞ୍ଚନକରି ଏହି…

ଶ୍ରୀମନ୍ଦିର ମାଙ୍କଡ଼ଙ୍କୁ ଦିଆଗଲା ଖାଦ୍ୟ

ପୁରୀ ଅଫିସ, ୧୪ା୪: ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ବଡ଼ଦେଉଳରେ ରହୁଥିବା ମାଙ୍କଡ଼ଙ୍କୁ କଦଳୀ, ବୁଟ, ବିସ୍କୁଟ ଆଦି ଖାଦ୍ୟ ଦିଆଯାଇଛି। କେବଳ ଏହି ଗୋଟିଏ ଦିନ ନୁହେଁ, ଆସନ୍ତା ୩୦ ତାରିଖ ଅର୍ଥାତ୍‌…

ଗୋପ, ନିମାପଡ଼ା ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଗୋପ/ ନିମାପଡା, ୧୪ା୪(ଡି.ଏନ.ଏ.): ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୋମବାର ଗୋପ ଓ ନିମାପଡ଼ା ଅଞ୍ଚଳ ବୁଲି କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଅନୁଧ୍ୟାନ କରିଥିଲେ। ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ରୋଗୀଙ୍କ ଲାଗି ଆବଶ୍ୟକ ଶଯ୍ୟା ରହିଛି କି…

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ନିମାପଡା,୧୪ା୪(ଡି.ଏନ.ଏ.): ନିମାପଡା ଥାନା ଅନ୍ତର୍ଗତ ହରିଶପୁର ନିକଟସ୍ଥ ଚିଙ୍ଗୁଡିଆକଣ୍ଟା ଗାଁରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨ ବଖରା ପୋଡି ଯାଇଛି। ଏଥିରେ ଗୃହକର୍ତ୍ତା କାର୍ତ୍ତିକେଶ୍ୱର ବେହେରାଙ୍କ ସହ ତାଙ୍କ ୨ଟି ଗାଈ ପୋଡି ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ…

ଭକ୍ତଙ୍କ ବିନା ହେଲା ପୂଜାର୍ଚ୍ଚନା

ପୁରୀ ଅଫିସ,୧୪ା୪: ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ପବିତ୍ର ମହାବୀର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନବବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଚଳିତବର୍ଷ ଫିକା ପଡ଼ିିଥିଲା। ସବୁ ମନ୍ଦିରରେ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ନ ଥିଲେ ଭକ୍ତ। ଅର୍ଥାତ୍‌ କୌଣସି ମନ୍ଦିର…

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ ନୀତି ହୋଇ ସକାଳ ଧୂପ ପଣାସଂକ୍ରାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?